Latest Odisha News

BREAKING NEWS

Browsing Category

ଅପରାଧ

୫ ଲକ୍ଷ ଦେଲେ ୨୦ ଲକ୍ଷ ମିଳିବ କହି ବାଲି ବାକ୍ସ ଧରାଇ ଦେଲା ଠକ

ଭଦ୍ରକ: ୫ଲକ୍ଷ ଟଙ୍କା ନେଇ ପଇସା ବାକ୍ସ ବଦଳରେ ବାଲି ଓ ଗୋଡ଼ି ଥିବା ବାକ୍ସ ଧରାଇ ଦେଲା ଠକ। ଏପରି ଲୋଭନୀୟ ଅଫର ଦେଖାଇ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଦେଲା ଠକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ…

ଝାଡ଼ଖଣ୍ଡରେ ପୁଣି ଗଣଦୁଷ୍କର୍ମ, ଜଣେ ଷ୍ଟେଜ୍ ଆର୍ଟିଷ୍ଟଙ୍କୁ ତିନି ସହକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ସ୍ପେନର ଜଣେ ମହିଳା ପର୍ଯ୍ୟଟକଙ୍କ ଗଣଦୁଷ୍କର୍ମ ମାମଲା ମନରୁ ଲିଭିନଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଆଉ ଏକ ଘଟଣା। ପଲାମୁ ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ 21 ବର୍ଷିୟ ଯୁବତୀ ଏହି…

ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼; ଜଣେ ମୃତ

କଟକ: ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼। ଉକ୍ତ ଘଟଣାରେ ଜଣେ ମୃତ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ଜାଗମରା ନୂଆ ରାସ୍ତାରେ। ସୂଚନା ଅନୁସାରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କର ବନ୍ଧୁମାନେ ମିଶି ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।…

ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶାର ଦୁଇ ବ୍ୟକ୍ତି ଗରିଫ

ଥାନେ: ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଓଡ଼ିଶାର ଦୁଇ ବ୍ୟକ୍ତି। ସେମାନଙ୍କ ନିକଟରୁ ୧୬.୬୮ ଲକ୍ଷ ଟଙ୍କା ମୂଲ୍ୟର ୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଥାନେ ପୋଲିସ। ଏନେଇ ଥାନା ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ ଭିୱଣ୍ଡି ଅଞ୍ଚଳର ଅଞ୍ଜୁରଫାଟ-ଭସାଇ…

ଖୁସିର ସଂସାରରେ ଲାଗିଗଲା ନଜର, ହୃଦଘାତରେ ସ୍ୱାମୀ ମୃତ୍ୟୁ, ଜୀବନ ହାରିଲେ ସ୍ତ୍ରୀ

ଲକ୍ଷ୍ନୌ: କିଛି ମୁହୁର୍ତ୍ତରେ ଉଜୁଡ଼ିଗଲା ହସଖୁସିର ସଂସାର । ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲାନି ସ୍ତ୍ରୀ  । ଦୁଃଖରେ ଜୀବନ ହାରିଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ । ବିବାହର ୩ ମାସରେ ଆରପାରିକୁ ଚାଲିଗଲେ ଏହି ନବଦମ୍ପତି । ହୃଦଘାତେର ସ୍ୱାମୀଙ୍କ…

ଜୀବନ ହାରିଲେ ପେଟିଏମ୍ କମ୍ପାନୀ ଫିଲ୍ଡ ମ୍ୟାନେଜର, ୧୬ ଘଣ୍ଟା କାଳ ବାପା,ମାଆ ଲୁଚାଇଥିଲେ

ଭୋପାଳ: କମ୍ପାନୀ ବନ୍ଦ ହୋଇଯିବା ଭାବି କିଛି ଦିନ ହେବ ଚିନ୍ତାରେ ଥିଲେ । ଶେଷରେ ଜୀବନ ହାରିଦେଲେ ଇନ୍ଦୋର ପେଟିଏମ୍ କମ୍ପାନୀର ଫିଲ୍ଡ ମ୍ୟାନେଜର ଗୌରବ ଗୁପ୍ତା । ୧୬ ଘଣ୍ଟା କାଳ ବାପା ମାଆଙ୍କୁ ଏହି ଖବର ଜଣାଇଥିଲେ ପରିବାରର ଅନ୍ୟ ସଦସ୍ୟ । ଉଭୟ ବାପା, ମାଆ ହାର୍ଟ ପେସେଣ୍ଟ ଥିବାରୁ…

ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ, ଅଭିଯୁକ୍ତ ଗିରଫ

ନାଶିକ: ଶୁକ୍ରବାର ରାତିରେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯେଉଁଠାରେ ଜଣେ ବ୍ୟକ୍ତି ଅତି କମରେ ୧୮ ଥର ଧାରୁଆ ଅସ୍ତ୍ରରେ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୦ ନମ୍ବର ଜାତୀୟ ରାଜପଥ ନିକଟ ରାଜଗାଙ୍ଗପୁରର ପଦମାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଅନୀଲ କୁମାର ତିୱାରୀ…

ହତ୍ୟା ଅଭିଯୋଗରେ ଗିରଫ ପରେ ବିଜେଡିରୁ ନିଲମ୍ବିତ ହେଲେ ବିସିଜେଡି ନେତା

ଗଜପତି: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଉପସଭାପତି ଅମିତ କୁମାର ପଟ୍ଟନାୟକଙ୍କୁ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି କରଣାସାହିରେ ରହୁଥିବା ଅମିତ ପଟ୍ଟନାୟକଙ୍କ ବିରୋଧରେ ସେହି ଗାଁରେ ରହୁଥିବା ୭୨ ବର୍ଷୀୟା…