Latest Odisha News

BREAKING NEWS

Browsing Category

ଅପରାଧ

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା

ଖୋର୍ଦ୍ଧା: ଟଙ୍କା ଆଦାୟ କରି ଫେରୁଥିଲେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଛଡାଇନେଲେ ଲୁଟେରା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମରେ । ହେଲେ ଲୁଟ ବେଳେ ୨ ଲୁଟେରାଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ଜିମାରେ ଦେଇଛନ୍ତି । ଖବର…

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼

ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା…

ବେଆଇନ ବାଣ ଗୋଦାମରେ ରେଡ୍‌: ବିପୁଳ ପରିମାଣର ବାଣ ଜବତ, ୨ ଅଟକ

ବାଲେଶ୍ୱର: ଅବାଧରେ ଚାଲିଛି ବାଣ ବେପାର। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ଆଗକୁ ଦୀପାବଳି ଥିବାରୁ ବେଆଇନ ବାଣ ବ୍ୟବସାୟ ଏବେ ବଢିଚାଲିଛି। ଆଜି ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଛି। ୨୦ ଲକ୍ଷ ଟଙ୍କାରୁ…

ଶିମିଳିପାଳ ପାଦଦେଶରୁ ପୁଣି ଜବତ ହେଲା ୭୧ଟି ଦେଶୀ ବନ୍ଧୁକ

ବାରିପଦା: ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ସକ୍ରିୟ ହୋଇ ଉଠିଛି ପୋଲିସ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…

ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ କୋରିମିଲି ଭେଙ୍କଟ ଶ୍ରୀନିବାସ। ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ। ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଥିଲେ ଶ୍ରୀନିବାସ। ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ…

ସାବତ ମା’ ମାଡରେ ୨ ଶିଶୁ ଗୁରୁତର

କଟକ: ମା' ନଥିବାରୁ ଦାଉ ସାଜିଲା ସାବତ ମା' । ଦୁଇ ଶିଶୁଙ୍କୁ ପିଟି ପିଟି ଗୁରୁତର କଲା ସାବତ ମା' । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ଦୀର୍ଘ ଦିନ…

ମାତିଲେ ଚୋରଦଳ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରେଇ ନେଲେ ବୈଦ୍ୟୁତିକ ସାମଗ୍ରୀ

ନବରଙ୍ଗପୁର: ଜିଲ୍ଲାରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ ରବିବାର ରାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲକ୍ଟରଙ୍କ କକ୍ଷରୁ ଚୋରି ହୋଇଥିବା ଅଭିଯୋଗ…

ଧରାପଡିଲା ବ୍ରାଉନସୁଗାର ବେପାରୀ, ୪୧ ଗ୍ରାମ ବ୍ରାଉନସୁଗର ଜବତ

ଅନୁଗୁଳ: ବଢିଚାଲିଛି ବ୍ରାଉନସୁଗାର ବେପାରୀଙ୍କ ରାଜ୍। ପୁଣି ଅନୁଗୁଳ ଅବକାରୀ ବିଭାଗ ହାତରେ ଧରାପଡିଲେ ବ୍ରାଉନସୁଗର ବେପାରୀ। ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଅରା ସାହି ନିକଟରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସୁନୀଲ…

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରିଲା ବାପା। ବିଧବା ଗର୍ଭବତୀ ଝିଅର ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ। ସୂଚନା ଅନୁସାରେ, ପଥରଖଣି ଗାଁର ଜିଠୁ ଟୁଡୁଙ୍କ ଝିଅ ସାକରଙ୍କ…

ମାତିଛନ୍ତି ସାଇବର ଠକ, ୨ ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨ କୋଟି ଟଙ୍କା

ବେଙ୍ଗାଲୁରୁ: ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା। କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍ ତ ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି। ଏବେ ପୁଣି ଏକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ସାଇବର ଠକେଇଙ୍କ ଜାଲରେ ଏବେ…