Latest Odisha News

BREAKING NEWS

Browsing Category

ଅପରାଧ

ବ୍ରିଜ ସ୍ଲାବ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର: କେମିତି ଓ କିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରଠାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିଲା ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ…

ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ପୋଲିସ ଆଖିରେ ଧୂଳି ଦେବାକୁ ନୂଆ ନୂଆ କୌଶଳ ଆପଣଉଛନ୍ତି ବେପାରୀ । ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ଏଭଳି ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ମାଲକାନଗିରି ଥାନା ପୋଲିସ । ଦୁର୍ବୃତ୍ତ ନୀଳବତି ଲାଗିଥିବା ଗାଡ଼ି…

କଟକରେ ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ: ବାଲିଘାଟ ଉପରେ କମିଶନରେଟ ପୋଲିସର ଚଢ଼ାଉ । କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ ହୋଇଛି । ଏତିକିବେଳେ ଜବତ ହୋଇଛି ୭ଟି ଟ୍ରାକ୍ଟର । ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛନ୍ତି । ଏହି…

ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ

ଆଠଗଡ: ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ । ଏଥିରେ ଜଣେ ହାବିଲଦାର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିମେଣ୍ଟ କମ୍ପାନୀରେ ବିଦ୍ୟୁତ ସଂଯୋଗ ଦିଆଯିବା ବେଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଯେଉଁ ସବୁ ଜମି ଉପର ଦେଇ ବିଦ୍ୟୁତ…

ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଚାଲିଗଲା ଜୀବନ

ଦେବଗଡ଼: ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର । ତା ସଂସ୍ପର୍ଶରେ ଆସି ଅକାଳରେ ଚାଲିଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଶାମପାଲି ଗାଁରେ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି…

 ଜାତୀୟ ରାଜପଥରେ ଲୁଟ୍‌ତରାଜ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ପୁରୀ ପୁଲିସକୁ ମିଳିଲା ବଡ ସଫଳତା। ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକିଛି ଦିନ ହେଲା ଏହି ଗ୍ୟାଙ୍ଗର ସଦସ୍ୟା ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଅଟକାଇ…

ବର୍ବରତା, ଗଙ୍ଗନଦୀର ଦୁର୍ଲଭ ଡଲଫିନ୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା !

ପ୍ରତାପଗଡ (ଉ.ପ୍ର): ଗତମାସରେ ସାମ୍ନାକୁ ଆସିଥିଲା ଏହି ଭିଡିଓ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଗଙ୍ଗାନଦୀର ଦୁର୍ଲଭ ଡଲଫିନକୁ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରହାର କରି ହତ୍ୟା କରିଥିଲେ ତିନିଜଣ ବ୍ୟକ୍ତି । ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏହି ଘଟଣାର ଭିଡିଓକୁ ନେଇ ଆରମ୍ଭ…

ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାବାଳକର ହେବନି ନାର୍କୋ ଟେଷ୍ଟ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ଏଥି ପାଇଁ ଗିରଫ ଅଭିଯୁକ୍ତ ଯିିଏ କି ଜଣେ ନାବାଳକ ସେ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇ ନ ଥିବା ଜଣାପଡିଛି । ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ସେ ନାର୍କୋ ଟେଷ୍ଟ…

ଜୁଭେଲାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହେଲା ପରୀ ହତ୍ୟାକାଣ୍ଡର ନାବାଳକ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଅନୁଗୁଳ ବାଳସୁଧାର ଗୃହରୁ ତାକୁ ଆଣି ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହେବ । ନୟାଗଡ଼ ପକସୋ…

ବିଚ୍ ରାସ୍ତାରେ ଛୁରୀ ଭୁସି ଜଣଙ୍କୁ ହତ୍ୟା, ଜଣେ ଗୁରୁତର

ଜୟପୁର: ବିଚ୍ ରାସ୍ତାରେ ଛୁରାମାଡ଼ । ଛୁରୀ ଭୁସି ଜଣଙ୍କୁ ହତ୍ୟା । ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ନିକଟରେ ଏହି ଘଟଣା ଘଟିଛି । ମୃତକ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ । ଆହତଙ୍କ ନାଁ…