Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଏମିତି ଏକ ମନ୍ଦିର, ଯେଉଁଠି ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ !

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଭ୍ରମଣ ପ୍ରିୟ ଲୋକେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ସହ ବହୁ ଲୋକେ ଧାର୍ମିକ ସ୍ଥାନକୁ ଯିବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଯଦି ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି । ତେବେ ଯାଆନ୍ତୁ ରାଜସ୍ଥାନର ରାଜଧାନୀ…

୯ ଦିନ ଯାଏଁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’, ଜାଣନ୍ତୁ କାହିଁକି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଦିନଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ଗଣମାଧ୍ୟମକୁ ସୂଚନା…

ରହସ୍ୟମୟ ନାଗ ମନ୍ଦିର, ଯେଉଁଠି ସହସ୍ରାଧିକ ସର୍ପ ପାଆନ୍ତି ପୂଜା !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ହଦଗଡ଼ ଡ୍ୟାମ୍‌ର ସୌନ୍ଦର୍ଯ୍ୟ: ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ଆପଣ ଗଲେ ଆସିବାକୁ ଇଚ୍ଛା କରିବେ ନାହିଁ। ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମର ପ୍ରାକୃତିକ ଶୋଭା ଏତେ ମନଲୋଭା ଯେ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିପାରିବ ନାହିଁ । ହଦଗଡ଼ ଅଭୟାରଣ୍ୟ ଭିତରେ ଅବସ୍ଥିତ ଏହି…

ମହାଭାରତରେ ବର୍ଣ୍ଣିତ ସ୍ଥାନସବୁ ବର୍ତ୍ତମାନ କେଉଁଠି ଅବସ୍ଥିତ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଏକ ମୁଖ୍ୟ ଗ୍ରନ୍ଥ ହେଉଛି ମହାଭାରତ । ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର…

ଦୁନିଆର କିଛି ଅଜବ-ଗଜବ ହୋଟେଲ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ବାହାରକୁ ବୁଲିବାକୁ ଯିବା ସମୟରେ ପ୍ରାୟତଃ ସମସ୍ତେ ଭଲ ହୋଟେଲରେ ରହିବାକୁ ପସନ୍ଦ କରିଥା'ନ୍ତି । ହୋଟେଲ ଯେତେ ଲାକଜୁରିଅସ ହୋଇଥାଏ, ରହିବାର ଆନନ୍ଦ ମଧ୍ୟ ସେହି ଭଳି ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ଅଜବ ହୋଟେଲ ସମ୍ପର୍କରେ କହିବୁ । ସମୁଦ୍ର ଭିତରେ…

ଭାରତର ଏହିସ୍ଥାନରୁ ଦେଖାଯାଏ ପାକିସ୍ତାନର ସମ୍ପୂର୍ଣ୍ଣ ଚିତ୍ର !

ଭୁବନେଶ୍ୱର: ଭାରତର ପରମ ଶତୃ କିଏ ବୋଲି ପ୍ରଶ୍ନ କଲେ ପ୍ରାୟତଃ ଅଧିକାଂଶ ଭାରତୀୟ ପାକିସ୍ତାନ ବୋଲି ଉତ୍ତର ଦେବେ । ପଡୋଶୀ ଦେଶ ପାକିସ୍ତାନ ସହ ଆମଦେଶର ଏତେଟା ଭଲ ସମ୍ପର୍କ ନଥିବାରୁ ପ୍ରାୟତଃ ଭାରତୀୟ ପାକିସ୍ତାନ ଯାଆନ୍ତି ନାହିଁ କିମ୍ବା ସେଠାକାର ଲୋକ ମଧ୍ୟ ସେତେ ପରିମାଣରେ ଏଠାକୁ ଆସନ୍ତି…

ନବରଙ୍ଗପୁରର ମା’ ଭଣ୍ଡାରଘରଣୀ: ଯାହାଙ୍କୁ ବିନା ଦର୍ପଣରେ ଦେଖିବା ମନା 

ନବରଙ୍ଗପୁର : ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ଶୋଭାରାଜି ଆମକୁ ଆକର୍ଷିତ କରିଥାଏ । ନବରଙ୍ଗପୁର ଏଥିମଧ୍ୟରୁ ଅନ୍ୟତମ । ପ୍ରକୃତି ମା’ ତାର ସବୁତକ ସୌନ୍ଦର୍ଯ୍ୟ ସତେ ଯେପରି ଏଇଠି ଅଜାଡି ଦେଇଛି । ଆରାଧ୍ୟ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ସାଙ୍ଗକୁ ଇନ୍ଦ୍ରାବତୀ…

ଜାଣନ୍ତୁ ‘ଲାଲ୍ କିଲ୍ଲା’ ସମ୍ବଦ୍ଧରେ କିଛି ଅଜଣା କଥା

କଳା ସଂସ୍କୃତିର ସାମ୍ରାଜ୍ୟ ଆମଦେଶ ଭାରତ । ନିଜର ଐତିହ ଓ ପରମ୍ପରା ପାଇଁ ସାରା ବିଶ୍ୱରେ ଏହା ସୃଷ୍ଟି କରିପାରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଭାରତର କୋଣ ଅନୁକୋଣରୁ ଭାସି ଆସେ ଏହାର ମହାନତାର ବାସ୍ନା । ଏଠାକାର ମନ୍ଦିର ଓ ପ୍ରସ୍ତର ଆଜିବି ନିଜ ଭିତରେ ସାଇତି ରଖିଛନ୍ତି ହଜାର ହଜାର…

ରାମାୟଣରେ ବର୍ଣ୍ଣିତ ଏହିସବୁ ସ୍ଥାନ ବର୍ତ୍ତମାନ କେଉଁଠି, ଜାଣନ୍ତୁ

ଅଯୋଧ୍ୟା: ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଉତ୍ତରପ୍ରଦେଶ ଅଯୋଧ୍ୟା ମାଟିରେ ଜନ୍ମଗ୍ରହଣ କରିଥିଲେ । ଦୁଇଦିନ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି କଥାକୁ ସ୍ୱୀକାର କରି ଦୀର୍ଘ ବର୍ଷରୁ ଲାଗିରହିଥିବା ଅଯୋଧ୍ୟା ଜମି ବିବାଦର ଅନ୍ତ ଘଟାଇ ଏଠାରେ ରାମ ମନ୍ଦିରର ନିର୍ମାଣ ଲାଗି…