Latest Odisha News

BREAKING NEWS

Browsing Category

ଅପରାଧ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଅଦିତ୍ୟ ଚୋପ୍ରାଙ୍କୁ ୪ ଘଂଟା ଜେରା

ମୁମ୍ବାଇ: ଏବେବି ରହସ୍ୟ ଘେରରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା । ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ମୁମ୍ବାଇ ପୋଲିସ୍ ୟଶରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’ ଓ ଭାଇଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ଏହି ରହସ୍ୟ ଉପରୁ ପରଦା ହଟିନି । ଏନେଇ ଜୋର୍‌ସୋର୍‌ରେ ପୋଲିସର ତଦନ୍ତ ଚାଲିଛି । ଏହାରି ଭିତରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ପୋଲିସ ଜେରା କରିସାରିଛି । ତେବେ ଆଜି…

ବାପାକୁ ପିଟି ପିଟି ମାରିଦେଲା ଡାକ୍ତର ପୁଅ

ଭୁବନେଶ୍ୱର: ବାପାକୁ ପିଟି ମରିଦେଲା ପୁଅ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଖଣ୍ଡଗିରି ଥାନା ଜଗମୋହନ ନଗରରେ ଡାକ୍ତର ପୁଅ ବାପାକୁ ପିଟି ପିଟି ମାରିଦେବା ଘଟଣା ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଛି । ପରିବାରିକ ଗଣ୍ଡୋଗଳକୁ ନେଇ ନିଜ ବାପାକୁ ହତ୍ୟା କରିଛି…

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗ; ଔଷଧ ଦୋକାନ ସିଲ୍

ଭୁବନେଶ୍ୱର: ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସହରର କିଛି ପ୍ରମୁଖ ଔଷଧ ଦୋକାନକୁ ସିଲ୍ କରିଛି। ବିଏମସିର ସୂଚନାଅନୁଯାୟୀ, ଶୁକ୍ରବାର ଦିନ ଗ୍ରାହକଙ୍କ ଭିଡ ଦେଖାଯାଇଥିବା ବେଳେ ଦୋକାନଗୁଡିକ କୋଭିଡ-୧୯ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା…

ଦୁର୍ଦ୍ଦାନ୍ତ ଅପରାଧୀ ଜଗାକୁ ହତ୍ୟା ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କର୍ମଦା ଥାନା ଅନ୍ତର୍ଗତ କୁରୁଣ୍ଠିଆ ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଅପରାଧୀ ଜଣକ ରତନ ଦାସ (ଜଗା) ବୋଲି ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ହତ୍ୟା ଉଦ୍ୟମ, ଛିନତାଇ,…

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା

ଭୁବନେଶ୍ୱର: ଦିନ ବିତିବା ସହ ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ । ତନାଘନା ଜାରି ରଖିଛି ଜିଆରପି । ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରାଯାଇଛି । ଗତକାଲି ଆଦିତ୍ୟଙ୍କ ଘରକୁ ପୋଲିସର ଏକ ଟିମ୍ ଯାଇଥିଲା । ଆଦିତ୍ୟଙ୍କ ପତ୍ନୀ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କ ଗଳାକାଟି ହତ୍ୟା !

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ସନ୍ଦେହ। ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ ଟାରେ ଭେଲଙ୍ଗ ଅଞ୍ଚଳର ମଧୁସୂଦନ ମଲିକଙ୍କ ପୁଅ ଟୁଟନ ମଲିକ(୨୨) ପେଟ୍ରୋଲ ପାଇଁ ନିକଟସ୍ଥ…

ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଗୁରୁବାର ଦିନ ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ଆନ୍ଧ୍ର-ଓଡିଶା ସୀମା ସ୍ୱାଭିମାନ ଅଞ୍ଚଳର ଗୁରସେତୁ ଠାରେ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।…

ବାର କର୍ମଚାରୀ ହତ୍ୟା ଘଟଣା, ପୋଲିସର ସୂଚନା ୧୫ ଥର ଛୁରୀ ଭୂଷିଥିଲେ ହତ୍ୟାକାରୀ

ଖୋର୍ଦ୍ଧା : ଗଡ ଖୋର୍ଦ୍ଧା ବାରରେ ଯୁବକଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତମାନେ ମୃତକଙ୍କୁ ଥରେ କି ଦୁଇ ଥର ନୁହେଁ ୧୫ ଥର ଛୁରାମାଡ କରିଥିଲେ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ସୂଚନା ଅନୁଯାୟୀ ଅପରାଧୀମାନେ ଗତ ୧୪ ତାରିଖରେ ଏକ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିପାରେ ଜିଆରପି

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ପିପୁଲ ଫର ସେବା ସଂସ୍ଥାର ଦୁଇ କର୍ମଚାରୀ ଦୀପକ ଓ ସୌମ୍ୟଙ୍କୁ ଜେରା କରିଛି ଜିଆରପି । ସଂସ୍ଥାର ବିଭିନ୍ନ ଆର୍ଥିକ ଦିଗକୁ ନେଇ ଜିଆରପି ଉଭୟଙ୍କୁ ପଚରାଉଚରା କରିଛି । ମାମଲାରେ ଏହାପୂର୍ବରୁ ୨୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇ…