Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକ୍ଷ୍ମୀପୁର ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇଛନ୍ତି । ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ଏବଂ ହୋମ୍ ଆଇସୋଲେସନରେ ରୁହନ୍ତୁ ବୋଲି…

ରାଜ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୪୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, ଗଞ୍ଜାମରୁ ୪, କୋରାପୁଟରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୧…

OAIC ଚେୟାରମ୍ୟାନ ଦେବାଶିଷ ମହାନ୍ତିଙ୍କୁ କରୋନା

ଭୁବନେଶ୍ୱର: କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି OAIC ଚେୟାରମ୍ୟାନ ଦେବାଶିଷ ମହାନ୍ତି । ଏ ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଦେବାଶିଷ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଆଜି କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଛନ୍ତି। ମାତ୍ର ଏହା ତାଙ୍କୁ…

ବିଧାୟକଙ୍କ କରୋନା ଟେଷ୍ଟ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୩୦ ପୂର୍ବରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଅଧିବେଶନ ଆଗରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ହେବ କି ନାହିଁ, ସେନେଇ ଆସନ୍ତାକାଲି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ…

ବରଗଡ଼ରେ ମାଡୁଛି ମହାମାରୀ, ପାଞ୍ଚ ଦିନରେ ଏତେ !

ବରଗଡ଼: ପଶ୍ଚିମ ଓଡ଼ିଶାରେ କରୋନାର ରେଡହଟ୍ ଜିଲ୍ଲା ପାଲଟିଲାଣି ବରଗଡ଼ । ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୩୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହାକୁ ମିଶାଇ ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩…

ଖୋର୍ଦ୍ଧାରୁ ୭୯୭, ବରଗଡ଼ରୁ ୩୯୬: ୨୪ ଘଣ୍ଟାରେ ୩,୮୧୦ ନୂଆ କରୋନା କେସ୍

ଭୁବନେଶ୍ୱର: କୋଭିଡ୍ ଟେଷ୍ଟା ସଂଖ୍ୟା ବଢୁଛି । ଏହାସହ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୨୪ । Covid-19…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ୯୦ ହଜାର ଟପିଲା ସଂକ୍ରମଣ, ୧ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଆଜି ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର । ସବୁ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯୦,୬୩୩ ଜଣ…

ଖୋର୍ଦ୍ଧାରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି; ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଭୁବନେଶ୍ୱର: ଶନିବାର ଦିନ ଓଡିଶାରେ ୩୫୪୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦିନିକିଆ ସ୍ପାଇକ୍ ୮୭୮ ଜଣ ପଜିଟିଭ ରେକର୍ଡ ହୋଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୬୧୮ ସଂକ୍ରମିତ ଛୁଇଁଛି।ବର୍ତ୍ତମାନ ଏଠାରେ ୭୬୧୬ ଟି ସକ୍ରିୟ ମାମଲା…

ଆପଣ ଜାଣନ୍ତି କି ଚାଇନା ପରେ ଭାରତରେ ରହିଛି ଦ୍ଵିତୀୟ ଦୀର୍ଘତମ ୱାଲ !

ଭୁବନେଶ୍ୱର: 'ଦ ଗ୍ରେଟ ୱାଲ ଅଫ ଚାଇନା' । ପ୍ରାୟତଃ ଆମେ ସମସ୍ତେ ଏହି ନାଁ ଟି ଶୁଣିଥିବା। ଚାଇନା ସ୍ଥିତ ଏହି ଗ୍ରେଟ ୱାଲ କୁ ବିଶ୍ୱର ଦୀର୍ଘତମ ୱାଲ ବା କାନ୍ଥ ବୋଲି କୁହାଯାଏ। ତେବେ ମନକୁ ଆସେ ବିଶ୍ୱର ୨ୟ ଦୀର୍ଘତମ ୱାଲ କେଉଁଠାରେ ରହିଛି? ତେବେ ଏହାର ଉତ୍ତର ହେଉଛି ଭାରତ। ଆଜ୍ଞା ହଁ ।…

ଆକାଶରୁ ଖସିଲା ମୂଲ୍ୟବାନ ପଥର; ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କଲେ ଲୋକ !

ଭୁବନେଶ୍ୱର: ଅନେକ ସମୟରେ ଏପରି ଖବର ସାମ୍ନାକୁ ଆସେ ଯାହା ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିସ୍ମିତ ହୋଇଯିବେ। ନିକଟରେ ବ୍ରାଜିଲର ଏକ ଗାଁରେ ଏପରି କିଛି ଘଟିଛି ଯାହାକୁ ଜାଣିବା ପରେ ଆପଣ ଏହାକୁ ବିଶ୍ୱାସ…