Latest Odisha News

BREAKING NEWS

Browsing Category

ଅପରାଧ

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଖୋଲାଖୋଲି ଭାବେ ଧଳା ଜହରର କାରବାର କରୁଛନ୍ତି । ଆଜି ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି । ବ୍ରାଉନ ସୁଗାର କାରବାର ଚାଲିଥିବା ନେଇେ କୌଣସି…

ବାଳୁଙ୍ଗା ପୁଅ: ଟଙ୍କା ନଦେବାରୁ ବାପାଙ୍କୁ ହାଣିଲା

ଢେଙ୍କାନାଳ: ପୁଅ ବାପାକୁ ହାଣିଲା । ଟଙ୍କା ମାଗିବାରୁ ବାପା ଦେଲେ ନାହିଁ । ଏତିକିରେ ରାଗିଗଲା ବାଳୁଙ୍ଗା ପୁଅ । କାତିରେ ବାପାଙ୍କ ଉପରେ ଚୋଟ ପକାଇଲା । ଢେଙ୍କାନାଳ ଜିଲ୍ଲା ସଦର ଥାନା ପାରିଖେଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ବାପାକୁ କାତିରେ…

୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ନବରଙ୍ଗପୁର: ନବରଙ୍ଗପୁରର ଚାନ୍ଦିଆବେଡା ଅଞ୍ଚଳରୁ ରବିବାର ଦିନ ଉମରକୋଟ ପୋଲିସ ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସଂପୃକ୍ତି ନେଇ ଆସାମ ରାଇଫଲ କର୍ମଚାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଉମରକୋଟ୍ ସବ୍ ଡିଭିଜନାଲ ପୋଲିସ୍ ଅଧିକାରୀ…

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି…

ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ବ୍ରହ୍ମପୁର: ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତଦେହ ନିକଟରେ ପଡ଼ିଛି ଇଟା ଓ କାଠ ଫାଳିଆ । ଫଳରେ ହତ୍ୟା ସନ୍ଦେହ କରାଯାଉଛି । ଗାଁ ଦାଣ୍ଡରେ ପଡିଛି ମୃତଦେହ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା ଗାଁରେ ଘଟିଛି ଏହି ଅଭାବନୀ ଘଟଣା । ମୃତକ ହେଲେ ବଡ଼ସାହିର ଦଣ୍ଡପାଣି…

ବିଲ ମଝିରୁ ୨ଟି କଟା ଗୋଡ଼ ଉଦ୍ଧାର

ଜଳେଶ୍ୱର: ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼ । ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ । ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁରେ ଘଟିଛି ଘଟଣା । ସବୁଦିନ ପରି ଆଜି କିଛି ଲୋକ…

କାର ଘଷି ହୋଇ ଯିବାରୁ ବରିଷ୍ଠ ନାଗରିକଙ୍କୁ ମାଡ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବା ବେଳେ ଜଣେ ଯୁବକଙ୍କ କାର ମିରର୍ ସହ ଜଣେ ବରିଷ୍ଠ ନାଗରିକଙ୍କ କାର ଘଷି ହୋଇଯିବାରୁ ତୁମୁଳକାଣ୍ଡ । ଯୁବକ ଜଣକ ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିବା ସହ ପାଞ୍ଚ ହଜାର ଟଙ୍କା ଦାବି କରିଥିଲା । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ…

ବ୍ରହ୍ମପୁରରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଯୁବକ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଲାଇନରେ ବୋମାମାନ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ଅଳ୍ପକେ ବର୍ତ୍ତିଲେ ଯୁବକ । ୨ଟି ମୋଟର ସାଇକେଲରେ କିଛି ଦୁର୍ବୃତ୍ତ ଆସି ବୋମାମାଡ କରିଥିବା ଜଣାପଡିଛି । ଯୁବକଙ୍କ ଉପରକୁ ବୋମାମାଡ଼ ପରେ ଦୁର୍ବୃତ୍ତମାନେ…

ଗୋଟିଏ ରାତିରେ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ବାଲିଗୁଡ଼ା: ମନ୍ଦିରକୁ ବି ଛାଡୁ ନାହାନ୍ତି ଲୁଟେରା । ଦେବଦେବୀଙ୍କ ଅଳଙ୍କାର ଲୁଟ୍ କରୁଛନ୍ତି । ଗୋଟିଏ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଛି । ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…

ଝରାଫୁଲ ମୃତ୍ୟୁ ଘଟଣାକୁ ପୁରିଲା ୧ ମାସ; ଏବେବି ସତ ଉପରୁ ଉଠିନି ପରଦା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧ ମାସ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇ ନାହିଁ ପୋଲିସ। ଘଟଣାସ୍ଥଳ ପାଖରେ ଥିବା…