Latest Odisha News

BREAKING NEWS

Browsing Category

ଅପରାଧ

ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ, ଦମ୍ପତି ଗିରଫ

ଝାରସୁଗୁଡ଼ା: ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକି ବନ୍ଧା ହେଲେ ସ୍ୱାମୀ, ସ୍ତ୍ରୀ । ମୁଦ୍ରା ଯୋଜନାରେ ଲୋନ୍ ଦେବା ବାହାନାରେ ଦମ୍ପତି ଶହେରୁ ଅଧିକ ମହିଳାଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତ ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ…

ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା…

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର…

ଆର୍ଥିକ ହେରଫେର ଏବଂ ସଞ୍ଜୟ ରାଉତ ଗିରଫ ମାମଲାରେ ଆହୁରି ଅନେକ ତଦନ୍ତ ପରିସର ଭୁକ୍ତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପତ୍ର ଚଲ ମାମଲା ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରିବା ସହ ଆଉ କିଛି ଲୋକଙ୍କୁ ସମନ ଜାରି କରିଛି । ରବିବାର ଠାରୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଆର୍ଥିକ ହେରଫେର ମାମଲାର ତଦନ୍ତ କରି ସୋମବାର ଗିରଫ କରିଛି । ମଙ୍ଗଳବାର ଏହି…

POS ମେସିନ୍ ଲଗାଇବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧା ହେଲା ଗ୍ୟାଙ୍ଗ

ଯାଜପୁର: ବିଭିନ୍ନ ଦୋକାନରେ (POS) ବା ପଏଣ୍ଟ ଅଫ୍ ସେଲ୍ ମେସିନ୍ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବନ୍ଧା ହେଲେ ଦମ୍ପତିଙ୍କ ସହ ୫ ଜଣ । ଠକଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା, ୬୩ଟି ଏଟିଏମ କାର୍ଡ, ଗୋଟିଏ କ୍ରେଡିଟ୍ କାର୍ଡ, ୭ଟି ମୋବାଇଲ ଫୋନ୍, ୪୬ଟି ସିମ୍ କାର୍ଡ, ୨୧ଟି…

ଡିକି ଭାଙ୍ଗି ଲୁଟେରା ନେଇଗଲେ ୧ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ମାତିଲେ ଲୁଟେରା । ବାଇକ୍ ଡିକି ଭାଙ୍ଗି ନେଇଗଲେ ୧ ଲକ୍ଷ ଟଙ୍କା । ଜନଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ…

[ଦେଖନ୍ତୁ ଭିଡିଓ] ଅଧରାତିରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ ଗିରଫ

ନବରଙ୍ଗପୁର: ଅଶାନ୍ତ ନବରଙ୍ଗପୁର । କଥା କଥାରେ ବୁଲୁଛି ଖଣ୍ଡା । ବିଚ୍ ରାସ୍ତାରେ ଗଡ଼ୁଛି ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣରେ ଶେଖ୍ ନିଜାମଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କିଛି ଯୁବକ ପୁରୁଣା କଥାକୁ କେନ୍ଦ୍ର କରି ଶେଖ୍ ନିଜାମଙ୍କୁ ମାରି…

ୟୋନୋ ଆକାଉଣ୍ଟ ଅପଟୁଡେଟ୍‌ ବାହାନାରେ ଠକିନେଲେ ୩.୩୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍‌ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ…

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ । ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି…