Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାଇ-ଭଉଣୀର ସ୍ନେହର ପ୍ରତୀକ ରାକ୍ଷୀକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ; ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଭାଇ ଭଉଣୀଙ୍କର ଅତୁଟ ପ୍ରେମ ଓ ଭରସା ର ପ୍ରତୀକକୁ ବହନ କରିଥାଏ ଏହା । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ,ମନରେ ମଙ୍ଗଳ କାମନା କରି ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋର । ଭାଇ ବି ଭଉଣୀର ସମ୍ମାନ ଓ ସ୍ୱାଭିମାନର ରକ୍ଷା କରିବାର ଶପଥ ନେଇଥାଏ…

ଆଜି ରାକ୍ଷୀ ପୂର୍ଣ୍ଣମୀ: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ।  ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନର ପ୍ରତୀକ । ଏହି ଦିନ ଭଉଣୀ, ଭାଇ ହାତରେ ବାନ୍ଧେ ସେନେହର ରାକ୍ଷୀ । ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ…

ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ତାଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା ଆଦିତ୍ୟକୁ ବିଶ୍ୱ ସମ୍ମାନ !

କେରଳ: ଆଦିତ୍ୟ, ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା । ୨୦୧୭ରେ କେରଳର ଭେମ୍ବାନଦରେ ଲୋକାର୍ପିତ ହୋଇଥିବା ଏହି ନୌକା ସମ୍ମାନନୀୟ ଗୁସ୍ତାଭେ ଟ୍ରୁଭ୍ ପୁରଷ୍କାର ହାସଲ କରିଛି । ଇଲେକ୍ଟ୍ରିକ୍ ବୋଟ୍ ବିଭାଗରେ ଆଦିତ୍ୟକୁ ବିଶ୍ୱର ସର୍ବଶ୍ରେଷ୍ଠ ଯାତ୍ରିବାହୀ ନୌକାର ଆଖ୍ୟା ମିଳିଛି ।…

ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଏବେ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିବେ । ଆଜି ସକାଳେ ବନୱାରିଲାଲ ହସ୍ପିଟାଲରେ ଭର୍ତ୍ତି…

ଫ୍ରେଣ୍ଡସିପ୍ ଡେ: ବଡ ପରଦାରେ ବନ୍ଧୁତ୍ୱର ଝଲକ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ‘ଫ୍ରେଣ୍ଡସିପ୍ ଡେ’ ପାଳନ କରାଯାଇଥାଏ । ଏହି ଦିନରେ ସାଙ୍ଗ ମାନେ ମିଶି ବିନ୍ଧୁତ୍ୱ ଦିବସରେ ମଉଜ ମଜଲିସ କରିଥାନ୍ତି । ଫ୍ରେଣ୍ଡସିପ୍ ଖାଲି ଯେ ରିଏଲ୍ ଲାଇଫରେ ଦେଖା ଯାଏ, ତାନୁହେଁ ସିନେମା ପରଦାରେ ମଧ୍ୟ ବନ୍ଧୁତ୍ୱର…

ଏକ ସପ୍ତାହ ମଧ୍ୟରେ କଟକରେ ବଢ଼ିବ ଶଯ୍ୟା ସଂଖ୍ୟା

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଗତ ୫ ଦିନ ମଧ୍ୟରେ କଟକରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏହାର ମୁକାବିଲା ପାଇଁ କଟକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ସେ…

ଗଣମାଧ୍ୟମ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୧୧୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଜୁଲାଇ ୨୫ରୁ ୩୦ ମଧ୍ୟରେ କଟକରେ ୩୩୬ ପଜିଟିଭ ଚିହ୍ନଟ

କଟକ: କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ,…

ଗାୟକ ବାଣୀଭୂଷଣ ଗୋପାଳକୃଷ୍ଣ ଜେନା

ଯେଉଁ କେତେଜଣ ଯୁବ ଗାୟକଙ୍କ ମଧ୍ୟରେ ପାଲାର ବଳିଷ୍ଠତା, ଉଚ୍ଚମାନର ପରିବେଷଣ, ସାହିତ୍ୟର ମୁର୍ଚ୍ଛନା ଦେଖିବାକୁ ମିଳେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗୋପାଳକୃଷ୍ଣ ଜେନା । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ପାଲାର ଗରିମା ଏବଂ ଗାରିମାକୁ ବଜାୟ ରଖି ସେ ଯୁଗୋପଯୋଗୀ ପାଲା ପରିବେଷଣ…