Latest Odisha News

BREAKING NEWS

Browsing Category

ରହସ୍ୟ

ବିଗ ବେନ୍‌ଠାରୁ ୩ଗୁଣା ଅଧିକ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଯିବ

ନୂଆଦିଲ୍ଲୀ:  ମହାକାଶରୁ ଏକ ବିରାଟକାୟ ଉଲକାପିଣ୍ଡ ପୃଥିବୀ ମୁହାଁ ହୋଇଛି । ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହି ଉଲକାପିଣ୍ଡ ଏତେ ବେଗରେ ଖସୁଛି ଯେ ଯଦି ଏହା ଏହା ପୃଥିବୀରେ ମାଡ଼ ହୁଏ ତେବେ  ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏପରିକି ଏହା ଯଦି ସମୁଦ୍ରରେ…

ଆସନ୍ତୁ ଜାଣିବା ମହାକାଶର ରହସ୍ୟମୟ ବ୍ଲାକହୋଲ୍ ବିଷୟରେ ଯାହାର ସ୍ପନ୍ଦନ ଅଛି !

ନୂଆଦିଲ୍ଲୀ: ଅନ୍ତରୀକ୍ଷର ରହସ୍ୟମୟ ଘଟଣା ସର୍ବଦା ମନୁଷ୍ୟକୁ ଆକୃଷ୍ଟ କରି ଆସୁଛି । ଏହି ରହସ୍ୟ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆସନ୍ତୁ ଜାଣିବା ଏପରି ଏକ ବ୍ଲାକହୋଲ ବିଷୟରେ ଯାହାର ସ୍ପନ୍ଦନ ଅଛି । ୨୦୦୭ରେ ପ୍ରଥମ ଥର ପାଇଁ ଏହି ବ୍ଲାକହୋଲ…

ଆସନ୍ତୁ ଜାଣିବା କେଉଁଠାରେ ଅଶ୍ୱଥାମାଙ୍କୁ ଲୋକେ ଏବେ ବି ଦେଖୁଛନ୍ତି

ଭୋପାଳ: ଅଶ୍ୱଥାମା ଅମର । ବଂଚିଥିବା ସତ୍ୱେ ସେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା । ଘୁରି ବୁଲୁଛନ୍ତି ଏ ସ୍ଥାନରୁ ସେ ସ୍ଥାନକୁ । ପୌରାଣିକର ଏହି ବିଷୟବସ୍ତୁ ମଧ୍ୟପ୍ରଦେଶରେ ଏକ ନୂତନ ରୂପ ଦେଉଛି । ଏଠାକାର ବୁରହାନପୁର ସହରରୁ ୨୦ କିଲୋମିଟର ଅସିରଗଡରେ ଥିବା ଏକ ଦୁର୍ଗରେ ଅଶ୍ୱଥାମାଙ୍କୁ…

ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି ପୃଥିବୀ ଅତିକ୍ରମ କରିବ ଧୂମକେତୁ

ନୂଆଦିଲ୍ଲୀ: ଅନ୍ତରୀକ୍ଷର ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ବୁଧବାର (ମେ ୧୩)ରେ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି କମେଟ ସ୍ୱାନ (ଏକପ୍ରକାର ଧୂମକେତୁ) ପୃଥିବୀ ଅତିକ୍ରମ କରିବ । ଏହା ପ୍ରାୟ ୮.୩୩ କିଲୋମିଟର ଦୂରରେ ପୃଥିବୀ ପାଖ ଦେଇ ଯିବ । ଏହା…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

ରହସ୍ୟ ଘେରରେ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା; ଡାକ୍ତରୀ ଦଳ ପଠାଇଲା ଚାଇନା !

ନ୍ୟୁୟର୍କ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆମେରିକା ଓ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ମିଡିଆ କିମ୍ ଜୋଙ୍ଗ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଦାବି କରିଛନ୍ତି । ଏପରି ସ୍ଥିତିରେ ଚାଇନା ନିଜର ଏକ…

ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ ଆଜି ପର୍ଯ୍ୟନ୍ତ କେହି ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୨୩ ପୁସ୍ତକ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ କେହି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି । ଏହି ରହସ୍ୟମୟ ପୁସ୍ତକ ୬୦୦ ବର୍ଷ ପୁରୁଣା ଅଟେ । କାର୍ବନ ଡେଟିଂ ଅନୁସାରେ ୧୫ଶ ଶତାବ୍ଦୀରେ ଏହା ଲେଖା ଯାଇଥିଲା ।…

ସୋସିଆଲ ମିଡିଆରେ ରହସ୍ୟମୟ ଜୀବ; ଏଲିଅନ ସହ ତୁଳନା କଲେ ଲୋକେ !

ଭୁବନେଶ୍ୱର: ରହସ୍ୟମୟ ଜୀବକୁ ନେଇ ଏକ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି । ଭିଡିଓରେ ଥିବା ଏକ କଳାରଙ୍ଗର ଜୀବକୁ ନେଇ ଅନେକ ଲୋକ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହିକେହି ଏହାକୁ ଏଲିଅନ୍ ଜୀବ ସହ ମଧ୍ୟ ତୁଳନା କରିଛନ୍ତି । Anybody know what this is?…

ହ୍ରାସ ପାଇଛି ପୃଥିବୀର କମ୍ପନ; କାରଣ କରୋନା ନୁହେଁ ତ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ପୃଥିବୀ ଯେମିତି ସ୍ଥିର ହୋଇ ଯାଇଛି । ଲକ୍‌ଡାଉନ ଆଗରୁ ଯେମିତି ପୃଥିବୀର କମ୍ପନ ହେଉଥିଲା ଏବେ ସେତେ ହେଉନି । କରୋନା ଭାଇରସ୍ ମୁକାବିଲା ଲାଗି ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ, ପୃଥିବୀର କମ୍ପନ…