Latest Odisha News

BREAKING NEWS

Browsing Category

ଅପରାଧ

ଆହ୍ଲାବାଦ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜବତ ହେଲା ବୋମା ସମେତ ଦେଶୀ ବନ୍ଧୁକ ଓ ଗୁଳି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପୋଲିସ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲରେ ଚଢ଼ାଉ କରି ଗୋଟିଏ କୋଠରୀରୁ ୩୦ଟି ଅଫୁଟା ବୋମା, ଦୁଇଟି ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି। ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗ ହୋଇଥିବା ନେଇ ଖବର ପାଇବା ପରେ ପୋଲିସ ହଷ୍ଟେଲ ଭିତରେ ପଶି…

ବିହାରରେ ସମ୍ବାଦିକ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

ବିହାର: ବିହାରର ଅରରିୟାଠାରେ ଗତକାଲି ‘ଦୈନିକ ଜାଗରଣ’ର ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ଜଣ ଦୃର୍ବୃତ୍ତ ଘରେ ପଶି ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ରାଜ୍ୟରେ ଗତକାଲି ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ସେହି ମାମଲାରେ ଆଜି ବିହାର ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ଧନ୍ୟରେ ମଣିଷ ! ଦୁଷ୍କର୍ମ କରି ଜେଲ୍ ଗଲା, ଜେଲରୁ ଫେରି ପୁଣି ଦୁଷ୍କର୍ମ କଲା

ଭୋପାଲ: କୁହନ୍ତି ଘୁଷୁରି ପ୍ରକୃତି ପଙ୍କେ ଲୁଟେ, ମଣିଷ ପ୍ରକୃତି ମଲେ ତୁଟେ । ଜେଲ୍ ଯାଇ ସଜ୍ଜା ପାଇବା ପରେ ମଧ୍ୟ ସୁଧୁରିଲାନି ଅଭିଯୁକ୍ତ । ପ୍ରଥମେ ଜଣେ ୪ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଜେଲ୍ ଯାଇଥିବା ଅଭିଯୁକ୍ତ ଜଣକ ଥାନାରେ ଥିବା ବେଳେ ଏପରି ଅଭିନୟ କରିଲା ଯାହାକୁ ଯେ କେହି ବି…

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର, ଚାକିରି ପାଇଁ ନେଉଥିଲେ ୧୦ ହଜାର ଟଙ୍କା

ଭଦ୍ରକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଜିପିଓ ଓ ସୁପରଭାଇଜର। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଅଧିକାରୀ। ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ। ଏହି ସମୟରେ ସିଡିପିଓ ସୁନନ୍ଦା ଦାସ ଏବଂ ସୁପରଭାଇଜର ସୁଲୋଚନା ବେହେରାଙ୍କୁ…

ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା…

ପରକିୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଦେଲା ସ୍ଵାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ…

ବାଲେଶ୍ଵର ବନବିଭାଗକୁ ବଡ ସଫଳତା: ୨୫ ନାଗ ସାପ ଉଦ୍ଧାର ସହ ରାକେଟର କଲା ପର୍ଦ୍ଦାଫାସ

ବାଲେଶ୍ଵର: ବାଲେଶ୍ଵର ବନବିଭାଗକୁ ବଡ ସଫଳତା । ସାପ ବିଷ ରାକେଟର କଲା ପର୍ଦ୍ଦାଫାସ । ୨୫ଟି ନାଗ ସାପ ଉଦ୍ଧାର ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ । ବାଲେଶ୍ଵର ବନଖଣ୍ଡ ବାଲିଆପାଳ ବ୍ଲକ୍ ପଞ୍ଚପଲ୍ଲୀରୁ ରେଡ୍ ବେଳେ ଉଦ୍ଧାର । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ…

ନୁହ ହିଂସାକାଣ୍ଡ ଘଟଣା: ବିଟୁ ବଜରଙ୍ଗୀ ପୁଣି ଗିରଫ

ଚଣ୍ଡିଗଡ଼: ହରିୟାଣା ନହୁ ହିଂସା ମାମଲାରେ ହରିୟାଣା ପୋଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହ ହିଂସାକାଣ୍ଡ ଘଟଣାରେ ବିଟୁ ବଜରଙ୍ଗୀ ପୁଣି ଗିରଫ ହୋଇଛି। ମଙ୍ଗଳବାର ଅଗଷ୍ଟ ୧୫ରେ ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ହରିୟାଣା ପୋଲିସ ବିଟୁ…

ପୁଣି ଅଶାନ୍ତ ବିଜେବି କଲେଜ: ସ୍ଵାଧୀନତା ଦିବସରେ ଗେଟ ବନ୍ଦ ଥିବାରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଭୁବନେଶ୍ଵର: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।…