Latest Odisha News

BREAKING NEWS

Browsing Category

ଅପରାଧ

ଏମିତି ପୁଅ କାହାକୁ ନମିଳୁ, ନିଜ ମାଆକୁ ଇଟାରେ ଛେଚି ମାରିଦେଲା

କେନ୍ଦୁଝର: ମାଆକୁ ମାରି ଦେଲା ପୁଅ । ଯେଉଁ ପୁଅ ବୃଦ୍ଧାବସ୍ଥାରେ ଆଶାର ବାଡ଼ି ହେବ ବୋଲି ଭାବିଥିଲା, ସେଇ ପୁଅ ସାଜିଲା ସୈତାନ । ନିଜ ମାଆକୁ ଇଟାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୨ ନମ୍ବର ୱାର୍ଡ଼ରେ ଏଭଳି ଅଭାବନୀୟ ଓ ଲୋମଟାଙ୍କୁରା…

ବାପାଙ୍କ ଜାଲ୍ ଦସ୍ତଖତ କରି ଆକାଉଣ୍ଟରୁ ଝିଅ ନେଇଗଲା ୪୦ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ଜାଲ୍ ଦସ୍ତଖତରେ ୪୦ ଲକ୍ଷ ଚଳୁ । ବାପାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିନେଲା ଝିଅ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ଏନେଇ ବାପା ପୋଲିସରେ ଝିଅ ବିରୋଧରେ ଏତଲା ଦେଇଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଥାନାରେ ହୋଇଥିବା ଅଭିଯୋଗ…

ଅପରାଧିଙ୍କୁ ଧରିବାରେ ପୋଲିସକୁ ସହୟତା କରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି । ଏଣିକ ଅପରାଧିଙ୍କୁ ଧରିବ ‘ଅତିଥି’ । ପୋଲିସର ନୂଆ ଆପ୍ ‘ଅତିଥି’ । ଏହି ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ…

ମୋମୋ ବିକ୍ରେତାଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ଜଣେ ମୋମୋ ବିକ୍ରେତାଙ୍କ ଉପରେ ଗରମ ତେଲ ପଡ଼ିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଘଟଣାଟି ଗତ ମାର୍ଚ୍ଚ ୪ ତାରିଖରେ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଦେଇଥିବା ବେଳେ ଦୋକାନୀ ମୋମୋ ଦେବାରେ ସାମାନ୍ୟ ବିଳମ୍ବ କରିଦେଇଥିଲେ। ଯାହା ଫଳରେ ବ୍ୟକ୍ତି ଜଣକ…

କୁକୁର ସହ ଦୁଷ୍କର୍ମ କରି ୬୮ ବର୍ଷୀୟ ବୃଦ୍ଧ ଗିରଫ

ମୁମ୍ବାଇ: କୁକୁର ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବୃଦ୍ଧ । କୁକୁରକୁ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ୬୮ ବର୍ଷୀୟ ଅହମଦ ସାହି । ସେ ଜୁହୁ ଗୁଲି ଅଞ୍ଚଳର ପନିପରିବା ବିକ୍ରି କରନ୍ତି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।…

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙକ୍ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ…

ହୋଟେଲ ମାଲିକ ହତ୍ୟା ମାମଲାରେ ୫ ଗିରଫ

ରାଉରକେଲା : ହୋଟେଲ ମାଲିକ ତଥା କଂସାବାସନ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା, ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା,…

ବାଲିରେ ୫୨୦ ବୋତଲ ମଦ ଲୁଚେଇ ରଖିଥିଲେ ମଦ ମାଫିଆ, ଗଙ୍ଗା ନଦୀ କୂଳରୁ ଜବତ କଲା ପୋଲିସ 

ପାଟନା: ପାଟନା ଓ ସୋନପୁରରେ ପୋଲିସ ୨୦ ଲକ୍ଷ ଟଙ୍କାର ମଦ ଜବତ କରିଛି । ଏହି ମଦ ବାଲି ତଳେ ଲୁଚାଇ ରଖାଯାଇଥିଲା । ମଦ ମାଫିଆ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲି ତଳେ ଓ କ୍ଷେତରେ ମଦ ଲୁଚାଇ ରଖିଥିଲେ । କିନ୍ତୁ ପୋଲିସକୁ କୌଣସି ପ୍ରକାରେ ତାର ସୂଚନା ମିଳିଯାଇଥିଲା । ପୋଲିସ ଗଙ୍ଗା…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ସ୍ମଗଲର ଗିରଫ

ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧…

ଗେଷ୍ଟହାଉସରୁ ଭଲିବଲ୍ କୋଚଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଇନଫୋସିଟିରେ ଥିବା ଏକ ଗେଷ୍ଟହାଉସରୁ ଜଣେ ଭଲିବଲ ପ୍ରଶିକ୍ଷକ ରାଜେଶ ତିୱାରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁଯାୟୀ, ରାଜେଶ ଭୋପାଳର ବାସିନ୍ଦା ହୋଇଥିଲା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୬୯ ତମ ସିନିୟର…