Latest Odisha News

BREAKING NEWS

Browsing Category

ଅପରାଧ

ଠକେଇ ମାମଲାରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକ ଗିରଫ

ଭୁବନେଶ୍ୱର: ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡ଼ି) ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ସେ କଟକର ବାଦାମବାଡି ଅଞ୍ଚଳର ଝାଞ୍ଜିରି…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଧିକାରୀ; ୨୬୩ ଗ୍ରାମ ସୁନା ସହ ମୂଲ୍ୟବାନ ସମ୍ପତ୍ତି…

ଭୁବନେଶ୍ୱର: ରାୟଗଡା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ଅନ୍ତର୍ଜ୍ୟାମି ସାହୁଙ୍କୁ ଆୟ ବହିର୍ଭୁତ  ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଶନିବାର ଭିଜିଲାନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ତାଙ୍କ ପାଖରେ…

ମହିଳା କନଷ୍ଟେବଳ ହତ୍ୟା ଘଟଣା; ବୀମା ଟଙ୍କା ପାଇଁ ସ୍ବାମୀ ନେଲା ଜୀବନ..

ଭୁବନେଶ୍ୱର: ପୋଲିସ ସେବା ଭବନର ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଦୀପକ କୁମାର ରାଉତଙ୍କୁ ତାଙ୍କ ଦ୍ବିତୀୟ ପତ୍ନୀ ଅର୍ଥାତ୍ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟରତ ଥିବା ଶୁଭମିତ୍ରା ସାହୁଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହି ଗିରଫଦାରୀ ପରେ ୨୦୨୨ରେ ଏକ ସଡ଼କ…

ସ୍ୱତନ୍ତ୍ର ଅଭିଯାନର ୧୭ତମ ଦିନରେ ୧.୧୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ବେଆଇନ ନିଶା କାରବାର ବିରୋଧରେ ଚାଲୁଥିବା କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ଵରୂପ ସ୍ୱତନ୍ତ୍ର  ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ର ୧୭ତମ ଦିନରେ ମୋଟ ୧.୧୫ କୋଟି ଟଙ୍କାର ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଏହି ଅଭିଯାନ ୧୭ ତମ ଦିନରେ ୧୫୦ଟି ମାମଲା…

ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ…

ମାସୁଦ ରଚିଥିଲା ସଂସଦ ଓ ମୁମ୍ବାଇ 26/11 ଆକ୍ରମଣର ଷଡଯନ୍ତ୍ର

ନୂଆଦିଲ୍ଲୀ: ପାକିସ୍ତାନର ନିଜ ଆତଙ୍କବାଦୀମାନେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପୋଲ ଖୋଲିବାରେ ବ୍ୟସ୍ତ। ଏହି ପରିପ୍ରେକ୍ଷୀରେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ୍ କାଶ୍ମୀରି ଆଉ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ସଂସଦ ଭବନ ଏବଂ ମୁମ୍ବାଇ ଆକ୍ରମଣ ପଛରେ…

ବେଟିଂ ଆପ୍ ମାମଲାରେ ଯୁବରାଜ ସିଂହ ଓ ରବିନ ଉଥପ୍ପାଙ୍କୁ ଇଡି ସମନ…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥପ୍ପାଙ୍କୁ ପଚରାଉଚରା ପାଇଁ ସମନ କରିଛି। ତେବେ ଉଥପ୍ପାଙ୍କୁ ସେପ୍ଟେମ୍ବର ୨୨ରେ ଓ ଯୁବରାଜଙ୍କୁ ସେପ୍ଟେମ୍ବର ୨୩ରେ ଦିଲ୍ଲୀରେ…

ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…

ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ…

ଜମି ବିବାଦ ମାମଲାରେ କୁଚିଣ୍ଡା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ…