Latest Odisha News

BREAKING NEWS

Browsing Category

ଅପରାଧ

ଅଖା ଭିତରେ ହାତ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ: କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏସପି, ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ…

ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର, ୪ଟି ସ୍ଥାନରେ ଚାଲିଛି ରେଡ୍

ଗଞ୍ଜାମ: ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର । ଗଞ୍ଜାମ ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ  । ପୂର୍ବରୁ…

ପୁରୀରେ ଡକାୟତି ଯୋଜନା ପଣ୍ଡ, ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହି ଠାରେ କିଛି ଦୁର୍ବୁତ୍ତ…

ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରେ ଡାକି ଅପହରଣ, ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୪ ଗିରଫ

ଭୁବନେଶ୍ୱର: ଡାକ୍ତରଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।। ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ…

ଲୁକ୍ ଆଉଟ୍ ସର୍କୁଲାର ପରେ ବଢିଲା ସୌରିନଙ୍କ ଅଡୁଆ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ: ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କର ଦିନ କୁ ଦିନ ଅଡୁଆ ବଢିବାରେ ଲାଗିଛି । ଗତକାଲି ସୌରିନଙ୍କ ବିରିଧରେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପରେ ଆଜି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।…

ସାଇବର ଥାନାରେ ଅଭିନେତ୍ରୀ ଅନୁ: ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଦେଲେ ଏତଲା

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର ପ୍ରକାଶ କରାଯିବା ପରେ ଏପରି ପଦକ୍ଷେପ…

ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା, ଜବତ ହେଲା ୧୧୦ ଗ୍ରାମ ବ୍ରାଉନସୁଗାର

ଅନୁଗୁଳ: ରାଜ୍ୟରେ ଥମୁନି ବ୍ରାଉନ ସୁଗାର ବେପାର । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ମାତ୍ର ଏଥିରେ ମଧ୍ୟ ଅଭିଯୁକ୍ତ ତଥା ବ୍ରାଉନ ସୁଗାର ବେପାରର ମାଷ୍ଟରମାଇଣ୍ଡ ନଡରି ପୁଣି କେଉଁଠି ନା କେଉଁଠି…

ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିବା ଘଟଣା: ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ

ଭୁବନେଶ୍ୱର: ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିଥିବା ଘଟଣା  । ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଗତକାଲି ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ କୌଣସି ଏକ ମାମଲା ସଂପର୍କରେ ବୁଝିବା ପାଇଁ ଜଙ୍କିଆ ଥାନାକୁ ଯାଇଥିଲା ବେଳେ ଆଇଆଇସି ଥାନାରେ ନଥିଲେ । ନବକିଶୋର…

କାଳିଆପାଣି ଅଞ୍ଚଳରେ ୨ ଶିଶୁ କନ୍ୟାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ ଗିରଫ

ଯାଜପୁର: କାଳିଆପାଣି ଥାନା ସୁକୁରଙ୍ଗି ଅଞ୍ଚଳରେ ୨ ଶିଶୁକନ୍ୟାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କଲା କାଳିଆପାଣି ଥାନା ପୋଲିସ। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର କ୍ଷେତ୍ରବାସୀ ଦେହୁରୀଙ୍କ ପୁଅ ରତ୍ନାକର ଦେହୁରୀ ବୋଲି…

ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଦିନ ଦ୍ଵିପହରେ ଯୁବତୀଙ୍କୁ ଛୁରାମାଡ଼

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱୀପହରରେ ପାର୍ଲର ଭିତରେ ପଶି ବିବାହିତା ମହିଳାଙ୍କୁ ଛୁରା ମାଡ଼। ଆହତ ମହିଳା ଜଣଙ୍କ ହେଇଛନ୍ତି ତେଲେଙ୍ଗା ବଜାର ଅଞ୍ଚଳରେ ସୁଚିତ୍ରା ଖଟୁଆ । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ । ତେବେ…