Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠୁ ବୁର୍ଲା ଭିସୁଟ୍ ବନ୍ଦ

ସମ୍ବଲପୁର: ଆଜିଠୁ ୪ ଦିନ ପାଇଁ ବନ୍ଦ ରହିବ ସମ୍ବଲପୁର ଭିସୁଟ୍ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଭିସୁଟ୍‌କୁ ଆଜିଠୁ ମଙ୍ଗଳବାର ଯାଏଁ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜିଠୁ ଅର୍ଥାତ ଶନିବାର ଓ ରବିବାରକୁ ମିଶାଇ ମଙ୍ଗଳବାର ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ଭିସୁଟ୍ କୂଳପତି…

ଦେଶରେ ୫୯ ଲକ୍ଷ ଟପିଲା କରୋନା କେସ୍, ମୃତ୍ୟୁସଂଖ୍ୟା ୯୩ ହଜାର

ନୂଆଦିଲ୍ଲୀ: ଦେଶର କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୫ ହଜାର ୩୬୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ହଜାର ୯୩୩କୁ ବୃଦ୍ଧି ପାଇଛି । ଦେଶେ ଏବେ ଲକ୍ଷେ ମୁହାଁ ହୋଇଛି କରୋନା ମୃତ୍ୟୁସଂଖ୍ୟା । ଏଣିକି…

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୩୮୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୩୮୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୬୫୪୩୨ ଟପିଛି। ଖୋର୍ଦ୍ଧାରୁ ୭୪୪, କଟକରୁ ୪୯୬, ପୁରୀରୁ ୧୮୩,…

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୨୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୭୦ ଜଣ କ୍ୱାରେଣ୍ଟାଇନ୍…

କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା : ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କମିଶନର…

କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା

ଭୁବନେଶ୍ୱର: କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଶୁକ୍ରବାର ଦିନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ”ମୋର କରୋନା ଟେଷ୍ଟ ପଜିଟିଭ ବାହାରିଛି । ଏବେ ମୋର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ହୋମ୍ ଆଇସୋଲେସନରେ ରହିଛି” ବୋଲି…

୨୦୨୧ରେ ଆରମ୍ଭରେ ଆସୁଛି କରୋନା ଟୀକା!!

ବେଜିଂ: ଚାଇନା ର ଅଗ୍ରଣୀ କମ୍ପାନୀ  ସିନୋଭ୍ୟାକ୍ ୨୦୨୧ ମସିହା ଆରମ୍ଭରେ ଆମେରିକା ସମେତ ପୁରା ବିଶ୍ୱ ପାଇଁ  ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛି । ଆମେରିକାରେ କରୋନାଭ୍ୟାକ୍ ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନର ଅନୁମୋଦନ ଲୋଡୁଥିବା…

କରୋନା ସଂକ୍ରମଣରେ ବିଏମସି ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଦକ୍ଷିଣ ପୂର୍ବ ଜୋନ୍ ୱାର୍ଡ ନଂ-୪୫ର ଅଧିକାରୀ ବିଶ୍ୱଜିତ ମାନ୍ନାଙ୍କର ମୃତ୍ୟୁ ଘଟିଛି । ଯିଏକି ଗତ ସେପ୍ଟେମ୍ବର ୧୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସୂଚନାନୁଯାୟୀ ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଏସମ୍ପର୍କରେ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୬୭ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୧, କନ୍ଧମାଳରୁ ୧,…