Latest Odisha News

BREAKING NEWS

Browsing Category

ଅପରାଧ

ପୁରୀରୁ ୧୦.୫ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ବ୍ରାଉନ ସୁଗାର ଜବତ କରିବାରେ ପୁରୀ ଜିଲ୍ଲା କାକଟପୁର ଥାନା ପୋଲିସକୁ ସଫଳତା ମିଳିଛି। ସୂଚନା ଅନୁଯାୟୀ ଓଳଙ୍ଗରା ଗାଁରୁ ଆସୁଥିବା ଏକ ବାଇକକୁ ଯାଞ୍ଚ ବେଳେ ୧୦.୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଆହୁରି ମଧ୍ୟ ଏହି ଘଟଣାରେ ଓଳଙ୍ଗରା ଗାଁର ବେପାରୀ ପ୍ରଶାନ୍ତ ସ୍ୱାଇଁ…

ମୋବାଇଲ କମ୍ପାନୀ ପାଇଁ ୪୦ ବର୍ଷୀୟଙ୍କ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ରୋହିଣୀ ଅଂଚଳରେ ସାମ୍ନାକୁ ଆସିଥିଲା ଏକ ଅବିଶ୍ୱସନୀୟ ଘଟଣା । ସାମାନ୍ୟ ଏକ ମୋବାଇଲ ଫୋନ୍ ପାଇଁ ହୋଇଥିଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ନିଆଁ ଲଗାଇଦେଇଥିଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଏହି ଘଟଣା ଯେତିକି ଅସାଧାରଣ, ଏହା ପଛର କାରଣ ବି ସେତିକି ସାଧାରଣ…

ମାଲକାନଗିରି ଜିଲ୍ଲାପାଳଙ୍କୁ ଧରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବ ନାରାୟଣ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ରବିବାର ଦିନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ୪ ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା କରୁଛି । ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ…

ରୋଗାଗ୍ରସ୍ତ ବାପାକୁ ହତ୍ୟା କଲା ପୁଅ

ବରଗଡ: ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜମିଦାର ପଡା ଅଞ୍ଚଳରେ ପକ୍ଷାଘାତରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ସଉକିଲାଲ୍ ସେଠ୍ ବୋଲି ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟା ସମୟରେ କୌଣସି…

ବରମୁଣ୍ଡାରୁ ଚୋରି ହେଲା, ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚୋରି ହେଲା ବସ୍‌, ବ୍ରହ୍ମପୁରୁର ଧରାପଡିଲା । ଗତ ବିଳମ୍ବିତ ରାତିରେ ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବସ୍ ମାଲିକ କେଦାର ଦାସ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ…

ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳ ଭଙ୍ଗା ଗ୍ରାମ ମାଣପୁର ସାହିର ଟୁକୁନା ସାହୁ। ପ୍ରାପ୍ତ ସୂଚନାନୁସାରେ,…

ବାଲେଶ୍ୱରରୁ ବ୍ରାଉନସୁଗାର ଜବତ, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱରରୁ ଶନିବାର ଦିନ ପୋଲିସ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ଡ୍ରଗ ପେଡଲରଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଏକ ଘରେ ପୋଲିସ ଟିମ୍ ଚଢାଉ କରିବା ସହ…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

ପୁଣି ଜବତ ହେଲା ବେଆଇନ ବାଣ; ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ପୁଣି ଜବତ ହେଲା ବେଆଇନ ବାଣ। ରାଉରକେଲା ବନ୍ଧମୁଣ୍ଡାର ବାଣ ଦୋକାନରେ…