Latest Odisha News

BREAKING NEWS

Browsing Category

ଅପରାଧ

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ସକାଳୁ ସକାଳୁ ପୁଣି ମାତିଲେ ଲୁଟେରା । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଝାରପଡ଼ା ଜେଲ ସାମନା ରାସ୍ତାରୁ ଆଜି ସକାଳେ ଏହି ଲୁଟ ହୋଇଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ । ମର୍ଣ୍ଣିଂ…

ପିଲାଚୋର ସନ୍ଦେହରେ ପୋଲିସକୁ ପିଟିଲେ, ଏବେ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଗ୍ରାମବାସୀ ମାନେ ସାଧା ପୋଷାକଧାରୀ ପୋଲିସ ମାଡ଼ ମାରିଛନ୍ତି। ଚୋର ଧରିବାକୁ ପୁଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ…

ପ୍ରେମିକାକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ପରେ ନିଜ ଦେହରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ପ୍ରେମିକା ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପ୍ରେମିକାର ମୃତ୍ୟୁ ହୋଇଛି । ମୁମ୍ବାଇର ମେଘୱାଡ଼ି ଅଞ୍ଚଳରେ ଦେଖିବାକୁ…

‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ନିଜ ପୁଅର ବଳିଦାନ’, ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କଲା ମାଆ

ପଲକ୍କଡ: କେରଳର ପାଲକ୍କଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମଦ୍ରାସା ଶିକ୍ଷୟିତ୍ରୀ ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କରିଛନ୍ତି । ‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ସେ ନିଜ ପୁଅର ବଳିଦାନ ଦେଇଥିବା କହିଛନ୍ତି । ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି…

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

କେନ୍ଦୁଝର: ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । କେନ୍ଦୁଝର ଆରଟିଓ ଅଫିସ ପାଖରେ ଚଢ଼ାଉ କରିଥିଲା ଏସଟିଏଫ୍ ।…

ରାଜଧାନୀରେ ଦୁଇ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପଟପ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅମିତ ଜେନା ଓ କାହ୍ନୁ ଚରଣ ମିଶ୍ର। ମିଳିଥିବା ସୂଚନା ଅନୁୟାୟୀ, ଏମାନେ ନିଛାଟିଆ ସ୍ଥାନରେ ଏକାକୀ ଯାଉଥିବା…

ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ୍ ଘଟଣାରେ ୭ ଗିରଫ

ଭୁବନେଶ୍ବର : ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସେକ୍ସ ରାକେଟ ଘଟଣାରେ ଗିରଫ ହୋଇଛନ୍ତି ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସମ୍ପାଦକ ସୁରେଶ ବେହେରା । ସୁରେଶକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି ।…

ଲଜ୍ଜା ! ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା । ବଣଭୋଜି କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁସାରେ, କୋଟଗଡ଼…

ରାଜଧାନୀରୁ ୪ ଡକାୟତ ଗିରଫ, ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗ ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ମହିଳା ଏକାକୀ ଯାଉଥିବା ଅବସ୍ଥାରେ ଲୁଟି ନେଉଥିଲେ ଗହଣା, ମୋବାଇଲ୍ ଓ ଟଙ୍କା । ଏଭଳି ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଏବଂ…

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନାହିଁ । ଅନୁମାନ କରାଯାଉଛି ମୃତକ…