Latest Odisha News

BREAKING NEWS

Browsing Category

ଅପରାଧ

ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ବଲାଙ୍ଗିର ଜିଲ୍ଲା ଚନ୍ଦ୍ରଶେଖରନଗରର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡ଼ାସିଂ ଗାଁରେ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଅବସ୍ଥାରେ ଟାଉନ…

ବେକରେ ଛୁରି ଲଗାଇ ଲୁଟ୍

ଆଠଗଡ: ଘରେ ପଶି ବେକରେ ଛୁରି ଲଗାଇ ଲୁଟ୍ । ଏଭଳି ଅଭିଯୋଗ ଆସିଛି ଆଠଗଡ ଜିଲ୍ଲା ଖୁଂଟୁଣି ଥାନା ଖମାର ନୂଆଗାଁରେ । ଗତ ବିଳମ୍ବିତ ରାତିରେ ଘରେ ଦୁର୍ବୃତ୍ତମାନେ ପସି ବେକରେ ଛୁରି ଲଗାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଚଳନ୍ତା ଗାଡିରୁ ଡେଇଁଲେ ଦୁଇ ଯୁବତୀ !

ପଂଜାବ: ଅସୁରକ୍ଷିତ ଭାରତ ନା ବିପଦରେ ନାରୀ ଜାତିର ଅସ୍ତିତ୍ୱ । ପାଦେପାଦେ ବିପଦ । ପ୍ରତି ସମୟରେ ନାରୀମାନଙ୍କ ପ୍ରତି ଘଟୁଛି କିଛି ନା କିଛି ଅଘଟଣ । ଦୁଷ୍କର୍ମ ଭଳି ଶବ୍ଦ ଟିଭି, ଖବର କାଗଜ ଓ ଡିଜିଟାଲ ମିଡିଆରେ ସଦାସର୍ବଦା ପୃଷ୍ଠା ମଣ୍ଡନ କରୁଛି । ପଂଜାବର ଅମ୍ରିତସରରେ ସାମ୍ନାକୁ…

ରନ୍ଧା ହୋଇନଥିଲା ଅଣ୍ଡା ତରକାରୀ, ଘଟିଗଲା ହତ୍ୟାକାଣ୍ଡ !

ମହାରାଷ୍ଟ୍ର: ବରାଦ ମୁତାବକ ରନ୍ଧା ହୋଇନଥିଲା ମନ ପସନ୍ଦର ବ୍ୟଂଜନ । କ୍ରୋଧ ଜର୍ଜରିତ ମାନସିକତା ଘଟାଇଥିଲା ବର୍ବର କାଣ୍ଡ । ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ମହାରାଷ୍ଟ୍ର ନାଗପୁରରେ ସାଧାରଣ ଅଣ୍ଡା ତରକାରି ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଶନିବାର ନିଜ ବନ୍ଧୁ…

ଜନ୍ମଦିନ କେକ୍ ଖାଇ ଦୁଷ୍କର୍ମର ଶିକାର ଯୁବତୀ !

ତେଲେଙ୍ଗାନା: ଜନ୍ମଦିନରେ ମିଳିଥିଲା ନିମନ୍ତ୍ରଣ । ଚାଲିଥିଲା କେକ୍ କଟିଂ ସେଲିବ୍ରେସନ୍ । ହେଲେ ହଠାତ୍ ଅଚେତ ହୋଇପଡିଥିଲେ ଯୁବତୀ । ହୋସ୍ ଆସିବାବେଳକୁ ହରାଇସାରିଥିଲେ ନିଜର ସବୁକିଛି । ଘଟଣାକୁ କିଛିଦିନ ବିତିଗଲା ପରେ ଶେଷରେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ପୋଲିସ…

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ? ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ

ସୁବର୍ଣ୍ଣପୁର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ଜିଲ୍ଲା ରାଜକୋଟି ଗାଁରୁ ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ୨ ବେପାରୀକୁ ଗିରପ କରିଛି । ଦୁଇ ଅଭିଯୁକ୍ତ ହେଲେ ସୋମନାଥ ବ୍ୟାଗ୍ ଓ ମାର୍ସାଲାନ୍ ଭେଙ୍ଗେରା । ଜବତ କାତିର…

ଦାଦାବଟି ନଦେବାରୁ ଭାଇଭଉଣୀକୁ ହାଣିଦେଲେ

ବ୍ରହ୍ମପୁର: ଦାଦାବଟି ନଦେବାରୁ ଭଉଭଉଣୀଙ୍କ ଉପରେ ଖଣ୍ଡାରେ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି…

ଓଡ଼ିଶା ସୀମାନ୍ତରୁ ଜବତ ହେଲା ୭୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ

ଲମତାପୁଟ: ଓଡିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡକୁ ପାଖାପାଖି ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ମାଛକୁଣ୍ଡ  ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସୁଚାନୁଯାୟୀ, ନମ୍ବର ପ୍ଲେଟ ନଥିବା ଏକ ଭ୍ୟାନରେ ଏହି…