Latest Odisha News

BREAKING NEWS

Browsing Category

ଅପରାଧ

ଲାଞ୍ଚ ନେଇ ନିଲମ୍ବିତ ହେଲେ କମିଶନରେଟ୍ ପୋଲିସର ଜଣେ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର କମିଶନରେଟ୍ ପୋଲିସର ଜଣେ କନଷ୍ଟେବଳ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବିତ କରାଯାଇଛି। ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ସୁରେଶ ଦାସ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କମିଶନରେଟ୍…

ଖୋର୍ଦ୍ଧାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହଟକେଶ୍ୱର ମହିଳା କଲେଜ ନିକଟ ବିଲରୁ ଗୁରୁବାର ଦିନ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆଜି ସକାଳେ କଲେଜ ପଛପଟେ ଥିବା ବିଲ ହୁଡା ପାଖରେ ଉକ୍ତ ଶିଶୁଟି କାନ୍ଦୁଥିବାର ଜଣେ ମହିଳା ଶୁଣିବାକୁ ପାଇଥିଲେ । ପରେ ସମ୍ପୃକ୍ତ…

ଅନ୍ଧବିଶ୍ୱାସରେ ଆଜିବି ବନ୍ଧା ମଣିଷ: ଗୁଣି ସନ୍ଦେହରେ ନିର୍ମମ ହତ୍ୟାକାଣ୍ଡ

ଯାଜପୁର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଜିବି ବଞ୍ଚିଛନ୍ତି ଅନେକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଓଲ୍ଲଳ ଠାରେ। ଗୁଣିଗାରେଡି ସନ୍ଦେହରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗ। ବୃଦ୍ଧାଙ୍କ କଟା…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଘର ମାଲିକଙ୍କୁ ଜେରା, କ୍ଲୋଜ ଫ୍ରେଣ୍ଡକୁ ନୋଟିସ୍‌

ଭୁବନେଶ୍ୱର: ସାମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେବି ଜାରି ରହିଛି ସସ୍‌ପେନ୍ସ । ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ଜିଆର୍‌ପି ପୋଲିସ ଆଦିତ୍ୟ ଯେଉଁ ଘରେ ରହୁଥିଲେ ତାର ମାଲିକଙ୍କୁ ଜେରା କରିଛି । କେବେଠୁ ଭଡା ରେ ଥିଲେ, କେବେ ଝଗଡା ହୋଇଥିଲା…

ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି । ଗତ ୯ ତାରିଖରେ ଆୟୁଷ ନିର୍ଦ୍ଦେଶକ ନିଜ ଅଫିସର ଜଣେ ମହିଳା…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଫରେନ୍‌ସିକ୍ ଲ୍ୟାବ୍‌କୁ ଗଲା ଡାଏରୀ

ଗଞ୍ଜାମ: ଏବେବି ସସ୍‌ପେନ୍ସ ଘେରରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ କେହି ହତ୍ୟା କରିଛନ୍ତି ତାହା ଏଯାଏଁ ଜଣାପଡି ନାହିଁ । ଏହି ମାମଲାରେ ଆଜି ତାଙ୍କ ହାତ ଲେଖା ଡାଏରୀକୁ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଯାଇଛି । ଡାଏରୀର ହସ୍ତାକ୍ଷର ଯାଂଚ…

ମାଲକାନଗିରିରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇଜଣ ହାଡକୋର ମାଓବାଦୀ ଏସପି ରିଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି କାନା ମାଡି ଏବଂ ଲାକେ ପୁନମ। ଏରିଆ କମିଟିର ଜଣେ ସକ୍ରିୟ ସଦସ୍ୟ ଥିବା କାନାଙ୍କ ନାଁରେ ୪ ଲକ୍ଷ ଟଙ୍କାର…

ନବରଙ୍ଗପୁର ଟିଏମସିରୁ ବିଏସ୍ଏଫ୍ ଯବାନ ଫେରାର

ନବରଙ୍ଗପୁର: କରୋନା ସଂକ୍ରମିତ ଜଣେ ବିଏସ୍ଏଫ୍ ଯବାନ ନବରଙ୍ଗପୁର ଜିଲ୍ଲାର ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଖସି ପଳାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ପୋଷ୍ଟିଂ ପାଇଥିବା ଏହି ବିଏସ୍ଏଫ୍ ଯବାନ କରୋନା ପଜିଟିଭ ଥିବା ନେଇ ଜୁନ୍ ୨୪ରେ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ଖୁବ୍‌ଶୀଘ୍ର ସିବିଆଇ ତଦନ୍ତ ହୋଇପାରେ । ସୁବ୍ରମଣ୍ୟମ ସ୍ୱାମି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କରିଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ…

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ରହିଛି ୧୧ଟି ଘର ଓ ୧୬ଟି ଫ୍ଲାଟ !

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏନ୍‌କାଉଂଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ତାଲିକା । ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ ଓ ଥାଇଲ୍ୟାଣ୍ଡରେ ଏକାଧିକ ଘର କିଣିଛନ୍ତି। ତା’…