Latest Odisha News

BREAKING NEWS

Browsing Category

ଅପରାଧ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ବିବନ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଗତକାଲି ସିବିଆଇର ୨ ଜଣିଆ ଟିମ୍ ଅଞ୍ଜନା ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ବାରଙ୍ଗ ନରଣପୁର ଗାଁରେ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା କରୁଥିବା ଜଣାପଡ଼ିଛି ।…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…

ପରୀ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ : ବହୁଚର୍ଚ୍ଚିତ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଓଡ଼ିଶା ହାଇକୋର୍ଟ । ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି ହାଇକୋର୍ଟ । ଅପରପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ବିସ୍ତୃତ ଷ୍ଟାଟର୍ସ ରିପୋର୍ଟ ସିଲ୍ କଭରରେ…

ଭୁବନେଶ୍ୱରରୁ ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଗୁରୁବାର ଦିନ ପୋଲିସ ତିନି ଜଣ ମହିଳାଙ୍କଠାରୁ ପ୍ରାୟ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ସମ୍ପୃକ୍ତ ତିନି ମହିଳାଙ୍କୁ ଗିରଫ ପରେ ପଚରାଉଚରା କରାଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ…

ପୁରୀରୁ ୨.୩୬ଲକ୍ଷ ଟଙ୍କାର କୋରେକ୍ସ ଜବତ, ୧୨ ଗିରଫ

ପୁରୀ: ପୁରୀର ବିଭିନ୍ନ ସ୍ଥାନରେ ପୋଲିସ ଆଜି ଚଢଉ କରି ୨୧୪୯ ବୋତଲ କୋରେକ୍ସ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୬ ହଜାର ୩୯୦ ଟଙ୍କା ହେବ ବୋଲି ଜଣାପଡିଛି । ଏଥି ସହ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ବାସେଳୀ ସାହିରୁ…

ଘରୁ ଡାକି ନେଇ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ, ଜାଣନ୍ତୁ କାରଣ…

ନବରଙ୍ଗପୁର: ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗାଁର ମେଡିକାଲ ଷ୍ଟୋର ମାଲିକ କାହ୍ନୁ ଦାଶଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ଟଙ୍କା ନେଣଦେଣକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର

ସୋନପୁର: ଟଙ୍କା ନେଣଦେଣକୁ କେନ୍ଦ୍ର କରି ଫୁଟିଲା ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟାରେ ଗୁଳିମାଡ଼ ହୋଇଛି । ଜଣେ ଜେସିବି ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ । ଜେସିବି ଡ୍ରାଇଭର ଅଡାଲ ଗାଁର ଭଜନ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ…

ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଜଣ ଗୁରୁତର

ଭଦ୍ରକ: ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଏସ୍କର୍ଟ ପାର୍ଟିର ଆକ୍ରମଣର ୩ ଜଣ ଗୋ ସୁରକ୍ଷା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏହି ଘଟଣା ଘଟିଛି । ବେଆଇନ୍ ଗୋ ଚାଲାଣ ହେଉଥିବା ଖବର…

ବାରକୋଟରୁ ବାଘ ଛାଲ ବେପାରୀଙ୍କୁ ବାନ୍ଧିଲା ଏସଟିଏଫ୍

ଭୁବନେଶ୍ୱର: ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ । କ୍ରାଇମବ୍ରାଞ୍ଚ ଏସଟିଫ୍ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଦେବଗଡ଼ ଜିଲ୍ଲା ବାରକୋଟ ନିକଟରୁ ସେମାନଙ୍କୁ ବାନ୍ଧିଛି ଏସଟିଏଫ୍ । ଜବତ ହୋଇଛି ଏକ କଲରାପତରିଆ ବାଘ ଛାଲ । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ପୋଲ ତଳେ ଫିଙ୍ଗିଦେଲେ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ କଲ୍ୟାଣୀ ହାଟୁଆଣୀ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ୪ରୁ ୫ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଯୁବକଙ୍କୁ ପୋଲ ତଳେ ଫିଙ୍ଗି ଦେଇଥିଲେ । ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି…