Latest Odisha News

BREAKING NEWS

Browsing Category

ଅପରାଧ

ଚୋରି କରିବାକୁ ମନ୍ଦିରରେ ପଶିଥିଲେ, ଧରିଲେ ଗାଁ ଲୋକ

ବାଲେଶ୍ୱର: ମନ୍ଦିରରେ ଚୋରି କରିବାକୁ ପଶିଥିଲେ ଚୋର । ଜାଣିଲେ ଗାଁ ଲୋକ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାରିଭିଲା ଗାଁରେ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ ।…

ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ

ଭବାନୀପାଟଣା: ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ । ମହିଳାଙ୍କ ଅଶ୍ଲୀଳ ଭିଡିଓ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ୍ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରାଥମିକ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହନୁମାନ ମାଝୀ । କଲମପୁର ବ୍ଲକର ପିପଳିଝପର ପ୍ରାଥମିକ ବିଦ୍ୟାଳୟର…

କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା, ବାପା ଗୁରୁତର

କାମାକ୍ଷାନଗର(ଢେଙ୍କାନାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା ଅଭିଯୋଗ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁରେ ଏହି ଘଟଣା ଘଟିଛି । ସଂଘବଦ୍ଧ ଆକ୍ରମଣରେ ଯୁବତୀଙ୍କ…

ଜଜ୍‌ଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇ ଗିରଫ

ବୁଗୁଡା : ଜଜଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇଙ୍କୁ ଗିରଫ କରିଛି ବୁଗୁଡା ପୋଲିସ । ଗିରଫ ଏଏସ୍‌ଆଇଙ୍କ ନାଁ ସୂର୍ଯ୍ୟନାରାୟଣ ବେହେରା । ସୂଚନା ଅନୁଯୟୀ, କରଚୁଲି ଗାଁର ବିଜୟ ବେହେରା ଓରଫ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜାନୁଆରୀ…

କଳା ସାରଙ୍କ କଳା କାରନାମା, ପ୍ରେମ ଜାଲରେ ଫସାଉଥିଲେ ଜଣେ ପରେ ଜଣେ ମହିଳାଙ୍କୁ, ଉଠାଇ ନେଲା ପୋଲିସ

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା । ନିଜ ପ୍ରେମ ଜାଲରେ ଫଶାଇ ଜଣକ ପରେ ଜଣେ ଚାରି ଜଣଙ୍କୁ ବିବାହ କରିଛନ୍ତି ରୋମିଓ ଶିକ୍ଷକ । ଏନେଇ ଥାନାରେ ଏତଲା ଦିଆଯାଛି । ଶିକ୍ଷକଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ…

ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସୁପରଭାଇଜର

ସୋନପୁର: ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେଭିନ୍ୟୁ ସୁପରଭାଇଜର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ଗିରଫ ହୋଇଛନ୍ତି । ତାଙ୍କ ନାଁ ନବେନ୍ଦ୍ର ମହାକୁଡ । ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ସେ ୧୦…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LVA ଟେଷ୍ଟ ନେଇ ଆଜି ଚିଲଡ୍ରେନ କୋର୍ଟରେ ଶୁଣାଣି

ନୟାଗଡ଼: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚିଲଡ୍ରେନ କୋର୍ଟରେ ହାଜର ହେବ ଗିରଫ ନାବାଳକ ଅଭିଯୁକ୍ତ । ଅନୁଗୋଳ ବାଳ ସୁଧାର ଗୃହରୁ ତାକୁ କଡ଼ା ସୁରକ୍ଷା ଭିତରେ ଆଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତର LVA ଟେଷ୍ଟ ନେଇ ସ୍ୱତନ୍ତ୍ର ତଦନ୍ତକାରୀ…

ଗଞ୍ଜେଇ ଚାଲାଣ ରାକେଟରେ ମହିଳା, ୪ ଜଣ ଗିରଫ

ସୁନ୍ଦରଗଡ଼: ଗଞ୍ଜେଇ ଚାଲାଣ ରାକେଟରେ ମହିଳା । କାରରେ ଚାଲାଣ ବେଳେ ଧରିଲା ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ ନିକଟରୁ ଗାଡ଼ି ଓ ଗଞ୍ଜେଇ ଜବତ ହୋଇଛି । ପୋଲିସ ଜବତ କରିଛି ୭୦ କିଲୋଗ୍ରାମ୍ ଗଞ୍ଜେଇ ।…

ଭୁବନେଶ୍ବରରେ ଯୁବତୀଙ୍କ ଠାରୁ ଲୁଟ୍

ଭୁବନେଶ୍ବର : ରାଜଧାନୀରେ ଯୁବତୀଙ୍କ ଠାରୁ ଲୁଟ୍ । ବାଣୀବିହାର ଛକରେ ଯୁବତୀଙ୍କ ଠାରୁ ୨୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୨୦ ହଜାର ଟଙ୍କା ମୋବାଇଲ ଫୋନ୍, ଏଟିଏମ କାର୍ଡ ସହ ଭ୍ୟାନ୍‌ଟି ବ୍ୟାଗ ଛଡ଼ାଇ ନେଇଛନ୍ତି ଲୁଟେରା । ସସ୍ମିତା ପାତ୍ର ନାମକ ଜଣେ ଯୁବତୀ ସ୍କୁଟି ଚଳାଇ ଯାଉଥିବା…

କେନାଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

କଟକ: କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭେଡା ପଞ୍ଚାୟତର ଏକ ଜମିରୁ ଗୁରୁବାର ଦିନ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଅନ୍ନପୂର୍ଣ୍ଣା ମହାପାତ୍ର ବୋଲି ଜଣାପଡିଛି। ୪୪ ବର୍ଷୀୟ ଏହି ବିଧବା ମହିଳା ଜଣକ ପିତାମାତା ସହ ରହୁଥିଲେ। ଅନ୍ନପୂର୍ଣ୍ଣାଙ୍କ ବାପା…