Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ସ୍ମାର୍ଟ ଭିଲେଜ, ଯେଉଁଠି ରହିଛି ସହରଠୁ ବେଶୀ ସୁଖସୁବିଧା

ସ୍ମାର୍ଟ ସିଟି ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ସ୍ମାର୍ଟ ଭିଲେଜ ବା ଗାଁ ? ହଁ ଆଜ୍ଞା ଠିକ ଶୁଣିଲେ ଭାରତରେ ରହିଛି ଏକ ସ୍ମାର୍ଟ ଗାଁ ଯାହା କୌଣସି ସହରର ସୁଖ ସୁବିଧା ଠାରୁ କମ୍ ନୁହେଁ । ଏହି ଗାଁର ଲୋକେ ପିଅନ୍ତି ମିନେରାଲ ଓ୍ଵାଟର୍‌ । ଗ୍ରାମବାସୀ ବ୍ୟବହାର କରନ୍ତି 'ୱାଇଫାଇ' ।…

ମହାସାଗର କୂଳରେ ଅବତରଣ କରୁଛି ବିମାନ, ଜାଣନ୍ତୁ କେଉଁଠି

ଏରୋପ୍ଲେନ କେଉଁଠି ଅବତରଣ କରେ ବୋଲି ପ୍ରଶ୍ନ କଲେ, ପ୍ରାୟ ସମସ୍ତେ ଏହାର ଉତ୍ତର ରନୱେ ବୋଲି କହିବେ । ଆପଣ କେବେ ଶୁଣିଛନ୍ତି କି କୌଣସି ବିମାନ ମହାସାଗର କୂଳରେ ଅବତରଣ କରିବା ! ଦୁନିଆରେ ଏମିତି ଏୟାରପୋର୍ଟ ରହିଛି, ଯାହା ମହାସାଗର କୂଳରେ ଅବତରଣ କରିଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ନୈନିତାଲ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ଭୁବନେଶ୍ୱର: ନିଜର କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ସମୟ ବାହାର କରି ବୁଲି ଆସନ୍ତୁ ନୈନିତାଲ। ଏହାର ଅପୂର୍ବ ଶୋଭା ଆପଣ ଥରେ ଦେଖିଲେ ବିମୋହିତ ହୋଇପଡିବେ । ଆମେ ଆପଣଙ୍କୁ ଆଜି ସେହି ନୈସର୍ଗିକ ଶୋଭାରାଜି ସମ୍ପନ୍ନ ନୈନିତାଲର ଅପୂର୍ବ ସୌନ୍ଦର୍ଯ୍ୟ ବିଷୟରେ ଜଣାଇବୁ । ଉତ୍ତରାଖଣ୍ଡ ରାଜ୍ୟର…

ସାତକୋଶ ଯାଏଁ ଲମ୍ବିଛି ସାତକୋଶିଆ ଗଣ୍ଡ

ପାହାଡ଼, ନଦୀ, ନାଳ ଓ ଜଙ୍ଗଲରେ ଭରପୁର ଅଞ୍ଚଳ ହେଉଛି ଅନୁଗୁଳର ସାତକୋଶିଆ। ପର୍ଯ୍ୟଟନ ୠତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଏହି ସ୍ଥାନ। ପ୍ରାକୃତିକ ସବୁଜିମା ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଓଡ଼ିଶାର ବିରଳ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ । ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ…

ମନସୁନରେ ବୁଲି ଯାଆନ୍ତୁ ‘ମାଉଣ୍ଟ ଆବୁ’

ଭୁବନେଶ୍ୱର: ମନସୁନରେ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଯାଅନ୍ତୁ ‘ମାଉଣ୍ଟ ଆବୁ' । ବର୍ଷା ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିଲେ, ଏହା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ।…

ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠ । ମାଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାନ୍ତି । ମା' ଙ୍କ ପାଖକୁ ଆସିପାରୁ ନଥିବା ଭକ୍ତ ମା'ଙ୍କ ପାଇଁ ନଡିଆଟିଏ ପଠାଇଦେଲେ ଅତି ଶ୍ରଦ୍ଧାର ସହ ମାଆ ତାକୁ…

ଦେବକୁଣ୍ଡ: ଯେଉଁଠି ଦେବତା ମାନେ କରନ୍ତି ସ୍ନାନ

ନିତିଦିନିଆ ଜୀବନରୁ ବୋର ହୋଇଗଲେ ମନ ଚାହେଁ କୁଆଡେ ଟିକେ ବୁଲି ଆସିବାକୁ । ପ୍ରକୃତିର ଶୋଭାରାଜିରେ କିଛି ସମୟ ଅତିବାହିତ କରି ଆସିଲେ ମନରୁ ସତେ ଯେପରି ଅପସରି ଯାଏ ସମସ୍ତ କ୍ଳାନ୍ତି । ଆପଣ ମଧ୍ୟ ଯଦି ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି,ତେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ…

ଖଣ୍ଡାଧାର ଜଳପ୍ରପାତ: ଖଣ୍ଡା ଧାର ପରି ଜଳ ସ୍ରୋତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ରାଜ୍ୟ ଓଡ଼ିଶା। ପ୍ରକୃତି ଏଠାରେ ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି ଦେଇଥିବା ପରି ମନେହୁଏ। ଆଉ ଏହି ଓଡିଶାରେ ଅନେକ ଜିଲ୍ଲା ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ। ଏହି…

ଧ୍ୟାନ ଓ ଆଧ୍ୟାତ୍ମିକତାର ଚରମ ସୋପାନ: ଚନ୍ଦ୍ରଗିରିର ପଦ୍ମସମ୍ଭବ ପୀଠ

ଭୁବନେଶ୍ୱର: ଧ୍ୟାନ ଲାଗି ଏହି ମହାବୀର ପୀଠଟି ବୌଦ୍ଧଭିକ୍ଷୁଙ୍କର ବେଶ୍ ପସନ୍ଦଯୋଗ୍ୟ । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ କରୁଥାଏ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ…

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପାଟିରୁ ବାହାରୁଛି ନିଆଁ

ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ରହସ୍ୟରେ ଭରପୂର ଭାରତର ଅନେକ ମନ୍ଦିର । ଯାହାର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟିରେ ରହିଛି ଦେବୀ ମା’ଙ୍କ ମନ୍ଦିର । ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି।…