Latest Odisha News

BREAKING NEWS

Browsing Category

ଅପରାଧ

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ଠକ ତାନ୍ତ୍ରିକ କୈଫି ଖାନ ନାଁରେ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ସାଲେପୁରରେ ଜମି

କଟକ: ଠକେଇ ମାମଲାରେ ମଙ୍ଗଳବାଗ ପୋଲିସ ଗିରଫ କରିଥିବା ତାନ୍ତ୍ରିକ କୈଫି ଖାନ୍ ନାଁରେ ବିଭିନ୍ନ ବ୍ୟାଙ୍କରେ ୮୦ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ସାହାରାରେ ମଧ୍ୟ କୈଫି ଖାନର ଏକାଧିକ ଆକାଉଣ୍ଟ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ୮୦ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ…

ଅଧିକ ରୋଜଗାର ଲୋଭ ଦେଖାଇ ଅନଲାଇନରେ କରୁଥିଲେ ଠକେଇ, ୩ ଗିରଫ

ଭୁବନେଶ୍ୱର: ଅନଲାଇନ୍ ଠକେଇ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଅର୍ଥନୈତିକ ଅପରାଧିକ ଶାଖା ୩ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି । ଏମାନେ www.r46.in ୱେବସାଇଟ୍ ଖୋଲି ଡିଜିଟାଲ୍ ମାର୍କେଟିଂ ଜରିଆରେ ଅଧିକାର ରୋଜଗାର ଆଶା ଦେଖାଇ…

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…

ପୋଲିସ ପରିଚୟ ଦେଇ ଲୁଟ୍ କରୁଥିଲେ ମୋବାଇଲ୍, ୩୩ଟି ଫୋନ୍ ଜବତ

ରାଉରକେଲା: ପୋଲିସ ପରିଚୟ ଦେଇ ଚୋରି । ଧମକ ଦେଇ ଡରାଇ ନେଇ ଯାଉଥିଲେ ମୋବାଇଲ୍ । ରାଉରକେଲା ପୋଲିସ ହାତରେ ଧରା ପଡ଼ିଥିବା କଳା ମୁଖା ପିନ୍ଧିଥିବା ବାବୁ ଜଣଙ୍କ ହେଉଛନ୍ତି ନକଲି ପୋଲିସ । ଏବେ ପୋଲିସ ତାଙ୍କ ହାତରେ ହାତକଡ଼ି ପକାଇବା ସହ ୩୩ଟି ଫୋନ୍ ଜବତ କରିଛି । ରାଉରକେଲାର ବିଭିନ୍ନ…

ଓଡ଼ିଶାରେ ୧୨ ଦିନ ରହିଥିଲା ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନ ରହିଥିଲା । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ…

ନବ ଦାସ ହତ୍ୟା ମାମଲା, ଜେଲରେ ଗୋପାଳର ଯାଞ୍ଚ ଆବେଦନକୁ ଅଗ୍ରାହ୍ୟ କଲା ନିମହାନ୍ସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଆଉ ୪ ଦିନ ପରେ ୩ ମାସ ପୂରିବ । ହେଲେ ଏଏସ୍ଆଇ ଗୋପାଳ କାହିଁକି ନବଙ୍କୁ କରିଥିଲା ଗୁଳି ? ଗୁଳିମାଡ଼ ପଛର କାରଣ କଣ ? ବ୍ୟକ୍ତିଗତ ରାଗ ଥିଲା ନା କାହାଠୁ ସୁପାରି ନେଇ ଗୋପାଳ, ନବଙ୍କୁ ଗୁଳି କରିଥିଲା । ନବ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ପୁଣି ଝଟକା, ବିଜେଡିରେ ମିଶିଲେ ତ୍ରିନାଥ ଗୋୟେଲ

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ୍ ହୋଇଛନ୍ତି ତ୍ରିନାଥ…

କ୍ରିକେଟ୍ ଖେଳକୁ ନେଇ ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା, ୪ ଜଣ ଗିରଫ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରିକେଟ ଖେଳକୁ ନେଇ ଛାତ୍ରଙ୍କୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ପୋଲିସ । ବଡ଼ଗଡ଼ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଓ ମହିଷାଖଳା ଅଞ୍ଚଳର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ବହୁ…

୩ ବନ୍ଧୁକ ଜବତ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ସହ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫଙ୍କ ଠାରୁ ୩ଟି ସେମି ଅଟୋମେଟିକ୍ ପିସ୍ତଲ୍ ସହ ୧୦ଟି ଗୁଳି, ମୋବାଇଲ୍ ଓ ଛୁରି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର…