Latest Odisha News

BREAKING NEWS

Browsing Category

ଅପରାଧ

କୋଲକାତାରୁ ଆମଦାନୀ, କଟକରୁ ଜବତ ହେଲା ବେଆଇନ୍ କଫ୍ ସିରଫ୍

କଟକ: କଟକରୁ ଆଜି ୩୨ ଶହ ବେଆଇନ୍ କଫ୍ ସିରଫ୍ ଜବତ ହୋଇଛି । ମଧୂପାଟଣା ଥାନା ପୋଲିସ ଓ ଡ୍ରଗ୍ସ୍ କଣ୍ଟ୍ରୋଲ୍ ମିଳିତ ଉଦ୍ୟମରେ ଚଢାଉ କରାଯାଇ ଜବତ କରାଯାଇଛି । ଖପୁରିଆ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇ କଫ ସିରଫର ୩୨ ଶହ ବୋତଲ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ…

ଯୁବତୀଙ୍କୁ ସରକାରୀ ବାବୁଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମ୍ୟୁନିସିପାଲଟି ସରକାରୀ ବାବୁ । ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାରିପଦା ଟାଉନ ଥାନାରେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଜୁବଲି ପାର୍କ ଟିକେଟ କାଉଣ୍ଟରରେ ଯୁବତୀ ଜଣକ ଟିକେଟ କାଟୁଥିବା ସମୟରେ ମ୍ୟୁନିସିପାଲଟିର ସରକାରୀ…

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଖୋଲୁଛି କଟକ କନିକା ରାଜା ଘରର ଗୁମର

କଟକ: ଖୋଲୁଛି କଟକ କନିକା ରାଜଘରର ଗୁମର । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ଭାଗକୁ ବିକ୍ରି କରିଦେବା ଯୋଜନାରେ ଥିଲେ ନାତୁଣୀ ବୋହୂ ପରେଶକୁମାରୀ ଦେବୀ । ପାଖାପାଖି ୪ କୋଟି ଟଙ୍କାର ସମ୍ପତି ବିକ୍ରି କରିବାକୁ ନିଷ୍ପତି ନେଇଥିଲେ ।…

ଜାଲ ଦସ୍ତଖତ ଠକେଇ, ଜଣେ ଗିରଫ

ଭୁବନେଶ୍ୱର, ଜାଲ ଦସ୍ତଖତ କରି ଠକେଇ କରିବା ଅଭିଯୋଗରେ ଆଜି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ଏକ କମ୍ପାନୀକୁ ଠକି ଥିଲେ । ଭୁବନେଶ୍ୱର-ମାଷ୍ଟକ୍ୟାଣ୍ଟିନ ଛକରୁ ଅଭିଯୁକ୍ତ ମନୋଜ ସେଠଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀକୁ…

ତ୍ରିକୋଣୀୟ ପ୍ରେମରୁ ଛୁରାମାମଡ଼ !

ଭୁବନେଶ୍ୱର: ଅଶାନ୍ତ ହେବାରେ ଲାଗିଛି ରାଜଧାନୀ । ସିରିଜ ଲୁଟ୍ ପରେ ପୁଣି ରାଜଧାନୀରେ ଛୁରା ମାଡ଼ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି । ଛୁରାମାଡ଼ ହୋଇଥିବା ଯୁବକଙ୍କୁ…

ଯାଜପୁରରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ବର୍ଷୀୟ ବୃଦ୍ଧ ଗିରଫ

ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଗିରଫ । ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ୯ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ…

[ଭିଡିଓ] ଓଲଟା ଝୁଲିଥିଲା ଜାତୀୟ ପତାକା, ନାଚୁଥିଲେ ପ୍ରଧାନ ଶିକ୍ଷକ..ଏବେ ଥାନାରେ ଅଟକ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ବଲିଉଡ ଗୀତରେ ନାଚିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତେବେ ନାଚ ପାଇଁ ନୁହେଁ ବରଂ ଜାତୀୟ ପତାକା ଉତ୍ତୋଳନରେ ଜଘନ୍ୟ ତ୍ରୁଟି ଯୋଗୁଁ ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ଥାନା ମୁହାଁ ହେବାକୁ ପଡିଛି । ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ଏକ ସରକାରୀ…

[ଭିଡିଓ] ଭଗବାନଙ୍କୁ ନେଇ ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବିବାଦ ଘେରରେ ଟେଲି କୁଇନ୍ ଶ୍ୱେତା ତିୱାରୀ । ନିକଟରେ ଏହି ଅଭିନେତ୍ରୀ ଜଣକ ନିଜ ଅପକମିଂ ୱେବ୍ ସିରିଜ୍ ସୋ ଷ୍ଟପରର ପ୍ରମୋଶନ୍ ପାଇଁ ଭୋପାଳ ଯାଇଥିଲେ । ସେହି ଅବସରରେ ଶ୍ୱେତା କିଛି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୋ’ର…

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି…