Latest Odisha News

BREAKING NEWS

Browsing Category

ଅପରାଧ

ଗ୍ରୁପ ଟଙ୍କାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ

ଗଞ୍ଜାମ: ମହିଳା ଏସ୍‌ଏଚ୍‌ଜି ଗ୍ରୁପ ଟଙ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ସୂଚନା ଯୋଗ୍ୟ ଯେ, ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ…

ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଏହି ଗୁଳିକାଣ୍ଡ ଘଟିଛି । ମୃତକ ଜଣକ ହେଲେ ଲାଲ ପ୍ରଧାନ । ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ…

ପୁରୀରେ ପୋଲିସ କ୍ୱାର୍ଟରରୁ ଚୋରି କରି ଚମ୍ପଟ୍ ମାରିଲା ଚୋର !

ପୁରୀ: ଏବେ ପୁରୀ ସହରରେ ଗୋଟିଏ କଥାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ଯିଏ ଚୋର ଧରିବାରେ ଓସ୍ତାଦ୍ ମାନେ ଖୋଦ୍ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛି ଚୋର । ପୋଲିସ କ୍ୱାର୍ଟରରେ ହୋଇଛି ଚୋରି । ମିଳିଥିବା ସୂଚନାନୁଯାୟୀ, କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ…

ନୟାଗଡରୁ ଜବତ ହେଲା ୨ କଲରାପତରିଆ ବାଘ ଛାଲ, ମାଷ୍ଟରମାଇଣ୍ଡ ଅଟକ

ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁରରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଶନିବାର ଦିନ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ପୋଚିଂ(ଶୀକାର) ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଚାନ୍ଦପୁର ନିକଟ ଜାମୁବନ୍ଧ ଗାଁର ଲକ୍ଷ୍ମୀଧର ନାୟକ ବୋଲି…

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ…

ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ପୋଲିସ ବାବୁ । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ବେଗୁନିଆ ନିକଟ ଧଳାପଥର ଫାଣ୍ଡି ଏଏସଆଇ ଅଶୋକ କୁମାର ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବୋଲଗଡ ନିକଟ ସାନ…

କୋରାପୁଟରେ ମାଓବାଦୀ କ୍ୟାମ୍ପ ଠାବ

ଜୟପୁର: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ନିକଟରେ ବିଏସଏଫ୍ ଓ ପୋଲିସ କର୍ମୀ ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି, ଉକ୍ତ ଅଞ୍ଚଳରେ ମାଓବାଦୀ ଆକ୍ରମଣ କରିବା ନେଇ ବିଶ୍ୱସ୍ତ…

ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନକଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତିଗାଁ ପଂଚାୟତ ର କଙ୍ଗାଧୋଗରି ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଗର୍ଭବତୀଙ୍କ ନାମ ଅନିତା ବୋଲି ଜଣାପଡିଛି । ଗର୍ଭବତୀ ଅନିତାଙ୍କର ସ୍ୱାସ୍ଥ୍ୟବସ୍ଥା…

ଲାଞ୍ଚ ମାମଲା: ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଖୋର୍ଦ୍ଧା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ମିଳିଲା ଜାମିନ । ଏଥିସହ ତାଙ୍କ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଜାମିନ ମିଳିଛି । ହାଇକୋର୍ଟ ଏ ଦୁହିଁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ ଅଦାଲତ ସର୍ତ୍ତ ନିର୍ଦ୍ଧାରଣ କରିବାକୁ କୋର୍ଟ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ଏଏସଆଇ !

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ପୋଲିସ ସବ୍ ଇନିସପେକ୍ଟର୍ । ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ଆଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲା କେଶର ଦଫା…