Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ମୁକାବିଲା ପାଇଁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ: ଅନନ୍ୟା ଦାସ

କଟକ: ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ଟେଷ୍ଟିଂକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଟେଷ୍ଟିଂ ପାଇଁ ସିଏମସିରେ ୪ଟି ମୋବାଇଲ ୟୁନିଟ, ୪ଟି ଫିକ୍ସଡ ସେଣ୍ଟର କାମ କରୁଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ସେ…

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ବିଗ୍ ବି ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ତାଙ୍କ ଟେଷ୍ଟ ନେଗେଟିଭ ଆସିଛି । ଏବେ ସେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ଘରକୁ ଫେରିଛନ୍ତି । ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ…

ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक…

ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍‌

ଭୁବନେଶ୍ୱର: ପ୍ରାୟ ସାଢ଼େ ୪ ମାସ ପରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍ । ବିଏମ୍‌ସିର ନୂଆ ଗାଇଡଲାଇନ୍ ଅନୁସାରେ ଏହି ମଲ୍ ସବୁକୁ ଖୋଲା ଯାଇଛି । ସପ୍ତାହନ୍ତ ସଟ୍ ଡାଉନ୍ ପାଇଁ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ମଲ୍ ଗୁଡିକ ଖୋଲାରହିଥିଲା । ପ୍ରଥମ ଦିନରେ ବିଭିନ୍ନ ମଲ୍ ଗୁଡିକରେ କୋଭିଡ୍…

‘ବିଜେଡି ନେତା ସାଜିଛନ୍ତି କରୋନା ସୁପର ସ୍ପ୍ରେଡର’

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏଥିପାଇଁ ଚାରିଆଡେ କୋଭିଡ କଟକଣା ଲାଗୁ କରିଛନ୍ତି ସରକାର । ତେବେ କୋଭିଡ କଟକଣାକୁ ନେଇ ଏବେ କିନ୍ତୁ ରାଜନୀତି ଜୋର୍ ଧରିଛି । ବିଜେଡି ନେତାମାନେ କୋଭିଡ ନିୟମ ଭାଙ୍ଗୁଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି । ବିଜେଡିର ଜଣେ ନେତା…

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା । ଚାରିଆଡେ କରୋନାର କୋପ ଜାରି ରହିଛି । ଏଥିଲାଗି କୋଭିଡ ମୁକାବିଲା ଲାଗି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକ ଆସନ୍ତା ଅଗଷ୍ଟ ୩୧ ବନ୍ଦ ରହିବ । ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛି…

ଅଗଷ୍ଟ ୪ରୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଳାସ । ଏହା ୫ ଦିନ ଧରି ଚାଲିବ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ର ଶିକ୍ଷକମାନେ ତାଲିମ ନେବେ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା…

ସୁନ୍ଦରଗଡରେ ୧୫ ଶହ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫୧୧ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ବଡ଼ ଠାକୁରଙ୍କୁ ରାକ୍ଷୀ ପିନ୍ଧାଇବେ ମା’ ସୁଭଦ୍ରା: ଦେଖନ୍ତୁ ଭିଡ଼ିଓ କିପରି ପ୍ରସ୍ତୁତ ହେଉଛି…

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ। ରଙ୍ଗ ବେରଙ୍ଗ ବାସୁଙ୍ଗୀ ପାଟରେ ତିଆରି ହେଉଛି ୪ଟି ବଡ଼…

ମାଲକାନଗିରିରେ ବଢୁଛି କରୋନା ସଂକ୍ରମଣ; ୨୪ ପଜିଟିଭ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । https://twitter.com/dm_malkangiri/status/1289798067944734720?s=19…