Latest Odisha News

BREAKING NEWS

Browsing Category

ଅପରାଧ

ଟିଉସନ ଯାଉଛି କହି ନାବାଳିକା ଫେରାର

ବ୍ରହ୍ମପୁର: ଘରୁ ଟିଉସନ ଯାଉଛି କହି ବ୍ରହ୍ମପୁରରୁ ଜଣେ ନାବାଳିକା ଟ୍ରେନରେ କୁଆଡେ ଫେରାର ହୋଇ ଯାଇଛନ୍ତି। ପରିବାର ଲୋକଙ୍କ ଅନୁରୋଧ କ୍ରମେ ସେହି ନାବାଳିକାଙ୍କୁ କାବୁ କରିବାକୁ ହାଇଦ୍ରାବାଦ ଷ୍ଟେସନରେ ସ୍ଥାନୀୟ ଆରପିଏଫ ଜଗି ରହିଥିବା ଜଣାପଡିଛି। ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର…

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ…

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ନୂଆଦିଲ୍ଲୀ: ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ସୀମାପୁରୀରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାତି ପ୍ରାୟ ୨.୧୫ ରେ ଡିଟିସି ଡିପୋ ରେଡଲାଇଟ ନିକଟରେ ଥିବା ଡିଭାଇଡରରେ କିଛି…

ହଷ୍ଟେଲ୍‌ ରୁମ୍‌ ଭିତରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) ା ସେ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷ…

ହଟହଟା ହେଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା : ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ । ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ ଲୋକେ…

ଜୁଆ ଆଡ୍ଡାରୁ ମିଳିଲା ୫ ଲକ୍ଷ ଟଙ୍କା, ୨୧ ଜୁଆଡ଼ି ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗରସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍‌ଡା ଉପରେ ସୋମବାର ପୋଲିସ ଚଢ଼ଉ କରିଛି । ୨୧ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥି ସହିତ…

ଜିଲ୍ଲାପାଳଙ୍କ ଜନଶୁଣାଣିରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶ୍ୟାମାଚରଣପୁର ଷ୍ଟେସନ ଠାରେ ଗତ ୦୨.୦୯.୨୦୨୨ତାରିଖ ସନ୍ଧ୍ୟା ସମୟରେ ରେଳଧାରଣା ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା G. R. P  ପୋଲିସ  । ତେବେ ଏହି ଘଟଣାକୁ ହତ୍ୟା କାଣ୍ଡର ଅଭିଯୋଗ ଆଣି ମୃତ ଯୁବକଙ୍କ ପାରିବାର ଲୋକଙ୍କ…

ଚିନ୍ତା ବଢାଇଛି ନକଲି ଟେଲମା ୪୦

କଟକ : ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ  । କଟକ ମହତାବ ରୋଡ ଅଞ୍ଚଳରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ । କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଟ୍ରାନ୍ସପୋର୍ଟରୁ ଜବତ କରିଛି ପୋଲିସ । ୧୩୫୦ ଷ୍ଟ୍ରିପ ଟେଲମା ୪୦ ଔଷଧ ସିଜ କରିଛି କଟକ ପୁରୀଘାଟ ଥାନା ପୋଲିସ। ଏନେଇ…

ଶିଶୁ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ

ଭଦ୍ରକ : ଭଦ୍ରକ ସହରର ଘରୋଇ  କ୍ଲିନିକରେ ଉତ୍ତେଜନା । ଆରଡ଼ି ଛକ ନିକଟ ଏକ କ୍ଲିନିକରେ ଡାକ୍ତର ଓ ସହଯୋଗୀଙ୍କୁ ମାଡ଼। କରଞ୍ଜଆଡ଼ିଆ ଗାଁର ୧୧ ବର୍ଷୀୟ ଶିଶୁ ରାଜମୋହନ ପଣ୍ଡାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଏହି ଘରୋଇ କ୍ଲିନିକକୁ ଆଣିଥିଲେ । ସେଠାରେ ଡ଼ାକ୍ତର ଓ କର୍ମଚାରୀ ଗୋଟିଏ…

ଏଜେଣ୍ଟ ୪୨୦; SHG ସହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଯାଜପୁର: ଜଣେ ମହିଳା ଶହ ଶହ ମହିଳାଙ୍କୁ ଠକି ଛନ୍ତି । ଝାଳବୁହା ଧନକୁ ନକଲି ରସିଦ୍ ଦେଇ ନେଇ ଯାଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ପ୍ରାୟ ୮୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଅନେକ ଗରିବ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । କବାଟବନ୍ଧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ…