Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ

ଓଡିଶା ହେଉଛି ଏକ କୃଷିଭିତ୍ତିକ ରାଜ୍ୟ । ଯାହା ବି କିଛି ସଂସ୍କୃତି ଓ ପରମ୍ପରା ପାଳିତ ହୁଏ ତାହାର ସମ୍ପର୍କ କେବଳ କୃଷିସହିତ ରହିଛି ଧାନ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ,ନୂଆ ଅନ୍ନ ଖାଇବା ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ କୃଷିଭିତ୍ତିକ ପର୍ବଗୁଡିକ ଜନସାଧାରଣଙ୍କ ଦ୍ଵାରା ଅତ୍ୟନ୍ତ ଉତ୍ସାହର…

ପିଜିଟିଭ ଚିହ୍ନଟ ହେଲେ କର୍ମଚାରୀ: ସିଲ ହେଲା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ସୁନ୍ଦରଗଡ ପାନପୋଶ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ପାଜିଟିଭ ଚିହ୍ନଟ ହେବା ପରେ ସୋମବାର ଦିନ ଏହି କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ହୋମ କ୍ୱାରେଣ୍ଟାଇନରେ ରହିବାକୁ…

କରୋନା ନେଲା ଆଉ ୧୦ ଜୀବନ, ରାଜ୍ୟରେ ଦୁଇ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଶହ ପାର କରିଛି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗଜପତିରୁ ୨ ଏବଂ କଳାହାଣ୍ଡି ଓ ଖୋର୍ଦ୍ଧା…

ଓଡ଼ିଶାରେ ୨୪ ଘଣ୍ଟାରେ ୧୩୮୪ ନୂଆ ପଜିଟିଭ୍

ଭୁବନେଶ୍ୱର: ୩୬ ହଜାର ପାର କଲେ କରୋନା କେସ୍ । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୩ ଶହ ୮୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୭୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୧ । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ କେସ୍ ୩୬ ହଜାର ୨୯୭କୁ ବୃଦ୍ଧି…

ଦେଶରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୨,୯୭୨ ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୧ ଜଣଙ୍କର ଜୀବନ ଯାଇଛି । ହୁ…

କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ ରାଜଧାନୀରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ…

ଅଗଷ୍ଟ ୫ ଯାଏଁ କାମାକ୍ଷାନଗରରେ ତାଲା

କାମାକ୍ଷାନଗର: ପ୍ରତିଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି । ବଢ଼ୁଥୁବ ସଂକ୍ରମଣକୁ ଦୃଷ୍ଟିରେ ରଖି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିକୁ ସଟଡାଉନ ଘୋଷଣା…

ବଡ଼ଦେଉଳରେ କିପରି ପାଳନ ହୁଏ ରାକ୍ଷୀ ପୂର୍ଣ୍ଣିମା ?

ପୁରୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାରତର କୋଣ ଅନୁକୋଣରେ ବେଶ୍ ଧୂମଧାମରେ ଏହାକୁ ପାଳନ କରଯାଏ। ଶ୍ରୀମନ୍ଦିରରେ ମଧ୍ୟ ଯଥା ବିଦି ପାଳନ ହୁଏ ଏହି ପର୍ବ । ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ…

ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି..

''ସୁଦ୍ଧ ସ୍ପଟିକ ପ୍ରାୟେକ ତନୁ ବର୍ଣ୍ଣ ଶଙ୍ଖ ଆକାର କୁଣ୍ଡଳ ବେନି କର୍ଣ୍ଣ ।। ଶିରେଶ ସପତ ଅହରି ମୁକୁଟ ମୁକୁତା କଦମ୍ବ ହାର ଶୋହେ କଣ୍ଠତଟ ।।'' ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ…

ପାଓ୍ୱାର କରିଡରରେ କରୋନା: ଆଉ ଜଣେ ମୁଖ୍ୟମନ୍ତ୍ରୀ ସଂକ୍ରମିତ

ବେଙ୍ଗାଳୁରୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁ ରାଜ୍ୟପାଳଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି । ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି…