Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୩୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୩୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୫୩୨୧୩ ଟପିଛି । ଖୋର୍ଦ୍ଧାରୁ ୫୨୫, କଟକରୁ ୩୮୯, ପୁରୀରୁ ୨୭୪,ଅନୁଗୁଳରୁ…

କରୋନା ନାଶ ପାଇଁ ପିଅନ୍ତୁ ଏହି ଆୟୁର୍ବେଦିକ କାଢ଼ା

ଭୁବନେଶ୍ୱର: ହୁ ହୁ ହୋଇ ମାଡି ଚାଲୁଛି କରୋନା ଭୂତାଣୁ। ଅନେକଙ୍କୁ ଏହା ନିଜ କରାଳ ଆଁ ମଧ୍ୟରେ ନେଇ ସାରିଲାଣି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏଯାଏଁ କୌଣସି ଔଷଧ ବହାରିନଥିବା ବେଳେ ଦେଶୀ ଉପାୟରେ ଏହାର ଚିକିତ୍ସା ପାଇଁ ସମସ୍ତେ ତତ୍ପର । ତେବେ ଆଜି ଆମେ ଆପଣଙ୍କୁ ଏକ ଆୟୁର୍ବେଦିକ…

ଭୁବନେଶ୍ୱରରେ ୧୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ୧୯ ହଜାର ଟପିଛି କରୋନା ସଂକ୍ରମଣ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…

ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସିଛି: ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ପିକ୍‌ରେ ନାହିଁ ବରଂ ଫ୍ଲାଟ୍‌ରେ ଅଛି । ପୂର୍ବରୁ ୪ରୁ ୫ ଶହ କେସ୍ ଆସୁଥିବା ବେଳେ ଏବେ ଦୁଇ ଶହ ଭିତରେ ରହୁଛି । ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ଆଇସିଏମ୍‌ଆର କହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର…

କ୍ରମାଗତ ଭାବେ ଦେଶରେ ବଢୁଛି ସୁସ୍ଥତା ହାର: ୨୪ ଘଣ୍ଟାରେ ସର୍ବାଧିକ ୧ ଲକ୍ଷରୁ ଅଧିକ ଆରୋଗ୍ୟ ରେକର୍ଡ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମିତ ସୁସ୍ଥ ହାର ବଢି ଚାଲିଛି ।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ ହୋଇଥିବା ବେଳେ ଆଜି…

ଗୋଟିଏ ଦିନରେ ରାଜ୍ୟରେ ୪୫ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫ ହଜାର ୬୭୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୭,୬୪୯ ଜଣଙ୍କର ଆଣ୍ଟିଜେନ, ୭୮୯୯ ଟି ଆରଟି-ପିସିଆର୍ ଓ ୧୨୮ ଟି ଟ୍ରୁନଟ୍…

ରାଜ୍ୟରେ ପୁଣି ୨୪ ଘଂଟାରେ ୪,୧୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୭ ଶହ…

ରାଜ୍ୟରେ କରୋନା ନେଲା ଆଉ ୧୧ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ପୁଣି ୧୧ ମୁଣ୍ଡ ନେଇଛିି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୨୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆଜି ବାଲେଶ୍ୱର, ବଲାଙ୍ଗିର,…

ଦେଶରେ ୫୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ଦେଶରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ , ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୯ ଲକ୍ଷ ୭୫ ହଜାର ୮୬୧ ଆକ୍ଟିଭ୍ ମାମଲା…

ସଦ୍‌ଗୁରୁ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର, କୋଭିଡ ହସ୍ପିଟାଲରେ ଚାଲିଛି ମକଡ୍ରିଲ

ଭୁବନେଶ୍ୱର: କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର । ଟ୍ୱିନସିଟି କୋଭିହ ହସ୍ପିଟାଲରେ ଆରମ୍ଭ ହେଲା ଯାଂଚ । କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଦ୍ୱୈତନଗରୀର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ ଚାଲିଛି । ପ୍ରଥମ…