Latest Odisha News

BREAKING NEWS

Browsing Category

ଅପରାଧ

ଆମୱେ ଇଣ୍ଡିଆର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମୱେ ଇଣ୍ଡିଆ କମ୍ପାନୀର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ସୋମବାର ଆର୍ଥିକ ହେରଫେର ମାମଲାରେ ଇଡି ଆମୱେ ର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି । ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଜମି, ଫ୍ୟାକ୍ଟ୍ରି କୋଠା,…

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ସିନ୍ କ୍ରିଏସନ କରି ଦେଖାଇଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୋଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୋଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୋଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ,…

ମାହାଙ୍ଗା ଗଣହତ୍ୟା ମାମଲା : ୩ ଦିନିଆ ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ

କଟକ : ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ ପରୀକ୍ଷା…

ଢେଙ୍କାନାଳ ଗୁଳିକାଣ୍ଡ ଘଟଣା: ୱାର୍ଡମେମ୍ବରଙ୍କୁ ହତ୍ୟା ପରେ ପ୍ରତିଶୋଧ ନେଲେ ମୃତକଙ୍କ ପରିବାର

ଢେଙ୍କାନାଳ : ଉଗ୍ର ହେଲା ଢେଙ୍କାନାଳ ଗୁଳିକାଣ୍ଡ ଘଟଣା । ୱାର୍ଡମେମ୍ବରକୁ ଗୁଳିମାରିବା ପରେ, ମୁଖ୍ୟ ଅଭିଯୁକ୍ତଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୁଳିମାଡର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ଅଭିଯୁକ୍ତ ନୁରୁ ନାୟକଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ…

[ଦେଖନ୍ତୁ ଭିଡିଓ] ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ

କଟକ : ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ ।  ମାହାଙ୍ଗା କୁସୁପୁରରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ…

କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ

ନୂଆଦିଲ୍ଲୀ: କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ ଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ । ମୃତକ ହେଉଛନ୍ତି, ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ । କାନାଡ଼ାର ଟରଣ୍ଟୋରେ କାର୍ତ୍ତିକ ମୃତଦେହ ମିଳିଥିଲା । ଅଭିଯୁକ୍ତକୁ ଟରଣ୍ଟୋ ପୋଲିସ କୋର୍ଟରେ ହାଜର କରିଛି । ଯାହାର ଶୁଣାଣି ଏପ୍ରିଲ…

ମାହାଙ୍ଗା ଗଣହତ୍ୟା : କେମିତି ୫ଜଣଙ୍କୁ ହତ୍ୟା କଲା ? ଡେମୋ ଦେଖାଇବ ଅଭିଯୁକ୍ତ

କଟକ: ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି ।…

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି । ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…

ଗୋଧିକୁ ଗଣଦୁଷ୍କର୍ମ; ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯୌନ ଉତ୍ତେଜନାର ସୀମା ପାର କରିଗଲା ମଣିଷ । ଶେଷରେ ଗୋଧିକୁ କଲା ଦୁଷ୍କର୍ମ । ପୂର୍ବରୁ ଏମିତି କିଛି ଦୁଷ୍କର୍ମ ଜନିତ ବିକୃତ ଖବର ଆସିଛି । ଯାହା ମାନସିକ ସ୍ଥିତି ବିଗାଡ଼ିଦିଏ । ଯେଉଁଥରେ ଆପଣ ଶିଶୁ, ବୃଦ୍ଧା, ସଂପର୍କୀୟ ଓ ପରିବାର ସଦସ୍ୟଙ୍କ ସହ ଦୁଷ୍କର୍ମର ଖବର ଶୁଣିଥିବେ ।…