Latest Odisha News

BREAKING NEWS

Browsing Category

ଅପରାଧ

ହାଇଦରକୁ ଏନକାଉଣ୍ଟର ସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଥିବା ସ୍ଥଳରେ ଖୋଳତାଡ । ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପ୍ରମାଣ ଯୋଗାଡ କରିଛି । ଖୋଳତାଡ ବେଳେ ଏନକାଉଣ୍ଟରସ୍ଥଳରୁ ମିଳିଛି ୨ଟି ଖୋକା । ଆଉ କିଛି ଖୋକା ପଡ଼ିଛି କି ନାହିଁ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ।…

[ଭିଡିଓ] ଓଡିଶାରେ ମାତିଛନ୍ତି ବାହାର ରାଜ୍ୟର ଗଂଜେଇ ବେପାରୀ

ଗୁଣୁପୁର: ଦିନକୁ ଦିନ ଓଡିଶାରେ ଗଂଜେଇ କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଗଂଜେଇ ଚାଲାଣରେ ସଂପୃକ୍ତ ରହୁଛନ୍ତି ବାହାର ରାଜ୍ୟର ଲୋକେ । ନିକଟରେ ପୁଣିଥରେ ରାୟଗଡାରେ ଧରାପଡିଛନ୍ତି ଏକାଧିକ ଗଂଜେଇ ବେପାରୀ । ଗିରଫଦାରୀ ସହ ଜବତ ହୋଇଛି ବିପୁଳ ପରିମାଣର ଗଂଜେଇ ଓ ନଗଦ…

ମାତିଛନ୍ତି ନର ପିଶାଚ, ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନୁଗୁଳ: ଜଣେ କଲେଜ ଛାତ୍ରୀଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳର ଗିରିଧିବାସିଆ ଗାଁ । ଏକ ନାଳ ପାଖରେ ଥିବା ବୁଦାମୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଆଜି ସକାଳ ପ୍ରାୟ ୮ଟାବେଳେ ଘର ପାଖ ନାଳକୁ ଯୁବତୀ ଜଣକ…

[ଭିଡିଓ] ହାଇଦରର ଖେଳ ଖତମ୍ କଲା ଓଡିଶା ପୋଲିସ

ବାଲେଶ୍ୱର: ଆଜି ଓଡିଶାର ସମସ୍ତ ଗଣମାଧ୍ୟମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ଖବର ଖୁବ ଚର୍ଚ୍ଚା ସାଉଣ୍ଟିଛି । ପୋଲିସ ରିପୋର୍ଟ ମୁତାବକ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ହାଇଦର ଖସିଯିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିଲା ।

[ଭିଡିଓ] ଚାଂଚଲ୍ୟ ଖେଳାଇଲା ମହିଳାଙ୍କ ହତ୍ୟା ମାମଲା, ୨ ଅଟକ

ଭଦ୍ରକ: ନିଶା କାରବାରକୁ ବାଦ୍ ଦେଲେ ଏକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଗତକାଲି ରାତିରେ କାଉପୁର ପଂଚାୟତର ଏଡାଦେଇ ଗାଁରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି…

[ଭିଡିଓ] ଶ୍ୱଶୁର ବୋହୁଙ୍କୁ ନେଇ ଭଦ୍ରମୁଖା ସମାଜର ଲଜ୍ୟାକର ଅଭିଯୋଗ

ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଗଜପତି : ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ । ଘଟଣାରେ ଡିଏଫଓଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ଏସପି ଗଜପତି । ଫୋନ କଲ୍ ତଥ୍ୟ, ତଥା ସେ ସମ୍ପର୍କରେ କରାଯାଇଥିବା ଜେରା ମଧ୍ୟରେ ସୌମ୍ୟଙ୍କ ପତ୍ନୀ…

ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରନାମା, ବନ୍ଧା ହେଲେଣି ୧୧ ଜଣ

ମୁମ୍ବାଇ : ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରବାର କୁହୁକ ପେଡି । ତଦନ୍ତ ଯେତିକି ଆଗକୁ ବଢୁଛି, ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମୁମ୍ବାଇର ଅନ୍ଧେରୀ ଓ୍ବେଷ୍ଟସ୍ଥିତ…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଘଣ୍ଟାଏ ନୁହେଁ ୧୦ ମିନିଟ୍ ପାଇଁ ଅଟକି ଥିଲା…

ପାରାଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଅଭିଯୋଗ ଆସିଥିଲା ଯେ, ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା । କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ଆମ୍ବୁଲାନ୍ସ…

ଚୋରା ଚାଲାଣ ବେଳେ ଅଭିଯୁକ୍ତ ସହ ଗଞ୍ଜେଇ ଜବତ

ରାୟଗଡ଼ା : କୋରାପୁଟ ଜିଲ୍ଲାରୁ ଖୋର୍ଦ୍ଧାକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଧରିବାରେ ଅବକାରୀ ଟିମକୁ ମିଳିଛି ବଡ଼ ସଫଳତା । ପ୍ରାୟ ୧୩ ଲକ୍ଷ ଟଙ୍କାର ୨ କ୍ବିଣ୍ଟାଲ ୫୮ କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ…