Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହାର ଉଦ୍‌ଘାଟନ କରିଛନ୍ତି । ଏହା ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ଉଦ୍‌ଘାଟିତ ହୋଇଛି । ପୂର୍ବରୁ କଟକ ଏସ୍‌ସିବି ସହ ଅନ୍ୟ ତିନୋଟି କୋଭିଡ…

କଟକରୁ ୬୦ ନୂଆ କରୋନା ପଜିଟିଭ; ସିଏମସିରୁ ସର୍ବାଧିକ ଚିହ୍ନଟ

କଟକ: କଟକରେ ମଙ୍ଗଳବାର ଦିନ ୬୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ପରିବା ବିକାଳୀ ସାରଦାଙ୍କୁ ଚାକିରି ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ମହାମାରୀ ଭିତରେ ଶ୍ରମିକଙ୍କ ସହାଯ୍ୟ କରି ପ୍ରଶଂସା ସାଉଟିଥିବା ବଲିଉଡ ଷ୍ଟାର ସୋନୁ ସୁଧ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ହାଇଦ୍ରାବାଦର ଜଣେ ସଫ୍‌ଟଓ୍ଵୟାର ଇଞ୍ଜିନିୟର ରୁ ପରିବା ବିକାଳୀ ସାଜିଥିବା ଯୁବତୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିବା ସହ…

ନୂଆ ଅନ୍ତେବାସୀଙ୍କୁ ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ର ମନା

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିଛି କରୋନା । ଚାରିଆଡେ କରୋନା ତାର କାୟା ବିସ୍ତାର କରିଛି । ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି । କରୋନା ଯୋଗୁଁ ବୟସ୍କଙ୍କ ପ୍ରତି ଅଧିକ ବିପଦ ରହିଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ଭିକାରୀ ଥଇଥାନ କେନ୍ଦ୍ର ଓ…

ଗଞ୍ଜାମରେ କୋଭିଡ ଟେଷ୍ଟ କରିବାକୁ ରାଜି ହେଉନାହାନ୍ତି ଲୋକେ

ଗଞ୍ଜାମ: ଗଂଜାମରେ କରୋନା ଟେଷ୍ଟ କରିବାକୁ ଲୋକେ ରାଜି ହେଉ ନାହାନ୍ତି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲାରୁ ଏପରି ଉଦବେଗଜନକ ଖବର ଆସିଛି । ସଂକ୍ରମିତ ଚିହ୍ନଟ ଅଂଚଳର ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକେ ସହଯୋଗ କରୁନାହାନ୍ତି । ଲକ୍ଷଣ ଲୁଚାଇ…

ମହାପ୍ରଭୁଙ୍କର ପ୍ରାବୃତ୍ତ ରାସ ଝୁଲଣ ଯାତ୍ରା

ମହାପ୍ରଭୁଙ୍କର ପ୍ରତି ଋତୁରେ,ପ୍ରତି ମାସରେ କିଛି ନା କିଛି ମାନବୀୟ ଲୀଳା, କେତେ ପ୍ରକାରର ରାସ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝୁଲଣ ଯାତ୍ରା । ଚିତଉ ଅମାବାସ୍ୟା ପରେ ପରେ ଆରମ୍ଭ ହୁଏ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା । ଝୁଲଣ ଯାତ୍ରାର ମୁଖ୍ୟ ଆକର୍ଷଣ ଝୁଲଣ…

ପ୍ଲାଜମା ଥେରାପୀରେ ଗଞ୍ଜାମରୁ ସୁସ୍ଥ ହେଲେ ୩ କରୋନା ରୋଗୀ

ବ୍ରହ୍ମପୁର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା…

ଆଜି କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ । ପୂର୍ବରୁ କଟକର ଏସସିବି ସମେତ ୩ଟି କୋଭିଡ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇସାରିଛି ।…

କେନ୍ଦୁଝରରେ ସୁପର ସ୍ପ୍ରେଡର; ୩୭ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି । ଏନେଇ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଶାସନର ଉକ୍ତ ଟ୍ୱିଟ୍ ଅନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ…

ସୁନ୍ଦରଗଡରେ ୧୧ଶହ ଟପିଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧୧୨ରେ ପହଞ୍ଚିଛି । ଏହାଛଡା ପ୍ରଶାସନ ପକ୍ଷରୁ ଜୁଲାଇ ୨୭ ତାରିଖରେ ୧୧ ଜଣଙ୍କ…