Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୨୪ ଘଣ୍ଟାରେ ୧୧ ଶହରୁ ଅଧିକ ମୁଣ୍ଡ ନେଇଛି କରୋନା; ମୋଟ ସଂଖ୍ୟା ଟପିଲା ୭୨ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।…

NIT କ୍ୟାମ୍ପସରୁ ଜଣଙ୍କ ସହ ରାଉରକେଲାରୁ ଚିହ୍ନଟ ହେଲେ ୮୪ ନୂଆ ପଜିଟିଭ

ରାଉରକେଲା: ସୋମବାର ଦିନ ସୁନ୍ଦରଗଡରୁ ୯୬ ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ଷ୍ଟିଲ ସିଟି ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୮୪ ନୂଆ ପଜିଟିଭ। ଏହାକୁ ମିଶାଇ ରାଉରକେଲାରେ ମୋଟ ସଂଖ୍ୟା ଛୁଇଁଛି ୪୯୪୩। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରୁ ଜଣେ NIT କ୍ୟାମ୍ପସରୁ ଚିହ୍ନଟ ହୋଇଥିବା…

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍…

‘କୋହଳ ହେଲା କଟକଣା, ବଢ଼ିଲା ଅବହେଳା, ବଢ଼ିଲା କରୋନା’

ଭୁବନେଶ୍ୱର: ଲକଡାଉନ କଟକଣା କୋହଳ ହେବା ପରେ ବଢ଼ିଗଲା ଲୋକଙ୍କ ଅବହେଳା । ବେପାରୁଆ ହୋଇଗଲେ ଲୋକ ।  କିଛି ଲୋକଙ୍କ ଦାୟିତ୍ୱିହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ଆସନ୍ତୁ ଜାଣିବା କେଉଁମାନେ ହୁଅନ୍ତି ଭଲ ପିତା, ପତଳା ନା ମୋଟା ଲୋକ

ପୁରୀ: କୌଣସି ଏକ ସମ୍ପର୍କ ମଜଭୁତ କରିବାରେ ଉତମ ବ୍ୟବହାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଥିରେ ଶରୀରର ଆକାର କୌଣସି ଭୂମିକା ଗ୍ରହଣ କରି ନ ଥାଏ । ମାତ୍ର ତଥ୍ୟ ଏବେ ଭୁଲ ପ୍ରମାଣିତ ହୋଇଛି । ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଶରୀରର ଆକାର ଅନୁସାରେ ଜଣେ ଭଲ ପିତା ହେବ କି ନାହିଁ…

ଆସନ୍ତୁ ଜାଣିବା ସନ୍ଧ୍ୟା ପରେ କଣ କଲେ ମାଆ ଲକ୍ଷ୍ମୀ ରାଗନ୍ତି, ଧନହାନି ହୁଏ

ପୁରୀ: ଧନ ଓ ବୈଭବର ଦେବୀ ହେଲେ ମାଆ ଲକ୍ଷ୍ମୀ । ମାଆଙ୍କୁ ସନ୍ତୁଷ୍ଟ କରିପାରିଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ । ତେବେ ସନ୍ଧ୍ୟା ବେଳେ କେଉଁ କାର୍ଯ୍ୟ କଲେ ମାଆ ଲକ୍ଷ୍ମୀ ରାଗନ୍ତି ଆସନ୍ତୁ ସେ ବିଷୟରେ ଜାଣିବା । ୧. ସନ୍ଧ୍ୟା ପରେ କାହାକୁ କ୍ଷୀର, ଦହି ଦେବା ଉଚିତ ନୁହେଁ । ଆପଣ…

ଏଣିକି ସକାଳ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ମଦ ଦୋକାନ

ଭୁବନେଶ୍ୱର: ବଢ଼ିଳା ମଦ ଦୋକାନ ଖୋଲିବା ସମୟ ସୀମା । ଏଣିକି ସକାଳ ସାଢେ ୧୦ରୁ ରାତି ସାଢେ ୧୦ଟା ଯାଏଁ ଖୋଲିବ ମଦ ଦୋକାନ । ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଶେଷ ହୋଇଛି । ଏବେ ଅନଲକ୍ ୪ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି…

ଆଉ ଜଣେ ମନ୍ତ୍ରୀ କରୋନା କବଳରେ !

ଭୁବନେଶ୍ୱର: ପୁଣି ଆଉ ଜଣେ ମନ୍ତ୍ରୀଙ୍କୁ କରୋନା । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏ ନେଇ ସେ ନିଜେ ଆଜି ଟ୍ୱିଟ୍ କରି ଜଣାଇଛନ୍ତି । Mid March'20 onwards doing public & official…

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ, ନେଗେଟିଭ ହେଲେ ଏଣ୍ଟ୍ରି ଅନୁମତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ନମୁନା ପରୀକ୍ଷା କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ବିଏମସି ଓ…

ଓଡ଼ିଶାରେ ଆଉ ୧୦ ଜଣଙ୍କୁ ମାରିଦେଲା ମହାମାରୀ, ମୃତ୍ୟୁସଂଖ୍ୟା ଡେଇଁଲା ୫୫୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ତାସହ ଜୀବନ ନେଉଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଜଣେ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି । 3. A 70-year old female of Cuttack who was also suffering…