Latest Odisha News

BREAKING NEWS

Browsing Category

ଅପରାଧ

ଶନି ମନ୍ଦିରରୁ ତାଲା ଭାଙ୍ଗି ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍

ବାଲେଶ୍ୱର: ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିର ଭିତରୁ ଠାକୁରଙ୍କ କେଜିଏରୁ ଅଧିକ ରୁପା ମୁକୁଟ ସହ ସୁନା ଅଳଙ୍କାର ଧରି…

ହେଲମେଟ୍ ପାଇଁ ବସଉଠ ହେଲେ ଯୁବକ

ଅନୁଗୁଳ: ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ।ଆଉ ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ହେମସୁରପଡା ଠାରେ ଆଜି ମଧ୍ୟାହ୍ନରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ ଚାଲିଥିଲା । ସେହି ସମୟରେ ମୋଟର ସାଇକେଲରେ ଆସୁଥିବା ଜଣେ ଯୁବକ…

ଉଦଳା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ, ୨ ବ୍ୟବସାୟୀ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡକୁ ବଡ଼ ସଫଳତା । ଉଦଳା ଥାନା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଥିସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ଫାଗୁ ହାଁସଦା ଓ ପିଥ ସୋରେନ । ଫାଗୁର ଘର ଉଦଳା ଥାନା…

ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିିହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ସହ ଆଜି ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁମାନଙ୍କ ପରିଚୟ ମିଳିପାରିିନାହିଁ।  ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା…

ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କଲେ ମଦ ମାଫିଆ, ଏଏସ୍ଆଇ ମୃତ

ସୀତାମାରି:ବିହାରର ସୀତାମାରି ଜିଲ୍ଲାରେ ମଦ ମାଫିଆଙ୍କ ଆକ୍ରାମଣରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌ ଇନସ୍ପେକ୍ଟର୍‌ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସ କର୍ମୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ଦିନେଶ୍‌ ରାମ୍‌ ହୋଇଥିବା ବେଳେ ଆହାତଙ୍କ ନାମ ଲାଲ୍‌ବାବୁ…

କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

ଭଦ୍ରକ: କୋଇଲା ଚୋରି ରୋକିବାକୁ ଯାଇଥିବା ଆରପିଏଫ୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । କୋଇଲା ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ଆରପିଏଫ୍ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋଇଲା ମାଫିଆଙ୍କ ଆକ୍ରମଣରେ…

ଗଞ୍ଜେଇ ମାଫିଆଙ୍କ ଚାଲ୍ ମାନିବାକୁ ପଡ଼ିବ, ବାଲି ବୋଝେଇ ଟିପରରୁ ବସ୍ତା ବସ୍ତା ଗଞ୍ଜେଇ ଜବତ

କୋରାପୁଟ: ଉପରେ ବାଲି, ଭିତରେ ଗଞ୍ଜେଇ । ବାଲି ବୋଝେଇ ଟିପରରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ । ମାତିଛନ୍ତି ମାଫିଆ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଏଭଳି ଫନ୍ଦି ଫିକର କରୁଛନ୍ତି । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ବାଲି ବୋଝେଇ ଟିପରରୁ ଗଞ୍ଜେଇ ଜବତ କରିଛି ପାଡୁଆ ଥାନା ପୋଲିସ ।…

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ…

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ

ଫୁଲବାଣୀ: ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ…

ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗାଁ ନିକଟରେ ଲୁଟ୍ । ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।…