Latest Odisha News

BREAKING NEWS

Browsing Category

ଅପରାଧ

ଭାରତ ଫେରିବ ପଳାତକ ନୀରବ ମୋଦି !

ନୂଆଦିଲ୍ଲୀ : ଭାରତ ଫେରିବ ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ । ଭାରତରେ ଋଣ ଜାଲିଆତି କରିଥିବା ନୀରବ ମୋଦି ଏବେ ବ୍ରିଟେନରେ ଅଛନ୍ତି ।…

ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ

କଟକ : ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୋଲିସ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି…

ଛତିଶଗଡ ସୁକୁମାରେ ପୁଣି ମାଓ ହିଂସା, ଜଣେ ଶ୍ରମିକଙ୍କୁ ତୀର ମାରି ହତ୍ୟା, ପୋଡିଦେଲେ ଦୁଇଟି ଗାଡ଼ି 

ସୁକୁମା: ଛତିଶଗଡ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା । ଠିକା କମ୍ପାନୀର ଦୁଇଟି ଗାଡିକୁ ନିଆଁ ଲଗାଇ ପୋଡିବା ସହ ରାସ୍ତା କାମରେ ନିୟୋଜିତ ହୋଇଥିବା ଜଣେ ଶ୍ରମିକଙ୍କୁ ତୀର ମାରି ହତ୍ୟା କରିଛନ୍ତି ମାଓବାଦୀ । ଉନ୍ନୟନମୂଳକ କାମକୁ ବିରୋଧ କରି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ସୂଚନା…

କେମିତି କଟକରୁ ହାଇଦ୍ରାବାଦ ଖସି ଯାଇଥିଲା ହାଇଦର ? କହିଲେ ପୋଲିସ କମିଶନର

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି- ୧୨୦ଘଣ୍ଟାର ଅପରେସନ ପରେ ତେଲଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି । ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଛି…

ବିମାନବନ୍ଦରରେ ପହଞ୍ଚିବା ପରେ ହାଇଦରକୁ କଟକ ନେଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ହାଇଦ୍ରାବାଦରୁ ଗିରଫ ଗ୍ୟାଙ୍ଗଷ୍ଟର ହାଇଦର । ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପୋଲିସ ପହଞ୍ଚିଥିଲା । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା'ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ…

୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପାହାଳ ଫାଣ୍ଡି ଏଏସଆଇ

ବାଲିପାଟଣା : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ପାହାଳ ଫାଣ୍ଡି ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ । ଏକ ଜମିଜମା ମାମଲାରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଏଏସଆଇ ପ୍ରଦୀପଙ୍କୁ ବାକୁ କରିଥିଲା । ସନ୍ଦୀପ…

ତେଲେଙ୍ଗାନାରୁ ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର : ଶେଷରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ହାଇଦର । ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି ପୋଲିସ । କଟକ ଓ ତେଲେଙ୍ଗାନା ପୋଲିସର ମିଳିତ ଉଦ୍ୟମରେ ହାଇଦରକୁ ଗିରଫ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ବଡ଼ ମେଡିକାଲରୁ ଗତ ୧୦ ତାରିଖ ଦିନ ଫେରାର…

ବେଆଇନ ଲଟେରୀ ସଂସ୍ଥା ଉପରେ ଚଢଉ, ୨ ଗିରଫ

ପାରଳାଖେମୁଣ୍ଡି : ଆଜି ବେଆଇନ ଲଟେରୀ ସଂସ୍ଥା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଛି । ଦୀର୍ଘ ଦିନ ଧରି ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ ନାମରେ ବେଆଇନ ଭାବେ ଲଟେରୀ ସଂସ୍ଥା ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା । ବାରମ୍ବାର…

ବାରିପଦା ଟାଉନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ

ବାରିପଦା : ବାରିପଦା ଟାଉନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ । ଏଥିସହ ମଦ ତିଆରିରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଜବତ କରିଛି ମୟୂରଭଞ୍ଜ ଅବକାରୀ ବିଭାଗ । ଘଟଣାରେ ସନ୍ତୋଷ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସ୍ପେଶାଲ ସ୍କ୍ବାଡ । ସୂଚନା…

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ…