Latest Odisha News

BREAKING NEWS

Browsing Category

ଅପରାଧ

କବାଟ ଭାଙ୍ଗି ନେଇଗଲେ ୧୨ ଭରି ସୁନା, ୨୧ ଭରି ରୁପା

ଅନୁଗୁଳ: ତାଳଚେର ସାଉଥବଲଣ୍ଡାର ଏକ କ୍ୱାଟରରେ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି। କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା, ୭୧ ଭରି ସୁନା, ୨୧ ଭରି ରୁପା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ ଏମ୍ ସି ଏଲ୍ ରେ ଚାକିରି କରୁଥିବା ବେଳେ…

ଜଟିଆବାବାଜି ଛକରେ ହତ୍ୟାକାଣ୍ଡ ଘଟଣା: ୨ଜଣଙ୍କୁ ଗିରଫ କଲା କୁମ୍ଭାରପଡା ଥାନା ପୋଲିସ

ପୁରୀ: ଗତକାଲି ଅପରାହ୍ନରେ ପୁରୀ ଜଟିଆବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ l ମୃତକ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ l ତେବେ ହତ୍ୟା ଘଟଣା ରେ ୩ଜଣ…

ପୁରୀରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ବେପାରୀ ଗିରଫ

ପୁରୀ: କୁମ୍ଭାରପଡା ପୋଲିସକୁ ବଡ଼ ସଫଳତା। କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ…

ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି…

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ: ୪୩ ଲକ୍ଷ ଟଙ୍କାର ନକଲି ପୋଷାକ ଜବତ, ମାଲିକ ଗିରଫ

ବଲାଙ୍ଗୀର: ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ପୋଷାକ। ବଲାଙ୍ଗିର ଟାଉନ୍‌ରୁ ଆଜି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆର କରି ବିକ୍ରି କରୁଥିଲେ। ଆଜି ବଲାଙ୍ଗୀର ଟାଉନ…

ଜେଲରେ କଏଦୀଙ୍କ ଭିଡ଼ କମାଇବାକୁ ଓଡ଼ିଶା ଆପଣାଇଲା ଜିପିଏସ ବ୍ୟବସ୍ଥା

ଭୁବନେଶ୍ୱର: ଜିପିଏସ୍ ସୁବିଧାରେ ବିଚାରାଧୀନ କଏଦୀଙ୍କ ଉପରେ ନଜର ରଖାଯାଇପାରିବ। ଏହାକୁ ଲାଗୁ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ଏପରି ଏକ ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି। ଏହି ଜିପିଏସ ଟ୍ରାକିଂ ପାଇଁ ୧୦ ହଜାରରୁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ପୁରୀ: କୁମ୍ଭାରପଡ଼ା ଥାନା ଜଟିଆବାବାଜି ଛକରେ ବୀଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ବୋଲି ଜଣାପଡିଛି। ବଚସାରୁ କିଛି ଯୁବକମାନେ ମିଶି ଲଡୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସଂପୃକ୍ତ ଯୁବକମାନେ ଲୁହା ପାଇପ୍‌ ସାହାଯ୍ୟରେ ଲଡୁଙ୍କୁ ପିଟି ପିଟି ହତ୍ୟା…

ରକ୍ଷା ବନ୍ଧନର ମାନ ରଖିଲା ଭାଇ, ଜୀବନ ଦେଇ ରଖିଲା ଭଉଣୀର ସମ୍ମାନ

ପ୍ରୟାଗରାଜ: ରାତି ପାହିଲେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । କିନ୍ତୁ ରାକ୍ଷୀ ପୁର୍ଣ୍ଣିମାର ଗୋଟିଏ ଦିନ ଆଗରୁ ଭଉଣୀକୁ ରାକ୍ଷୀ ପାଉଣା ଦେଇ ଚାଲିଗଲା ଭାଇ । ୟୁପିର ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଖେରି ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା…

କୋଟାରେ ଜୀବନ ହାରିଲେ ଆଉ ୨ ଛାତ୍ର

ଜୟପୁର: ଆତ୍ମହତ୍ୟାର ହବ୍ ପାଲଟିଛି ରାଜସ୍ଥାନର କୋଟା । ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଲାଣି । ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଆତ୍ମହତ୍ୟା ଜନିତ ଖବର । କୋଟାରେ NEET କୋଚିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା…

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର,ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର: ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ଦୁଇ ଠିକାଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ…