Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୋଷ୍ଠୀ ସଂକ୍ରମଣର ପଞ୍ଝାରେ ଭୁବନେଶ୍ୱରର ୫ ବସ୍ତି !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସ୍ତିରେ ପ୍ରବେଶ କରିଛି କରୋନାଭାଇରସ୍ । ଏହି ସଂକ୍ରମଣ ଏବେ ଆଉ ଏକ ପାଦ ଆଗକୁ ବଢି ଗୋଷ୍ଠୀ ସଂକ୍ରମଣରେ ରୂପାନ୍ତର ହୋଇଛି। ଗୋଷ୍ଠୀ ସଂକ୍ରମଣ ବର୍ତ୍ତମାନ ଭୁବନେଶ୍ୱରର ତ୍ରିନାଥ ବସ୍ତି, ଗଣପତି ନଗର, ନୟାପଲ୍ଲୀର ସୀତାପୁର ବସ୍ତି ଓ ୟୁନିଟ ୧ ସ୍ଥିତ…

କୋଭିଡ ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ହସ୍ପିଟାଲର ଆଉ ୮ କର୍ମଚାରୀ

ଭୁବନେଶ୍ୱର: ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ମହାମାରୀ । ବିଶେଷ ଭାବେ ଏହା ରାଜଧାନୀରେ ବଢ଼ାଇ ଚାଲିଛି କାୟା । ସାଧାରଣ ଲୋକଙ୍କ ପରେ ଏବେ ଲଗାତାର କୋଭିଡ ଯୋଦ୍ଧାଙ୍କ ସଂକ୍ରମଣ ଖବର ସମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରୁ ୮ ଜଣ…

ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ମୟୁରଭଞ୍ଜର ଏହି ୨ ଟି ଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ମୟୁରଭଞ୍ଜ: ଅନ୍ୟ ଜିଲ୍ଲା ସହ ମୟୁରଭଞ୍ଜରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଡା ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ସଂକ୍ରମିତଙ୍କୁ ଦୃଷ୍ଟିରେ ରଖି କିଛି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି । ଜିଲ୍ଲାପାଳଙ୍କ କ୍ଷମତା…

ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀ ଉପଲକ୍ଷେ ..

ମହାନ୍ ସାରସ୍ଵତ ସାଧକ, କାଳଜୟୀ ସୃଷ୍ଟି ରାମ ଚରିତ ମାନସ ସ୍ରଷ୍ଟା ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ…

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ…

ଆସନ୍ତୁ ଜାଣିବା କେଉଁ ଦ୍ୱୀପରେ ରହୁଛନ୍ତି ମାଳ ମାଳ ସାପ

ନୂଆଦିଲ୍ଲୀ:ଆଇସଲ୍ୟାଣ୍ଡ ବା ଛୋଠ ଛୋଟ ଦ୍ୱୀପକୁ ମଉଜ ମଜଲିସ କରିବା ପାଇଁ ସମସ୍ତେ ଯାଇଥାନ୍ତି । ତେବେ ଏପରି ଏକ ଆଇସଲ୍ୟାଣ୍ଡ ଅଛି ଯେଉଁଠି ମାଳ ମାଳ ସାପ ବିଚରଣ କରୁଥାନ୍ତି । ସେଠାକୁ ଥରେ ଯିଏ ଯାଏ ଫେରିକି ଆସିବା କଷ୍ଟକର ହୋଇଥାଏ । ଏହି ଆଇସଲ୍ୟାଣ୍ଡ ବ୍ରାଜିଲରେ ରହିଛି ଏବଂ ଏହାର ନାମ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୫୮୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୮୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୫୮୧ ଜଣଙ୍କ ମଧ୍ୟରୁ ୧୬୦ ଜଣ ଗଞ୍ଜାମରୁ, ୭୭ ଜଣ ଖୋର୍ଦ୍ଧା, ୪୩ ଜଣ ଗଜପତି, ୩୪ ଜଣ କଟକ, ମାଲକାନଗିରିରୁ…

କଟକରେ ୬ ଶହ ଟପିଲା କରୋନା ଆକ୍ଟିଭ କେସ୍‌

କଟକ: କଟକରେ ସୋମବାର ଦିନ ୧୩୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି । ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ…

‘ମିସାଇଲ୍ ମ୍ୟାନ୍‌’ଙ୍କ ଆଜି ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଦେଶର ପୂର୍ବତନ ୧୧ ତମ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ପାଇଥିବା ଡ. ଏପିଜେ ଅବଦୁଲ୍ କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ୮୩ ବର୍ଷ ବୟସରେ ସେ ମେଘାଳୟ ସ୍ଥିତ ଆଇଆଇଏମ ସିଲଂରେ ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ଦେଉଥିବା ବେଳେ ଅଚାକନ ମୃତ୍ୟୁବରଣ…