Latest Odisha News

BREAKING NEWS

Browsing Category

ଅପରାଧ

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।…

ପରୀ ହତ୍ୟା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏସଆଇଟି ପକ୍ଷରୁ  ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟରେ ଦର୍ଶାଯାଇଛି । ଏକ ବନ୍ଦ ଲଫଫାରେ ସତ୍ୟପାଠ ଦାଖଲ କରିଛି ଏସଆଇଟି  । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ …

ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ସ୍ଥିତ ତିଲେଇମାଳ ସ୍କୁଲର ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ତାଙ୍କ ନାଁ ପ୍ରମୋଦ ପାଣିଗ୍ରାହୀ । ସେ ତିଲେଇମାଳ ସ୍କୁଲର ପ୍ରଧାନଶିକ୍ଷକ…

ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କ ଖୋଳତାଡ ପାଇଁ ବ୍ରହ୍ମପୁରରେ ଭିଜିଲାନ୍ସ ଟିମ୍

ବ୍ରହ୍ମପୁର: କ୍ରାଇମବ୍ରାଞ୍ଚ ପରେ ଭିଜିଲାନ୍ସ । ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କର ତଦନ୍ତ ଆରମ୍ଭ କରିଛି । ଆଜି ଭିଜିଲାନ୍ସର ଗୋଟିଏ ଟିମ୍ ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି । ଭିଜିଲାନ୍ସ ସେଲ ଊଝଚ ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଖୋଳତାଡ ଆରମ୍ଭ ହୋଇଛି । ପାଠକ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ADG ଆଜି ହାଜର ହେବେ । ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ । ପୂର୍ବ ଶୁଣାଣିରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି କହିବା ସହ…

ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି; ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ସଂଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା। ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟ ମଧ୍ୟରେ ଧନୁପାଲି ଥାନା ଅଞ୍ଚଳ ସାକ୍ଷୀପଡା ସ୍ଥିତ ହନୁମାନ ମନ୍ଦିର ନିକଟରେ ସଂଘବଦ୍ଧ ଆକ୍ରମଣରେ ଯାଇଛି ଜଣେ ଯୁବକଙ୍କ ଜୀବନ। ଯୁବକଙ୍କୁ ପିଟିପିଟି ମାରିଦେଇଥିବା…

ଯାଜପୁରରୁ ଜବତ ହେଲା ବାଲେଶ୍ଵରର ହାତୀ ଦାନ୍ତ ଓ ହରିଣ ଶିଙ୍ଗ ; ୨ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ ଟି ହରିଣ ସିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛି ବନବିଭାଗ। ଏଥିସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା…

ନୟାଗଡରୁ ନିଖୋଜ ତିନି ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଲା

ନୟାଗଡ଼: ଗତ ଚାରି ଦିନ ହେଲା ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ ଗାଁ ପୋଖରୀରୁ ମିଳିଛି ।ଏହାକୁ ନେଇ ସ୍ୱାତୀଙ୍କ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ସୂଚନାଥାଉ କି, ଗତ ଶୁକ୍ରବାର ଦିନ ବେଳେ ଗାଁ ଦାଣ୍ଡରୁ ନିଖୋଜ ହୋଇ…

ନିଖୋଜର ପାଞ୍ଚ ଦିନ ପରେ ପୋଖରୀରୁ ମିଳିଲା ୩ବର୍ଷ ଶିଶୁ କନ୍ୟାର ମୃତଦେହ

ନୟାଗଡ଼: ପାଞ୍ଚ ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗାଁର ନିଖୋଜ ୩ବର୍ଷର ଝିଅର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ହେଲେ ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ୱାତୀ) । ଗତ ଶୁକ୍ରବାର ଦିନ ବାରିପଟେ ଖେଳୁଥିବା…

ରିମାଣ୍ଡରେ ଗଲେ ପ୍ରଦୀପ ପାଣିଗ୍ରାହୀ, ଆକାଶଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଦୁଇ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରହୀ । ଜେରା ପାଇଁ ତାଙ୍କୁ ଝାରପଡ଼ା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି । ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଟାଟାରେ ଚାକିରି ନାଁରେ ଠକେଇ ମାମଲାରେ…