Latest Odisha News

BREAKING NEWS

Browsing Category

ଅପରାଧ

ପାନ ଦୋକାନୀ ନାଁରେ ଶହେ କୋଟିର ଜିଏସଟି ଠକେଇ

ରାଉରକେଲା: ପୁଣି ରାଉରକେଲାରୁ ସାମନାକୁ ଆସିଛି ବଡ଼ ଧରଣର ଜିଏସଟି ଠକେଇ। ଜଣେ ପାନ ଦୋକାନୀଙ୍କ ନାଣରେ ଶହେ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି । ରାଉରକେଲା କୋଏଲନଗରର ଜଣେ ପାନ ଦୋକାନୀ କାର୍ତ୍ତିକ କମିଲାଙ୍କୁ ପାଖକୁ ଆସିଛି ୧୦୯ କୋଟି ଟଙ୍କା ଜିଏସଟି ଠକେଇ ନୋଟିସ। ପାନ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ଖୋଲିବ ଟାଟାରେ ଚାକିରି ନାଁରେ ଠକେଇର ଗୁମର । ଆକାଶ ପାଠକଙ୍କ ପରେ ତାଙ୍କର ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ…

ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଜଣେ ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ସେ ହେଉଛନ୍ତି ଏ.ଏସ୍‌ ରାଉତପୁର ଜଙ୍ଗଲପାଡୁ ଗାଁର ଶିକ୍ଷକ ଦୁଷ୍ମନ୍ତ ନାୟକ । ଆଜି ସକାଳୁ ଏକକାଳୀନ ୧୨ଟି…

ସାମାନ୍ୟ କଥାରୁ ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

ମିରଟ୍: ଉତ୍ତରପ୍ରଦେଶର ମିରଟ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ସ୍ଥାନୀୟ ଅଞ୍ଚଳରେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଭଉଣୀକୁ ହତ୍ୟା ପରେ ଭାଇ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ଭାଇ। ସୂଚନାନୁସାରେ, ମିରଟର ଗଙ୍ଗାନଗର ସ୍ଥିତ କୈଳାସ ବାଟିକାରେ ରହୁଥିବା ଭାଇ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଏକକାଳୀନ ରେଡ୍

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ନାରାୟଣ ପ୍ରଧାନ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ନାରାୟଣ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତହସିଲ ଅନ୍ତର୍ଗତ ବରଡିଆ ରେଭିନ୍ୟୁ ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ) ଅନିତା ତରାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଗୁଆଲିଗାଁର ସବିତା ମଲ୍ଲିକଙ୍କ ଅଭିଯୋଗ ପରେ…

କଣ୍ଟାବାଞ୍ଜିରେ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବଲାଙ୍ଗିର : କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିଙ୍କ ନାଁ ଶୁକମଣି ଚିରାଗୁନ ଓ ଘର ମୁରିବାହାଲ ଥାନା ସୁକୁନିପଦର ଗାଁର । ସୂଚନାଅନୁଯାୟୀ, ଶୁକମଣି କଣ୍ଟାବାଞ୍ଜି ଅଞ୍ଚଳରୁ…

ଅନୈତିକ ସମ୍ପର୍କ ଦେଖିଦେଲା ବୋଲି ମାରିଦେଲେ…

ବାଲେଶ୍ୱର: ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାର ଚାଂଚଲ୍ୟକର ଖୁଲାସା ହୋଇଛି । ପଡିଶା ଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଦେଖିଦେବାରୁ ୭ ବର୍ଷର ଏହି କୁନି ଝିଅକୁ ହତ୍ୟା କରାଯାଇଥିବା ବସ୍ତା ଏସଡିପିଓ କହିଛନ୍ତି । ଆଜି ସକାଳେ ନାବାଳିକାର ମୃତଦେହ ପୋଖରୀରୁ…

ପରୀ ମୃତ୍ୟୁ ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ଘେରିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ଅଫିସ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ବାଧା ଦେଇଥିଲା । ଏତିକିବେଳେ ପୋଲିସ ସହ ବିକ୍ଷୋଭକାରୀଙ୍କ ମଧ୍ୟରେ…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷର୍ମ ମାମଲା: କ୍ରାଇମବ୍ରାଞ୍ଚ ହେପାଜତରେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଏଫଆଇଆରରେ ନାଁ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ସେମାନଙ୍କୁ ଉଠାଇ ନେଇଥିଲା । ସେମାନେ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ…