Latest Odisha News

BREAKING NEWS

Browsing Category

ଅପରାଧ

ମହଙ୍ଗା ପଡିଲା କିଡନୀ ବିକି ଆଇଫୋନ୍ କିଣିବା !

ଭୁବନେଶ୍ୱର: ଆଇଫୋନ୍ କିଣିବା ଅନେକଙ୍କ ପାଇଁ ସମ୍ଭବ କିମ୍ବା ଆବଶ୍ୟକ ପଡିନଥାଏ । ଅତ୍ୟାବଶ୍ୟକ କାମ ନୁହେଁ ବରଂ କିଛି ଲୋକ ଷ୍ଟାଟସ୍ ମେଣ୍ଟେନ କରିବାକୁ ଏହି ଫୋନ୍ କିଣିଥାନ୍ତି । ତେବେ ଖାସ୍ କରି ଦାମୀ ଆଇଫୋନ କିଣିବାକୁ ନେଇ କିଡନୀ ବିକିବା ଭଳି ଉପହାସ୍ ଅନେକଙ୍କ ମୁହଁରେ ଶଣିବାକୁ ଥାଏ ।…

[ଭିଡିଓ] ଜମି ବିବାଦକୁ ନେଇ ୮୦ ବର୍ଷୀୟଙ୍କ ଉନ୍ମକ୍ତ କାଣ୍ଡ !

ତାମିଲନାଡୁ: ବୟସ ୮୦, ହେଲେ ତାଙ୍କ କାରନାମା ସାଧାରଣ ଲୋକଙ୍କ ସମେତ ପୋଲିସକୁ ବି ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ୩ ଜଣଙ୍କୁୁ ଗୁଳିମାଡ କରୁଥିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତକାଲି ଏହି ଘଟଣା ସକାଳ ପ୍ରାୟ ୧୦ଟା…

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ । ମୃତକଙ୍କ  ନାଁ…

ଧର୍ମଛଡ଼ା ଧରମ ମାମୁଁ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ଶଙ୍କର୍ଷଣ ଦେହୁରୀ । ଘର ଯାଜପୁର ଜିଲ୍ଲା କାଳିଆପଣିରେ । ସେ ପୀଡ଼ିତାଙ୍କ ଧରମ ମାମୁଁ ବୋଲି ଜଣା ପଡ଼ିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ…

ତାମିଲ୍‌ ଟେଲିଭିଜନ୍‌ ଅଭିନେତା ସେଲ୍‌ଭାରଥିନମ୍‌ଙ୍କୁ ଚେନ୍ନାଇରେ ହତ୍ୟା

ନୂଆଦିଲ୍ଲୀ: ଚେନ୍ନାଇରେ କିଛି ଲୋକ ଟିଭି ସିରିଏଲ 'ଥେନ୍‌ମୋଜୀ ବିଏ'ରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ପୋଲିସ ସିସିଟିଭିରୁ ଜାଣିବାକୁ ପାଇଛି ଯେ ଘଟଣାସ୍ଥଳ ନିକଟରେ ୪ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ…

ପତ୍ନୀଙ୍କୁ ଧରି ବାଇକରେ ଯାଉଥିଲା ବ୍ରାଉନସୁଗର ବେପାରୀ, ଧରିଲା ପୋଲିସ

ପୁରୀ: ଦିନକୁ ଦିନ ପୁରୀ ଜିଲ୍ଲାରେ କାୟା ମେଲାଇ ଚାଲିଛନ୍ତି ବ୍ରାଉନସୁଗର କାରବାର । ଅସ୍ତରଙ୍ଗ ଥାନା ପୋଲିସ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଜବତ ହୋଇଛି ୧୨ ଗ୍ରାମରୁ ଅଧିକ ଧଳା ଜହର । ଗିରଫ ଅଭିଯୁକ୍ତଙ୍କ ନାଁ ହେଲେ ମନୋରଞ୍ଜନ ବିଶ୍ୱାଳ । ଅସ୍ତରଙ୍ଗ…

ରାଜଧାନୀ ଦିଲ୍ଳୀରୁ ଗିରଫ ହେଲେ ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ। ସୋମବାର ରାତିରେ ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ…

ରାଜଧାନୀରୁ ଜବତ ହେଲା ବାଘ ଛାଲ; ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଚାଲିଛି ବେଧଡକ ବାଘଛାଲ ବେପାର । ସୋମବାର ଦିନ କ୍ରାଇମବ୍ରାଞ୍ଚର STF ଟିମ୍‌ ରାଜଧାନୀରୁ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ହେଉଛି ପ୍ରଶାନ୍ତ ନାଏକ। ପ୍ରଶାନ୍ତଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।…

ପତ୍ନୀ ସହ ଝଗଡା ପରେ ବରଗଛରେ ଚଢିଲା ନିଶାସକ୍ତ ଯୁବକ; ଆଉ ତା’ପରେ…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ବରଗଛର ପୂରା ଅଗରେ ଚଢିଯିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଏପରିକି ସେ ତଳକୁ ଓହ୍ଲାଇବାକୁ ମନା କରିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଯୁବକ ଜଣକ ତଳକୁ ଡେଇଁ ପଡିବ…

ହତ୍ୟା ମାମଲା ରୁଜୁ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସୋମବାର ଦିନ ଓଡ଼ିଶା ସରକାର ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଛନ୍ତି। ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ୨୦୧୪ ବ୍ୟାଚର ଆଇଏଏସ୍ ଅଫିସର ୟେଦୁଲା ବିଜୟ।…