Latest Odisha News

BREAKING NEWS

Browsing Category

ଅପରାଧ

ପୁରୀରେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସହରର ବାଲିଆପଣ୍ଡା ଥାନା ଅନ୍ତର୍ଗତ ମାତା ମଠ ଲେନ ନିକଟରୁ ଶନିବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯିବା ପରେ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ଖୋର୍ଦ୍ଧା: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧା ଅଞ୍ଚଳରୁ ଏତେ ପରିମାଣର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରୁଛି ଏସଟିଏଫ୍ । ଏତେ ପରିମାଣର ବ୍ରାଉନସୁଗର ସେମାନ ଆଣିଲେ କେଉଁଠୁ ? ରାଜ୍ୟର କେଉଁ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ…

ବହୁ ଚର୍ଚ୍ଚିତ ସିମାଞ୍ଚଳ ହତ୍ୟାକାଣ୍ଡ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

କଳାହାଣ୍ଡି:ସିମାଞ୍ଚଳ ହତ୍ୟାକାଣ୍ଡ, ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି । କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ସୀମାଞ୍ଚଳ ମହାପାତ୍ର ହତ୍ୟାକାଣ୍ଡ ଘଟଣା । ଦିର୍ଘ କୋଡ଼ିଏ ଦିନ ଉପରେ ବିତି ଯାଇଥିଲେ ସୁଦ୍ଧା ଅପରାଧୀ କୁ ଠାବ କରି ପାରିନାହିଁ ଜୟପାଟଣା ପୋଲିସ।…

ଭୁବନେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ୧୨୫ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଡ୍ରଗ୍ସ ବେପାରିକୁ ଗିରଫ କରାଯାଇଛି। ଏହି ବ୍ରାଉନ ସୁଗାରର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ବିଭାଗ। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ଖୋଳତାଡ଼…

ଝରାଫୁଲ ମୃତ୍ୟୁ ମାମଲା: ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ର ଝରାଫୁଲ ମୃତ୍ୟୁ ମାମଲାରେ ଫେରାର୍ ଅଭିଯୁକ୍ତ ଗିରଫ । ଅନ୍ୟ ଜଣେ ସହଯୋଗୀ ଶକ୍ତି ଶେଖର ସ୍ୱାଇଁକୁ ଗିରଫ କରିଛି ଯାଜପୁର ପୋଲିସ । ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଝରାଫୁଲଙ୍କ…

ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ନଦୀକୁ ଡେଇଁ ଗୁରୁବାର ଦିନ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପାରିବାରିକ କଳହ କାରଣରୁ ଜଣେ ବିବାହିତ ମହିଳା ବ୍ରାହ୍ମଣୀ ନଦୀରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ରଘୁନାଥପାଲି ପୋଲିସ ଓ ଅଗ୍ନିଶମ ବାହିନୀ…

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ ରୁଜୁ ହେଲା ମାମଲା । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ରୁଜୁ ହୋଇଛି ମାମଲା । ମୃତ ଦୀନବନ୍ଧୁଙ୍କ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ରଙ୍କ ଲିଖିତ ଅଭିଯୋଗ ପରେ…

ଛତିଶଗଡ଼ ବିଜାପୁରରେ ପୁଣି ଯବାନଙ୍କୁ ଅପହରଣ କଲେ ମାଓବାଦୀ

ଛତିଶଗଡ଼ : ଛତିଶଗଡ଼ ବିଜାପୁରରେ ପୁଣି ଯବାନଙ୍କୁ ଅପହରଣ କଲେ ମାଓବାଦୀ । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଡିଆରଜି ଯବାନ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବାଦୀ । ବସ୍ତର ଜବଲପୁରରେ କାର୍ଯ୍ୟରତ ଥିବା ବେଳ, ଛୁଟିରେ ଗାଁକୁ ଫେରିଥିଲେ ଯବାନ ମୁରଲୀ ତାତି ।…

ମହଙ୍ଗା ପଡ଼ୁଛି କୋଭିଡ୍ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ୨୪ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ସୁଧୁରୁନାହାଁନ୍ତି ଅମାନିଆ । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ କେତେକ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି । ସେମାନଙ୍କୁ ସାବାଡ୍ କରୁଛି…