Latest Odisha News

BREAKING NEWS

Browsing Category

ଅପରାଧ

ଫିଲ୍ମ ଷ୍ଟାଇଲ୍ ରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା

ପୁରୀ: ବାଇକ ରେ ଆସିଲେ ମୁଣ୍ଡରେ ବନ୍ଧୁକ ଲଗାଇଲେ କିଛି ଭାବିବା ଦେଖିବା ପୂର୍ବରୁ ଲୁଟିନେଲେ ସୁନାଗହଣା । ପୁରା ପିଲ୍ମ ଷ୍ଟାଇଲ୍ ରେ ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ । ତେବେ ଜଣେ ସୁନା ବ୍ୟବସାୟୀ ଏହି ଲୁଟ୍ର ଶିକାର ହୋଇଛନ୍ତି । ସୁନା ବ୍ୟବସାୟୀ…

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ସ୍ୱାମୀ ଫେରାର୍

ବୌଦ୍ଧ: ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପିସ୍ ପିସ୍ କରି ହାଣି ସ୍ୱାମୀ ଫେରାର୍। ଏଭଳି ଅଭାବନୀୟ ଘଟଣା ଘଟିଛି ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ। ମୃତ ମହିଳା ଜଣଙ୍କ ହେଲେ ଆମ୍ବବୃତି ନାଗ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସନାତନ ନାଗ। ପ୍ରାଥମିକ ସୂଚନା ଅନୁଯାୟୀ…

ପୁରୀରେ ପୁଣି ବୋମା ମାଡ଼, ଜଣେ ବରିଷ୍ଠ ଆଇନଜୀବୀ ଗୁରୁତର

ପୁରୀ: ପୁରୀରେ ପୁଣି ବୋମା ମାଡ଼ । ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରକୁ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ସୂଚନା । ଖବର ନେବାରେ ଜଣାପଡିଛି ଯେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁରର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ ନିଜ ସାଇକେଲ ଯୋଗେ ବାର ଆଶୋସେଶନକୁ ଆସୁଥିବା ବେଳେ…

ସେଫ୍ ସିଟି ଡ୍ରାଇଭ: ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼

ଭୁବନେଶ୍ୱର: କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ସହରାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ଥାନା ପକ୍ଷରୁ ସେଫ୍ ଡ୍ରାଇଭ ଅଭିଯାନ ନିୟମିତ ଭାବେ ଜାରି ରହିଛି । ଏହି ଧରପଗଡ…

ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

ପୁରୀ: ଚକ୍ରତୀର୍ଥ ରୋଡ଼ରେ ବିଭତ୍ସ୍ୟ ହତ୍ୟାକାଣ୍ଡ। ତଣ୍ଟି ଓ ହାତ, ଗୋଡ଼ କାଟି ଯୁବକଙ୍କୁ ହତ୍ୟା। ବୁଧବାର ଦିନ ଚକ୍ରତୀର୍ଥ ରୋଡରେ ଥିବା ମେଡିକାଲ ନିକଟରୁ ରକ୍ତରେ ଜୁ଼ଡ଼ୁବୁଡ଼ୁ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର…

ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଠେଲିଦେଲେ ଯାତ୍ରୀ

ଥିରୁଅନନ୍ତପୁରମ୍: ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେରଳରୁ । ଯେଉଁଥିରେ ଟିଟିଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ଟିଟିଇ ଜଣକ ହେଲେ ବିନୋଦ ଏକେ । ଖବର ମୁତାବକ, ଏର୍ଣ୍ଣାକୁଲମ-ପାଟନା…

ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୨ଜଣ ଅଭିଯୁକ୍ତକଙ୍କୁ କାବୁ କରିବାରେ ସକ୍ଷମ ହେଲା ଭରତପୁର ଥାନା ପୋଲିସ। ସୂଚନା ଅନୁସାରେ ଆଜି ପ୍ରାତଃ ସମୟରେ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ…

ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ସହ ୨ ବନ୍ଧୁକ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ମୁସୁକୁଲି ଗ୍ରାମରେ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜା ଏବଂ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳରେ ବେଆଇନ ତଥା ଅପରାଧିକ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ପୋଲିସ…

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ: ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ। ମୃତକ ହେଲେ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ। ତାଙ୍କ ସ୍ୱାମୀ ମହେଶ୍ୱର ନାୟକ ରାଜ୍ୟ ବାହାରେ କାମ କରନ୍ତି।…

ହୋଲିରେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଆକ୍ରମଣ ଘଟଣା: ୮ ଜଣଙ୍କୁ ଗିରଫ

ଭୁବନେଶ୍ବର: ହୋଲି ଦିନ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଆତଙ୍କ ଖେଳାଇଥିବା କେବିଏନ୍ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୁଶ ମୁଣ୍ଡା, ସୁଦର୍ଶନ, ରକି ନାୟକ, ରାଜକିଶୋର ଦିଗାଲ, ସୁମନ ପାତ୍ର, ସଞ୍ଜୟ କୁମାର ସାହୁ, ବିଭୁ ନାୟକ ଏମାନଙ୍କ…