Latest Odisha News

BREAKING NEWS

Browsing Category

ଅପରାଧ

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ଼; ଉଦ୍ଧାର କଲା ପୋଲିସ

ଢେଙ୍କାନାଳ: ଗତ କିଛିଦିନ ହେବ ରାଜ୍ୟରେ ପିଲା ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟ ଖେଳି ଯାଇଛି। ତେବେ ଢେଙ୍କାନାଳରେ ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ମିନା ବଜାର…

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ଟିଆରପି ସ୍କାମ୍: ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ଗିରଫ

ମୁମ୍ବାଇ: ଟିଆରପି ସ୍କାମ୍ ମାମଲାରେ ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ରବିବାର ଦିନ ମୁମ୍ବାଇ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ଏହି ମିଡିଆ ନେଟୱର୍କ ବିରୋଧରେ ଟିଆରପି ସ୍କାମ ମାମଲା ରୁଜୁ ହେବା ପରେ ଅନେକ ପୋଲିସ ରାଡାରକୁ ଆସୁଥିବା ନଜରକୁ ଆସୁଛି।…

ରାଜଧାନୀର ବିଭିନ୍ନ ବାରରେ ଅତର୍କିତ ରେଡ୍: ୪ଟି ବାର ସିଲ, ଫାଇନ୍ ଆଦାୟ

ଭୁବନେଶ୍ୱର: ଆକ୍ସନ ମୁଡରେ କମିଶରେଟ ପୋଲିସ । ରାଜଧାନୀର ବିଭିନ୍ନ ବାରରେ ରାତି ଅଧିଆ ରେଡ୍ । ଗତକାଲି ରାତିରେ ଅଚାନକ ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଟି ବାରକୁ ସିଲ୍ କରାଯାଇଛି । କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା…

ପୁରୀ: ମରଣାନ୍ତକ ଆକ୍ରମଣ ଘଟଣା, ନାବାଳକ ସମେତ ୩ ଗିରଫ

ପୁରୀ: ପୁରୀ ବାସେଳୀ ସାହି ଥାନା ଗୋଖା ସାହିର ବାସିନ୍ଦା ବିଜୟ କୁମାର ପଣ୍ଡା ଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସକୁ ମିଳିଛି ସଫଳତା। ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାନୁସାରେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ସମ୍ପୃକ୍ତ…

ପଣ୍ଡ ହେଲା ଏଟିଏମ୍ ଲୁଟ୍ ଯୋଜନା; ୫ ଗିରଫ

ପୁରୀ: ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ କଲା ପୋଲିସ। ପୁରୀ ବାସେଳୀ ସାହି ଥାନା ପୋଲିସ ଏଟିଏମ ଲୁଟ ଯୋଜନାକୁ ପଣ୍ଡ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସୁଦର୍ଶନ ନଗରର ରାଜା ଓରଫ ରାଜେଶ ବାରିକ, ଭୁଦାନ ନଗରର ରବି ସୁବୁଦ୍ଧି, ମୁନା ଓରଫ ମହେନ୍ଦ୍ର ସାହୁ,…

ବ୍ରହ୍ମପୁରରୁ ୧୯ ଚୋରା ବାଇକ ଜବତ, ୧୦ ଗିରଫ

ବ୍ରହ୍ମପୁର: ହିଞ୍ଜିଳି ପୋଲିସ ଟିଭିଏସ, ହୋଣ୍ଡା, ହିରୋ ହୋଣ୍ଡା, ୟାମାହା, କିନେଟିକ୍ ଏବଂ ପଲସର ସମେତ ୧୯ଟି ବାଇକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ବୁରୁପଡା ଗାଁର ମିତୁ ଦଳେଇଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଡିସେମ୍ବର ୧୧ରେ ଖଣ୍ଡରା ଛକ ନିକଟରେ ଗାଡ଼ି…

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…

କ୍ରାଇମବ୍ରାଞ୍ଚର ଖୁଲ୍ଲାସା: ଟାଟା ଏମଡି କହି ଠକିଛନ୍ତି ଜୁନିୟର ପାଠକ, ଚାକିରି ଆଶାୟୀଙ୍କଠାରୁ ନେଇଛନ୍ତି ପୁଳା ପୁଳା…

ଭୁବନେଶ୍ୱର: ଟାଟା ଏମଡି କହି ଲୋକଙ୍କୁ ଠକିଛନ୍ତି ଆକାଶ ପାଠକ । ଚାକିରି କରାଇ ଦେବାକୁ କହି ଆଶାୟୀଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି । ଜୁନିୟର ପାଠକଙ୍କ କାରସାଦିର କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟାଟା ମୋଟର୍ସରେ ଚାକିରି…

ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ବାସେଳି ସାହି ଥାନା ବାଲି ସ୍କୁଲ ନିକଟରେ ହୋଇଥିବା ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ବାସେଳି ସାହି ଥାନା ଜଗନ୍ନାଥ ବସ୍ତିର ଜଗନ୍ନାଥ ସ୍ୱାଇଁ ଓ ଲୋକନାଥ ରୋଡ୍ ଅଞ୍ଚଳର ଲୋକନାଥ ମିଶ୍ର । ଭାଗ୍ୟଧର ହରିଚନ୍ଦନଙ୍କ ପତ୍ନୀ ଗୀତାଞ୍ଜଳିଙ୍କ…