Latest Odisha News
Browsing Category

ପର୍ଯ୍ୟଟନ

ଦିଲ୍ଲୀ ଗଲେ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏହିସବୁ ପ୍ରସିଦ୍ଧ ମନ୍ଦିର

ଭୁବନେଶ୍ବର: ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର ଭାରତ । ଯେଉଁଠି ଯିବେ ସେଇଠି ମନ୍ଦିର । ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁଠି ଭାରି ରହିଛି ଅନେକ ମଦିର । ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି, ଯେଉଁ କାରଣରୁ ତାହା ପ୍ରସିଦ୍ଧ ହୋଇଥାଏ । ଧାର୍ମିକ…

ବୁଲି ଯାଆନ୍ତୁ ଲଦାଖର ଅଲ୍‌ଛି ଗାଁ

ଜାମ୍ମୁ-କାଶ୍ମୀରକୁ ଭାରତର ସ୍ୱର୍ଗ ବୋଲି କୁହାଯାଏ । ଏଠାକାର ପାଣି, ପବନ, ପରିବେଶ, ସୌନ୍ଦର୍ଯ୍ୟ କୁ ଦେଖିଲେ ଲାଗେ ଏସବୁ ଯେମିତି ଭଗବାନ ନିଜେ ଶିଳ୍ପୀ ପଠାଇ ଗଢିଛନ୍ତି । ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ପ୍ରାକୃତିକ ସୁନ୍ଦରତରେ…

ହ୍ରଦର ସହର ଉଦୟପୁର

ଭୁବନେଶ୍ୱର: ବୁଲିବାକୁ ଯିବାପାଇଁ ଯୋଜନା କରୁଥିଲେ ଯାଆନ୍ତୁ ହ୍ରଦର ସହରର ଉଦୟପୁର । ଏଠାରେ ମଉଜ ସହ ପାଇ ପାରିବେ ମାନସିକ ଶାନ୍ତି। ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଦୟପୁର। ଏଠାରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। 'ଲେକ ପ୍ଲେସ’ ଏଠାକାର…

ଏମିତି ଏକ ମନ୍ଦିର ଯେଉଁଠି ବର୍ଷକୁ ୨ଥର ମାଆଙ୍କ ପ୍ରତିମାକୁ ସ୍ପର୍ଶ କରେ ସୂର୍ଯ୍ୟ କିରଣ

ମହାରାଷ୍ଟ୍ର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ରହିଛି ମହାଲକ୍ଷ୍ମୀଙ୍କ ମନ୍ଦିର । ଯାହା ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ମନ୍ଦିରରେ ଏତେ ଉଚ୍ଚ କୋଟରୀର କାରୁକାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ…

ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଗଣ୍ଡାହାତୀ ଜଳପ୍ରପାତ

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଏଠାରେ ଭରି ରାହିଛି ଅନେକ ପ୍ରାକୃତିକ ସ୍ଥାନ । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କଳା କରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ…

ବୁଲି ଯାଆନ୍ତୁ ମେଘାଳୟ, ପାଇବେ ନିଆରା ଅନୁଭୂତି

ସୁନ୍ଦର ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା , ବିଭିନ୍ନ ପ୍ରକାରର ଫୁଲ ପାଇଁ ପରିଚିତ ମେଘାଳୟ। ମେଘାଳୟକୁ ବାଦଲର ସହର ବୋଲି ମଧ୍ୟ କୁହାଯାଏ । ଏଠାକୁ ବୁଲିବା ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ। ମେଘାଳୟର ଶିଲଙ୍ଗ ପାଖରେ ଥିବା ୱିଲିୟମସନ ସଙ୍ଗମା…

ଖୁବଶିଘ୍ର ଓଡ଼ିଶାକୁ ମିଳିବ ‘ଆଇକନିକ୍ ଐତିହ୍ୟ’ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାକୁ ଖୁବଶିଘ୍ର ‘ଆଇକନିକ୍ ଐତିହ୍ୟ’ ମାନ୍ୟତା ମିଳିବାକୁ ଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ରାଜ୍ୟ ପର୍ଯ୍ୟଟନ ସମ୍ମିଳନୀରେ ସୂଚନା ପ୍ରଦାନ…

ଆଜିବି ଜଳୁଛି ଦେବଦମ୍ପତିଙ୍କ ବିବାହ ବେଦୀର ଅଗ୍ନିକୁଣ୍ଡ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଦେବଭୂମି ଭାରତ । ଯାହାର ମାଟିରେ ଦେବାଦେବୀ ଜନ୍ମ ନେଇ ନିଜର ମାନବୀୟ ଲୀଳା ଖେଳା କରିବାର ପୁରାଣରେ ବର୍ଣ୍ଣିତ ରହିଛି । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଭାରତର କୋଣଅନୁକୋଣରେ ରହିଛି ଅନେକ ଧାର୍ମିକ ସ୍ଥାନ । ଆଉ ଏହି ଧାର୍ମିକ ସ୍ଥାନ ମାନଙ୍କ ସହ ଯୋଡି ହୋଇ ରହିଛି ଅନେକ…

ବୁଲିବାକୁ ଯାଆନ୍ତୁ ଓଡ଼ିଶାର ସ୍କଟଲ୍ୟାଣ୍ଡ

ସ୍କଟଲ୍ୟାଣ୍ଡପୁର ଗାଁ। ଶୁଣିଲେ ମନ ଉତ୍ସାହିତ ହେଇଯାଉଛି ନା। ଅନୁଗୁଳ ଜିଲ୍ଲା ତାଳଚେର ଠାରେ ରହିଛି ଏକ ଗ୍ରାମ । ଯାହାର ନାମ ସ୍କଟଲ୍ୟାଣ୍ଡପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓ ଶାନ୍ତ ପରିବେଶ ମନମୁଗ୍ଧ କରିଦିଏ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର। ଲୋକକଥା ଅନୁସାରେ…

ଚାଲନ୍ତୁ ବୁଲିଯିବା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାର ମୟୂରଭଞ୍ଜରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏଠାକାର ସୁନ୍ଦର ପରିବେଶ ସାଙ୍ଗକୁ ପ୍ରାକୃତିକ ଶୋଭରାଜି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ । ଭାରତର ଜାତୀୟ ଉଦ୍ୟାନ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ…