Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ରେ କୋଭିଡ ସ୍ଥିତି ର ଏକ ସମୀକ୍ଷା କରିଛନ୍ତି l ସମୀକ୍ଷା ବୈଠକରେ ମାନ୍ୟବର ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଏସ ପି. ଶ୍ରୀ କେ ଶିବା ସୁବ୍ରମଣି, ଅତିରିକ୍ତ…

ଓଡିଶାରେ ରେକର୍ଡ ସଂଖ୍ୟକ ୨୫୪୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୫୪୬ ଜଣଙ୍କ ମଧ୍ୟରୁ ୬୨୭ ଜଣ ଖୋର୍ଦ୍ଧାରୁ, ୨୬୬ ଜଣ ଗଞ୍ଜାମ, ୧୪୩ ଜଣ ନୟାଗଡରୁ, ପୁରୀରୁ ୧୪୧,…

ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ପାଇଁ କରୋନା ବ୍ୟାପୁଛି: ICMR

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଛି କରୋନାର ରାଜ । ପ୍ରତିଦିନ ବଢ଼ୁଛି ସଂକ୍ରମଣ ସଂଖ୍ୟା । କରୋନାଠୁ ଦୂରେଇ ରହିବା ପାଇଁ ମାସ୍କ ହିଁ ଏକମାତ୍ର ବିକଳ୍ପ । ତେଣୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । କିନ୍ତୁ କିଛି ଦାୟିତ୍ୱହୀନ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ପାଇଁ ଦେଶରେ କରୋନା…

କଟକରେ ଏଥର ମଣ୍ଡପରେ ଦୁର୍ଗାପୂଜା ମନା

କଟକ: ଏଥର ସିଲଭର ସିଟିରେ ଜମିବନି ଦଶହରା । ମଣ୍ଡପକୁ ଆସିବେନି ମା’ ଦୁର୍ଗା । କୋଭିଡ ଗାଇଡଲାଇନ୍ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକଣା ଭିତରେ କଟକରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପ…

ଭୁବନେଶ୍ୱରରେ ୩ ହଜାର ଟପିଲା କରୋନା ଆକ୍ଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଏଣିକି ୧୨ ଶହ ଟଙ୍କାରେ କରୋନା(RT-PCR ) ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ୨୨ଶହ ଟଙ୍କା ଦେୟ ସ୍ଥିର ହୋଇଥିଲା । ଏବେ କିନ୍ତୁ ଏହାକୁ ହଜାରେ ଟଙ୍କା କମାଇ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ୱର: ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ ନିୟମ ପାଳନ କରି ପୂଜା କରାଯିବ । ତେଣୁ ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ…

ଅକ୍ଟୋବର ୧ରୁ ଆରମ୍ଭ ହେବ ରନ୍‌ୱେ କାର୍ପେଟିଂ କାମ, ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା

ଭୁବନେଶ୍ୱର: ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଂଟି କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା,ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି…

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ କୋଭିଡ-୧୯ ସହାୟତା ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର  ନିମନ୍ତେ ମୁଖ୍ୟମନ୍ତ୍ରୀ  କୋଭିଡ-୧୯ ସହାୟତା ପ୍ୟାକେଜକୁ  ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ…

ସେରମ୍ ଇନଷ୍ଟିଚ୍ୟୁଟରେ ଆଜିଠୁ ଅକ୍ସଫୋର୍ଡ କୋଭଡି ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ପୁଣେ: ଆଜିଠୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ରେ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେଉଛି । ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ସୁସ୍ଥ ଭାରତୀୟ ବ୍ୟକ୍ତିଙ୍କ ଉପରେ କୋଭିଶୀଲ୍ଡର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା…