Latest Odisha News

BREAKING NEWS

Browsing Category

ଅପରାଧ

କମିଶନରେଟ ପୋଲିସ ହାତରେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । କେଉଁଠୁ ବାଇକ୍ ଚୋରି କରୁଥିଲେ ତ ରାସ୍ତାରେ ଯିବା ବେଳେ ସୁନା ଅଳଙ୍କାର ଓ ମୋବାଇଲ୍ ଛିନତାଇ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏକ ୮ ଜଣିଆ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ…

କାହିଁକି ଇଂଜିନିଅର ସ୍ୱାମୀକୁ ହତ୍ୟା କଲା ଶିକ୍ଷୟତ୍ରୀ ସ୍ତ୍ରୀ ?

ତାମିଲନାଡୁ: ସ୍ୱାମୀର ହାତ ଧରି ସାତଜନ୍ମ ପାଇଁ ସାଥି ହେବ ବୋଲି ପ୍ରଣ କରିଥିଲା । ହେଲେ ଶେଷରେ ସେହି ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ଜଣେ ଅଭାଗା ସ୍ତ୍ରୀ । ହେଲେ କାହିଁକି ? ତାମିଲନାଡୁ ଥିରୁମଙ୍ଗଳମ୍ ଅଂଚଳର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଶାରିରୀକ ସଂପର୍କ…

ଭୁବନେଶ୍ୱରରୁ ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଜିଆରପି ପୋଲିସ ରବିବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜିଆରପି ପୋଲିସ ଅଟକାଇଥିଲା । ଏପରିକି ତାଙ୍କ ଠାରୁ ଏକ…

ଗଜପତିରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ଏକ ଟ୍ରକ୍ ଭିତରୁ ପୋଲିସ ପ୍ରାୟ ୧୦ କ୍ୱିଣ୍ଟାଲ୍ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ ପକ୍ଷରୁ ଜାରି ରାତ୍ରୀ ପାଟ୍ରୋଲିଂ ସମୟରେ ମୋହନା ନିକଟରେ ଏକ ପିଆଜ ବୋଝେଇ ଟ୍ରକରୁ ମାଦକ ଦ୍ରବ୍ୟ ଭର୍ତ୍ତି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରିୟା, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହାରି ଭିତରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସଫେଇ…

ଅକ୍ସିଜେନ୍ ନ ମିଳିବାରୁ କୋଭିଡ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଶୁକ୍ରବାର ଦିନ ଚିକିତ୍ସାରେ ବିଳମ୍ବ ହେତୁ କୋଭିଡ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ପଙ୍କଜ ବେହେରା ନାମକ ଜଣେ ରୋଗୀଙ୍କୁ ଠିକ୍ ସମୟରେ ଅମ୍ଳଜାନ ଯୋଗାଇ ନ ଦେଇଥିବାରୁ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଝଟପଟ ହେବା…

ପ୍ରଥମେ ଆହତ, ପରେ ଚୋରି ଆଉ ଏବେ କରୋନାରେ ସଂକ୍ରମିତ !

ନାଗପୁର: ଏକ ବିିଚିତ୍ର ଘଟଣାରେ ଜଣେ ପରିବା ବିକାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମଦ ନିଶାରେ ଆହତ ହୋଇ ପରିବା ବିକାଳୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ସାମଗ୍ରୀ ଚୋରି କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ସେହି…

[ଭିଡିଓ] ସ୍ୱାମୀ ଯଦି ସାଜେ ଅବିଶ୍ୱାସର ପ୍ରତୀକ…

ମଧ୍ୟପ୍ରଦେଶ: ସ୍ୱାମୀ ସ୍ତ୍ରୀ ସଂପର୍କରେ ଲାଗିଲା ଅବିଶ୍ୱାସ ଓ କଳଙ୍କର ଛିଟା । ପରକୀୟା ପ୍ରିତୀ ସନ୍ଦେହରେ ବିଚ୍ ରାସ୍ତାରେ ସ୍ତ୍ରୀକୁ ଅପମାନିତ କଲା ସନ୍ଦେହି ସ୍ୱାମୀ । ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମଙ୍ଗଳବାର ଭୋପାଳ ଝାବୁଆ ଗାଁରେ ଜଣେ…

ବିରିୟାନୀ ଲାଗି ସଂଘର୍ଷ; ୬ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୁରୁବାର ଦିନ ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂର୍ଘଷରେ ୬ ଜଣ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ନିକଟରେ ଏକ ବିରିୟାନୀ ଷ୍ଟଲରେ ବାସୀ ବିରିୟାନୀ ବିକ୍ରି ହେଉଥିବା ନେଇ କିଛି ଲୋକ ଅଭିଯୋଗ କରିଥିଲେ । ହେଲେ ଏଭଳି…

ହାତଗୋଡ ବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଉଦ୍ଧାର ହୋଇଛି ହାତଗୋଡ ବନ୍ଧା ଏକ ଅର୍ଦ୍ଧଦଗ୍ଧ ମୃତ ଦେହ । ମୃତକ ଜଣକ ଜଣେ ୨୫ ବର୍ଷିୟ ମହିଳା ବୋଲି ଜଣାପଡିଛି । ଗୋଶାଳା ହେଲିପ୍ୟାଡ ନିକଟରେ ଥିବା ଏଖ ଅର୍ଦ୍ଧ ନିର୍ମିତ ଘରୁ ଖୋର୍ଦ୍ଧା ପୋଲିସ ମୃତଦେହକୁ ଉଦ୍ଧାରକ ରିଛି । ମୃତ ମହିଳାଙ୍କ ପ୍ରାୟ ଦେହର ୮୦ରୁ ୯୦ ପ୍ରତିଶତ…