Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ରାଜ୍ୟରୁ ୩୮୬୧ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ପଜିଟିଭ୍ ଚିହ୍ନଟ । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୩୮୬୧ ଜଣ । ଯାହାକି ଏଯାଏଁ ସର୍ବାଧିକ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୭୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୮୩ । ଗତକାଲି ରାଜ୍ୟରୁ ୩ ହଜାର ୮୧୬ ପଜିଟିଭ୍…

ବଢୁଛି ଆଶା: ଆଜିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବଢୁଛି ଆଶା । ଆଜିଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଥିବା ନେଇ ଗଣମାଧ୍ୟମରେ ସୂଚନା ମିଳିଛି । ସୂଚନାନୁସାରେ, ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ…

ବ୍ରାଜିଲକୁ ଠେଲି କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱରରେ ଭାରତ

ନୂଆଦିଲ୍ଲୀ: ଦେଶରେ ୪୨ ଲକ୍ଷ ଟପିଲା କରୋନା ପଜିଟିଭ୍ କେସ୍ । ୭୧ ହଜାରରୁ ଅଧିକ ଜୀବନ ଗଲାଣି । ସାରା ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱର ସ୍ଥାନକୁ ଉଠିଛି ଭାରତ । ତିନି ନମ୍ୱରକୁ ଖସିଛି ବ୍ରାଜିଲ୍ । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୩ ।…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୫ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫,୧୬୫ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୮,୧୬୫ ଜଣଙ୍କର ଆଣ୍ଟିଜେନ, ୬୮୩୬ ଟି ଆରଟିପିସିଆର୍ ଓ ୧୬୪ ଟି ଟ୍ରୁନଟ୍‌ ପରୀକ୍ଷା…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୯୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୯୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୫୯୦ ଜଣଙ୍କ ମଧ୍ୟରୁ ୪୩୧ ଜଣ କଟକରୁ, ୩୮୬ ଜଣ ଖୋର୍ଦ୍ଧା, ୨୦୨ ଜଣ ମୟୁରଭଞ୍ଜରୁ, ୧୪୨ ଜଣ ଗଞ୍ଜାମରୁ,…

କରୋନା ରୋଗୀକୁ ବଳାତ୍କାର କଲା ଆମ୍ବୁଲାନ୍ସ ଡ୍ରାଇଭର !

କେରଳ: କରୋନା ରୋଗୀ ସହ ବଳାତ୍କାର । ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲାବେଳେ ରହସ୍ୟଘେରରେ ହସସ୍ପିଟାଲର ଭୂମିକା । ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା । ସାମ୍ନାକୁ ଆସିଥିଲା…

ଭୁବନେଶ୍ୱରରେ ୧୩ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୪୮୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଏଣିକି ବିନା କୋଭିଡ୍‌-୧୯ ଟେଷ୍ଟରେ ବୁଲିପାରିବେ ଗୋଆ !

ଗୋଆ: ଯଦି ଗୋଆ ବୁଲିବାକୁ ଇଛା । ତେବେ ଆପଣଙ୍କ ପାଇଁ ରହିଛି ଖୁସୀ ଖବର । ସେପ୍ଟେମ୍ବର ମାସରୁ ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକଙ୍କ ପାଇଁ ଗୋଆରେ ପ୍ରବେଶ ଅନୁମତି ମିଳିଛି । ଏପରିକି ଗୋଆ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାର ଓ ରେଷ୍ଟୁରାଣ୍ଟ ବି ଖୋଲିଛି । ତେବେ ଗୋଆ ଯିବା ପାଇଁ…

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । https://www.instagram.com/p/CEydxJNp3mB/?utm_source=ig_web_button_share_sheet ସେ…

ଆସନ୍ତାକାଲିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ ଟିକା…