Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରୋଗୀ କରୋନା ପଜିିଟିଭ ପରେ ସାଲେପୁରରେ ଘରୋଇ ନର୍ସିଂ ହୋମ୍ ସିଲ୍

ସାଲେପୁର (କଟକ): ସାଲେପୁରରେ ଥିବା ଶ୍ରୀରାମ ନର୍ସିଂ ହୋମ୍ ସିଲ୍ । ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସିଲ୍ କରିଛି ପ୍ରଶାସନ । ଏହି ଘଟଣା ପରେ ନର୍ସିଂ ହୋମର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ…

ଡାକ୍ତର, ନର୍ସ ପଜିଟିଭ ଚିହ୍ନଟ ପରେ ସିଲ ହେଲା ଅପରେସନ୍ ଥିଏଟର

ପୁରୀ: ମାରାତ୍ମକ ରୂପ ନେଇ ଚାଲିଛି କରୋନା । ସାଧାରଣ ଲୋକଙ୍କ ପରେ ଏବେ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଏଥିରେ ସଂକ୍ରମିତ ହେଉଥିବା ନିୟମିତ ଖବର ଆସୁଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ମୁଖ୍ୟ ଚିକିତ୍ସାଳୟର…

୩ ଦିନ ପାଇଁ ଏହି ଜିଲ୍ଲାରେ ଲାଗୁ ହେଲା ସଟଡାଉନ କଟକଣା

ବରଗଡ଼: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୩ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ ରଖାଯିବ। ତେଜରାତି, ପାରିବା,…

ଆଜିଠୁ ନବରଙ୍ଗପୁରରେ ଝୁଲିଲା ତାଲା

ନବରଙ୍ଗପୁର: ରାଜ୍ୟରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଗୁଡିକ ନିଜ ନିଜ ଅଞ୍ଚଳରେ କଟକଣା କଡାକଡି କରୁଛନ୍ତି। ତେବେ ଏହି କ୍ରମରେ ଯୋଡି ହୋଇଛି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା । ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଶନିବାର ସକାଳ ୫ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି…

ମୋଦିଙ୍କ ରାସ୍ତାରେ ଟ୍ରମ୍ପ, ଚାଇନା ଆପ୍ ଟିକଟକ୍ ଉପରେ ଲଗାଇବେ ବ୍ୟାନ୍ !

ଓ୍ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନକୁ ସାବାଡ କରିବା ପାଇଁ ଭାରତ ଭଳି ଆମେରିକା ଖୁବ ଶୀଘ୍ର ଚାଇନା ଆପ୍ ଟିକଟକ୍ ଉପରେ ବ୍ୟାନ ଲଗାଇବ । ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିକଳ୍ପ ଉପରେ ଚିନ୍ତା କରୁଛନ୍ତି…

ବଢୁଛି ସଂକ୍ରମଣ: ଦୁଇଦିନ ପାଇଁ ସଟଡାଉନ ଘୋଷଣା ହେଲା ଅନୁଗୁଳ ଜିଲ୍ଲା

ଅନୁଗୁଳ: ଅନ୍ୟ ଜିଲ୍ଲା ଭଳି ଅନୁଗୁଳରେ ମଧ୍ୟ ଧୀରେଧିରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧ ଓ ୨ ତାରିଖ ଦୁଇ ଦିନିଆ ସଟଡାଉନ ଘୋଷଣା ଜରାଯାଇଛି। ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଦେଇଥିବା ସୁଚନା ଅନୁଯାୟୀ, ସମସ୍ତ ସାପ୍ତାହିକ ବଜାର ଏବଂ…

ବିନା ଟେଷ୍ଟ ରିପୋର୍ଟରେ ପୁରୀକୁ ପ୍ରବେଶ ମନା

ପୁରୀ : ଅଗଷ୍ଟ ମାସରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ପୁରୀ ଜିଲ୍ଲାରେ ବି ବଳବତ୍ତର ରହିବ । ତେବେ ଜିଲ୍ଲାକୁ ପ୍ରବେଶ କରୁଥିବା ବାହାରର ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ନ ଥିଲେ ସେମାନଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆଜି ଏ ନେଇ ସୂଚନା…

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ…

ଓଡିଶାରୁ ସୁସ୍ଥ ହେଲେ ୭୭୨ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨୦ ହଜାର ପାର୍

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୭୨ ଜଣଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ,…

ଏଣିକି ବିବାହ ଉତ୍ସବ ନିୟମ ଭାଙ୍ଗିଲେ ୧୦ ହଜାର ଫାଇନ୍

ଭୁବନେଶ୍ୱର: ଅଗଷ୍ଟ ମାସ ଗାଇଡଲାଇନ୍‌ରେ ସରକାର ବାହାଘର ଉତ୍ସବକୁ ଅନୁମତି ଦେଇଥିଲେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ଏଣିକି ବିବାହ ଉତ୍ସବରେ କୋଭିଡ ଗାଇଡ ଲାଇନ୍ ଉଲ୍ଲଙ୍ଘନ କଲେ ୧୦ ହଜାର ଫାଇନ୍ । ଏଥିସହ ବିବାହ କାର୍ଯ୍ୟବେଳେ ସାମାଜିକ ଦୂରତା ନମାନିଲେ ସିଲ୍ ହେବ ବିବାହ ମଣ୍ଡପ ।…