Latest Odisha News

BREAKING NEWS

Browsing Category

ଅପରାଧ

ଯାଜପୁର; ହତ୍ୟା ଅଭିଯୋଗରେ ଗିରଫ ହେଲେ ବାପ-ପୁଅ

ଯାଜପୁର : ପୋଲିସ କବ୍ଜାରେ ହତ୍ୟା ଅଭିଯୁକ୍ତ। ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଜିତାପୁର ଜଳଧର ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ୍ କରିଛି ଜେନାପୁର ପୋଲିସ୍। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୭ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ୍…

ଆକାଶ ପାଠକଙ୍କ ବାବଦରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲିସ, ଖୁବଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲସି । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି କମିଶନରେଟ ପୋଲିସ । ତାଙ୍କୁ ଅଧିକ ପଚରାଉଚରା ପାଇଁ…

ମୋବାଇଲରେ ଅନଲାଇନ କ୍ଲାସ୍; ଝିଅ ଆଗରେ ଖୋଲିଲା ବାପାର ଅନୈତିକ ସମ୍ପର୍କର ଗୁମର

ବେଙ୍ଗାଲୁରୁ: ଅନଲାଇନ କ୍ଲାସ୍ କରୁଥିବା ବେଳେ ଜଣେ ଝିଅ ମୋବାଇଲରେ ନିଜ ବାପା ଓ ତାଙ୍କ ପ୍ରେମିକାର ଅନ୍ତରଙ୍ଗ ଭିଡିଓ ଦେଖିବାକୁ ପାଇଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଏନେଇ ଝିଅ ନିଜ ମାଆଙ୍କୁ କହିବା ପରେ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହିଁଛନ୍ତି ସେ। ଏହାପରେ ମାଣ୍ଡିଆ…

ଧୋକା ଦେଲା ପ୍ରେମିକା: ଅଢେଇ କୋଟିର ଘର ବିକିଦେଲା ପ୍ରେମିକ, ହୋଇଗଲା ଲୁଟେରା

ଛତିଶଗଡ଼: ଦୁର୍ଗ ଜିଲ୍ଲାର ଏହି ଖବର ସମସ୍ତଙ୍କୁ ଚକିତ କଲା ଭଳି । ଦୁର୍ଗ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଅଭିଷେକ ଯୋଶୀ ନାମକ ଏହି ଲୁଟେରା ୫୦ରୁ ଅଧିକ ଲୁଟରେ ସଂପୃକ୍ତ ‌ଥିବା କହିଛି ପୋଲିସ । ରାୟପୁରର ଦେବେନ୍ଦ୍ର ନଗରରେ ରହୁଥିବା ଅଭିଷେକକୁ ପୋଲିସ ଏକ ହୋଟେଲରୁ ଗିରଫ…

ସ୍ତ୍ରୀକୁ ହତ୍ୟାକରି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍

ରାଜସ୍ଥାନ: ବିଶ୍ୱାସରେ ବିଷ ଦେଇଥିଲା ସ୍ୱାମୀ । ସାତଜନ୍ମ ପାଇଁ ସୁରକ୍ଷା ଦେବା ବଦଳରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା । ହେଲେ ହତ୍ୟାକାଣ୍ଡ ପଛର କାରଣଠୁ ଅଧିକ ହତ୍ୟା ପରେ ସ୍ୱାମୀର ଆଚରଣ ପୋଲିସକୁ ତାଜୁବ କରିଥିଲା । କାହିଁକି ନା ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ନିକଟରେ…

୧୫୩ କେଜିର ରତ୍ନପଥର ଜବତ, ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ରାୟଗଡା: ୧୫୩ କିଲୋର ରତ୍ନ ପଥର ଜବତ । ଚୋରା ଚାଲାଣ ବେଳେ ରାୟଗଡ଼ା ଜିଲ୍ଲାରୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଜିତେନ୍ଦ୍ର ବେହେରା ଓ ଘର ରାୟଗଡ଼ା ଟାଉନରେ । ରବି, ପାନା, କଳାହୀରା, ମୁନଷ୍ଟୋନ ଭଳି ବହୁ ମୂଲ୍ୟବାନ ପଥର…

ପ୍ରଦୀପ ପାଣିଗ୍ରାହୀ ନିରାଶ: ଜାମିନ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା ଏଡିଜେ-୩ ତାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଶେଷରେ ତାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ୧୪ ଦିନିଆ ବିଚାର ବିଭାଗୀୟ…

ଭୁବନେଶ୍ୱରରୁ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ ଗିରଫ, ମାଳ ମାଳ ସେଲଫୋନ୍ ଜବତ

ଭୁବନେଶ୍ୱର: ମାତିଛନ୍ତି ମୋବାଇଲ୍ ଫୋନ୍ ଲୁଟେରା । ଭୁବନେଶ୍ୱର ସହିଦନଗରରୁ ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥି ପୋଲିସ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ଜବତ ହୋଇଛି ୧୦୨ଟି ସେଲ୍‌ଫୋନ୍‌ । ଗିରଫ…

ପୁଣି ଲଜ୍ୟା; ଟ୍ୟୁସନରୁ ଆଣିବାକୁ ଯାଇ ୭ ବର୍ଷର ଝିଅକୁ ଦୁଷ୍କର୍ମ କଲେ ପଡୋଶୀ ଯୁବକ

ଝାରସୁଗୁଡା: କିଛିଦିନ ତଳେ ଝାରସୁଗୁଡାରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାପାକୁ ଗିରଫ କରିଥିବା ବେଳେ ଆଜି ପୁଣି ଆସିଛି ଆଉ ଏକ ଲଜ୍ୟା ଜନକ ଖବର। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…

ନକଲିକୁ ଛାଡି ଅସଲି ପଛରେ ପଡିଛି ପୋଲିସ: ଉଦ୍ଦେଶ୍ୟ ମୂଳକ ଭାବେ ଚଢ଼ାଉ ଅଭିଯୋଗ

ଯାଜପୁର: ନକଲିକୁ ଛାଡି ଅସଲି ଉପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଅଞ୍ଚଳରେ ସରକାରୀ ଟ୍ରେଡ୍ ଲାଇସେନ୍ସ ଏବଂ ଜିଲ୍ଲା ଶିଳ୍ପ ନିଗମ ଠାରୁ ଋଣ ସହାୟତା ନେଇ ସୂର୍ଯ୍ୟମାର୍କା ନାଁରେ ଦୀର୍ଘଦିନ ହେବ ଏକ…