Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପଟ୍ଟାଙ୍ଗି ବିଧାୟକ କରୋନା ପଜିଟିଭ

ପଟ୍ଟାଙ୍ଗି: ରାଜ୍ୟର ପଟ୍ଟାଙ୍ଗି ବିଧାୟକ ପିତମ ପାଢୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏନେଇ ଫେସବୁକ୍ ପେଜରେ ସୂଚନା ଦେଇଛନ୍ତି । ସେ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିିଛନ୍ତି ଯେ ଲକ୍ଷଣ ଦେଖାଯିବାରୁ କରୋନା ଟେଷ୍ଟ କରାଇଥିଲେ । ଯାହା ପଜିଟିଭ ବାହାରିଛି । ସେ ଏବେ ଆଇସୋଲେସନରେ ଅଛନ୍ତି…

ଓଡିଶାରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୨୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଜପତିରୁ ୧,…

ସଂକ୍ରମଣରେ ଚାଇନାକୁ ଟପିବ ଓଡିଶା : ମୋଟ ସଂଖ୍ୟା ୮୪୦୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସଂକ୍ରମଣରେ ଚୀନକୁ ଟପିବାକୁ ବସିଲାଣି ଓଡିଶା। ରିପୋର୍ଟ ଅନୁଯାୟୀ ଚୀନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୯୮୧ ହୋଇଥିବା ବେଳେ ଓଡ଼ିଶାରେ ସଂକ୍ରମିଟଙ୍କ ସଂଖ୍ୟା ପହଞ୍ଚିଛି ୮୪,୨୩୧ ରେ । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ…

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ପରୀକ୍ଷଣ ଅଭିଯାନ; ଗଡ଼ିଲା ସଞ୍ଜିବନୀ ରଥ

ରାଉରକେଲା: କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ୧୯ ପରୀକ୍ଷଣ ଅଭିଯାନ ଆଜି ରାଉରକେଲା ରେ ଆରମ୍ଭ ହୋଇଛି। ଏହି ଅଭିଯାନ…

ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ଆଜି କେତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୩୩୮ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୦,୪୪୯ ଜଣଙ୍କର ଆଣ୍ଟିଜେନ, ୭୮୧୩ ଟି ଆରଟିପିସିଆର୍ ଓ ୭୬ଟି ଟ୍ରୁନଟ୍‌ ପରୀକ୍ଷା…

ସୁର ଭାଙ୍ଗିଲେ କୋଭିଡ ନିୟମ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା କରିବା…

ଆଜି ପୁଣି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୨୫୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହକାୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୬୯୨୪ରେ…

ଜଗତସିଂହପୁରରେ ଦୁର୍ଗାପୂଜା ମନା

ଜଗତସିଂହପୁର: ଏଥର ଫିକା ପହିବ ପାର୍ବଣ ଋତୁ । ହେବନି ଦୁର୍ଗାପୂଜା । ମହାମାରୀ କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଦୁର୍ଗା ପୂଜା ଉପରେ ଲାଗିଲା କଟକଣା । ଚଳିତ ବର୍ଷ ସାରା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ବିଭିନ୍ନ ପୂଜା…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ମୁଁ ମୋର କରୋନା ଟେଷ୍ଟ କରିଥିଲି । ଆଜି ତାର ରିପୋର୍ଟ ପଜିଟିଭ…